Browsing Tag

gajapati sp sarah sharma

ଗଜପତି: ମୂରବୀ ନଥିବା ସିଣ୍ଡିବୁର୍ ଗ୍ରାମର ମୂରବୀ ସାଜିଲେ ଗଜପତି ଏସପି ସାରା ଶର୍ମା, ତୁଲାଇବେ ସବୁ ଦାୟିତ୍ବ

ଗଜପତି(କେନ୍ୟୁଜ୍):  ପୁଣି ଚର୍ଚ୍ଚାରେ ଗଜପତି ଏସପି ଶାରା ଶର୍ମା। କିଛି  ନୂଆ ନୂଆ ସୃଜନରେ ପରିଚିତ ଗଜପତି ଏସପି  ଏବେ ଆଉ ଏକ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।  ଆଉ  ସେହି ଚର୍ଚ୍ଚାଟି ହେଉଛି ସେରଙ୍ଗ ଥାନାର ସବୁଠାରୁ ଗରିବ ଗ୍ରାମର ମୁରବି ସାଜିଛନ୍ତି ଲେଡି ଆଇପିଏସ ସାରା ଶର୍ମା…

ଗଜପତି: ନକଲି କୋଭିଡ-୧୯ କାର୍ଡ ପ୍ରସ୍ତୁତକାରୀ ଦୋକାନ ଉପରେ ଚଢ଼ଉ କଲେ ଗଜପତି ଏସ୍‌ପି ସାରା ଶର୍ମା

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : କୋରନା ଭାଇରସ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା କରାଯାଇଛି । ସମସ୍ତେ କିପରି ସୁରକ୍ଷିତ ରହିବେ ସେଥିପାଇଁ ଅତି ଆବଶ୍ୟକ ନଥିଲେ ଘରୁ ବାହରନ୍ତୁ ନ ହେଲେ ଘର ଭିତରେ ରହିବାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ…

କରୋନା ଭାଇରସକୁ ନେଇ ଗଜପତି ଏସପି ସାରା ଶର୍ମାଙ୍କ ନିଆରା ପ୍ରୟାସ, ଗୀତ ଗାଇ ଜନସାଧାରଣଙ୍କୁ କଲେ ସଚେତନ

ଗଜପତି : ସମଗ୍ର ବିଶ୍ୱରେ ୧୮୮ ଗୋଟି ଦେଶରେ ବ୍ୟାପିଲାଣି କରୋନା ଭାଇରସ୍ । ବର୍ତ୍ତମାନ ଭାରତରେ କରୋନା ଭାଇରସ୍‌କୁ ନେଇ ଆତଙ୍କ । ସେହିପରି ଭାରତରେ ମଧ୍ୟ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛଇ। ଯାହାକୁ ନେଇ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ପ୍ରଶାସନ ବ୍ୟାପକ ସଚେତନତା ସହ ଉତ୍କୃଷ୍ଟ…

ପୁଣି ଚର୍ଚ୍ଚାରେ ଗଜପତି ଏସପି, ମହିଳା ଦିବସ ଉପଲକ୍ଷେ ସିଟିମ ହିନ୍ଦୀ ଭରସନ ଗୀତକୁ ଲୋକାର୍ପିତ କଲେ ସାରା ଶର୍ମା

ଗଜପତି(କେନ୍ୟୁଜ୍):  ଗଜପତି ଏସପି ସାରା ଶର୍ମା ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ସିଟିମ ହିନ୍ଦୀ ଭରସନ ଗୀତକୁ ଲୋକାର୍ପିତ କରିଛନ୍ତି। ତେବେ ଏହି ଗିତରେ ଆଶା ପଟ୍ଟନାୟକ ଓ ନିଜେ ଗଜପତି ଏସପି ସାରା ଶର୍ମା ଲିରିସ୍କ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଗୁରୁ ରଘୁନାଥ ପାତ୍ର ଦେଇଛନ୍ତି।…

ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଲେ ଗଜପତି ଏସପି ସାରା ଶର୍ମା, ଆଦିବାସୀ ଭାଷାରେ ଗୀତ ଗାଇ ଶ୍ରୋତାଙ୍କୁ କଲେ…

ପାରଳାଖେମୁଣ୍ଡି (କେନ୍ୟୁଜ୍): ପୁଣି ଚହଳ ସୃଷ୍ଟି କଲେ ଗଜପତି ଏସ୍‌ପି ସାରା ଶର୍ମା। ରାଜ୍ୟ ସ୍ତରୀୟ ଏସ୍‌ଡିସି ଫୁଟବଲ କପ୍‌ ପାଇଁ ଆଦିବାସୀ ଭାଷାରେ ଗୀତ ଗାଇ ଶ୍ରୋତାଙ୍କ ମନ୍ତ୍ରମୁଗ୍ଧ କରିଛନ୍ତି ସାରା। ପୂର୍ବରୁ ସିଟିମ୍‌ ପାଇଁ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ ଏସ୍‌ପି ସାରା ଶର୍ମା।…

ପୁଣି ମନକିଣିଲେ ଗଜପତି ଏସପି ସାରା ଶର୍ମା, କିନ୍ନରଙ୍କୁ ସ୍ୱାବଲମ୍ବୀ ଓ ସମ୍ମାନର ସହ ବଞ୍ଚିବାପାଇଁ ଖୋଲାଇଲେ ଓମଫେଡ…

ଗଜପତି(କେନ୍ୟୁଜ୍):ଗଜପତି ଏସ୍‌ପି ସାରା ଶର୍ମାଙ୍କ ଆଉ ଏକ ଜନହିତକର ପଦକ୍ଷେପ । କିନ୍ନରଙ୍କୁ ସ୍ୱାବଲମ୍ବୀ ଓ ସମ୍ମାନର ସହ ବଞ୍ଚିବାକୁ ପନ୍ଥା ଯୋଗାଇଛନ୍ତି । ସାରା ଶର୍ମାଙ୍କ ପ୍ରୋତ୍ସାହନରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଖୋଲିଛି ସୁରଭି ଓମଫେଡ…

ଗଜପତିରେ ଦୁଃସାହାସିକ କ୍ରୀଡାର କ୍ରେଜ୍‌, ଏସପିଙ୍କ ସହ ଛାତ୍ରଛାତ୍ରୀ ଚଢ଼ିଲେ ପର୍ବତ

ଗଜପତି(କେନ୍ୟୁଜ୍): ଗଜପତିରେ ଦୁଃଶାସିକ କ୍ରୀଡାର କ୍ରେଜ୍‌ । ଏସପିଙ୍କ ସହ ଛାତ୍ରଛାତ୍ରୀ ପର୍ବତ ଚଢ଼ିଲେ । ଗଜପତି ଏସପି ସାରା ଶର୍ମା ଓ ଛାତ୍ରଛାତ୍ରୀ ମାନେ ପାରଳାଖେମୁଣ୍ଡିରୁ ବାହାରି ମହେନ୍ଦ୍ରଗିରି ପର୍ବତମାଳାର ପାଦଦେଶରେ ପହଁଚିଥିଲେ । ପ୍ରାୟ ୭କିଲୋମିଟର ସଫଳତାର ସହ ସମସ୍ତେ ପର୍ବତ…

ପୁଣି ଚର୍ଚ୍ଚାର ଶୀର୍ଷରେ ଗଜପତି ଏସପି ସାରା ଶର୍ମା, ସି ଟିମ୍‌ ପରେ ଏବେ ଆରମ୍ଭ କରିଛନ୍ତି ‘ଉଡାନ’ କାର୍ଯ୍ୟକ୍ରମ

ପୁଣି ଚର୍ଚ୍ଚାରେ ଗଜପତି ଜିଲ୍ଲା ଏସପି ସାରା ଶର୍ମା । ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ ସି ଟିମ୍‌ ପରେ ଏବେ ଆରମ୍ଭ କରିଛନ୍ତି ଏକ ନୂଆ କାର୍ଯ୍ୟକ୍ରମ ଉଡାନ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୫ବର୍ଷରୁ ୨୨ବର୍ଷର ଯୁବକ ଯୁବତୀମାନଙ୍କୁ ପୋଲିସ, ଅର୍ଦ୍ଧସାମରିକ ବାହିନୀ ଓ ସେନାରେ ନିଯୁକ୍ତି…

ପୁଣି ଚର୍ଚ୍ଚାରେ ଗଜପତି ଏସ୍‌ପି ସାରା ଶର୍ମା, ନିଜେ ଗୀତ ଗାଇ କ୍ରାଇମ ଉପରେ ଲଗାମ ଲଗାଇବାକୁ କରିଛନ୍ତି ପ୍ରଚେଷ୍ଟା

ଗଜପତି(କେନ୍ୟୁଜ୍): ପୁଣି ଚର୍ଚ୍ଚାରେ ଗଜପତି ଏସ୍‌ପି ସାରା ଶର୍ମା। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଆରମ୍ଭ କଲେ ସି-ଟିମ୍‌ ଯୋଜନା। ନିଜେ ଗୀତ ଗାଇ କ୍ରାଇମ ଉପରେ ଲଗାମ ଲଗାଇବାକୁ ପ୍ରଚେଷ୍ଟା କରିଛନ୍ତି ଏସ୍‌ପି। ନିଜେ ଗୀତ ଗାଇ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି । ଏହି ଗୀତର…