Browsing Tag

gajapati

ପ୍ରେମିକ ସହ ମିଶି ସ୍କୃଡାଇଭରରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଗଜପତି: ବିବାହକୁ ମାତ୍ର ୪୫ ଦିନ ହୋଇଛି । ଘର କାନ୍ଥରେ ବାହା ଚିତା ଲିଭିନାହିଁ । ସ୍ୱାମୀର ମୃତଦେହ ପାଖରେ ଭୋ ଭୋ ହୋଇ କାନ୍ଦୁଥିଲା ସ୍ତ୍ରୀ । ମଝିରେ ମଝିରେ ଚେତା ହରାଉଥିଲା । ସେ ଦୃଶ୍ୟକୁ ଯିଏ ଦେଖୁଥିଲା ସେ ଆହା କହୁଥିଲେ । କାରଣ ଏଇ କିଛି ଦିନ ତଳେ ତାଙ୍କର ବିବାହ ହୋଇଥିଲା । ହେଲେ…

ଶ୍ରୀନହରରେ ଗଜପତି ମହାରାଜଙ୍କ ଅଭିଷେକ ନୀତି

ପୁରୀ : ଶ୍ରୀନଅର ଆଜି ଉତ୍ସବ ମୁଖର। ଆଜି ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜଙ୍କ ଅଭିଷେକ ନୀତି ଶ୍ରୀନହରରେ ଅନୁଷ୍ଠିତ ହୋଇଛି । ଶ୍ରୀନହରରେ ଗଜପତିଙ୍କ ଇଷ୍ଟଦେବୀ କନକଦୂର୍ଗାଙ୍କ ପାଖରେ ବିଧିବିଧାନ ଅନୁଷାରେ ପାରମ୍ପରିକ ନୀତିରେ ପୂଜାର୍ଚ୍ଚନା ନୀତି ପରେ ଅଭିଷେକ ନୀତି କରାଯାଉଛି ।…

ନବୀନ ନିବାସରେ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏତିକିବେଳେ ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ବି ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ…

ନିମ୍ନମାନର ସଡକ ନିର୍ମାଣ, ତାତିଲେ ଲୋକେ ଅଧାରୁ ବନ୍ଦ କରାଇଲେ କାମ

ଗଜପତି: ଚାଲିଛି ରାସ୍ତା ନିର୍ମାଣ । ହେଲେ ରାସ୍ତାରେ ଗାଡ଼ି ଗଡ଼ିବା ପୂର୍ବରୁ ରାସ୍ତାରୁ ଖଣ୍ଡ ଖଣ୍ଡ ହୋଇ ବାହାରୁଛି ପିଚୁ । ଯାହାକୁ ନେଇ ତାତିଲେ ଲୋକେ । ନିମ୍ନ ମାନର ସଡ଼କ ନିର୍ମାଣକୁ ନେଇ ରାସ୍ତାକାମକୁ ଅଧାରେ ବନ୍ଦ କରାଇଲେ ସ୍ଥାନୀୟ ଲୋକେ । ଏ ହେଉଛି ଗଜପତି ଜିଲ୍ଲାର ସଦର ମହକୁମା…

ବାତ୍ୟା ‘ମିଗଜୋମ’ ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ଗଜପତି (କେନ୍ୟୁଜ): ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି । ସମସ୍କ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ମିଗଜୋମ ପ୍ରଭାବରେ ଗଜପତି ଜିଲ୍ଲା…

ସାମାନ୍ୟ କଥାକୁ ନେଇ ପତ୍ନୀଙ୍କ ପେଟକୁ ଲାତ ମାରି ଜୀବନ ନେଇଗଲା ସ୍ୱାମୀ

ଗଜପତି : ସଇତାନ୍‌ ସାଜିଲା ସ୍ୱାମୀ । ସାମାନ୍ୟ କଥାରୁ ସ୍ତ୍ରୀର ନେଇଗଲା ଜୀବନ । ସାରା ଜୀବନ ସାଥି ହୋଇ ବାଟ ଚାଲିବ ବୋଲି କଥା ଦେଇଥିଲା ସ୍ୱାମୀ । ହେଲେ ମଝି ରାସ୍ତାରେ ଧୋକା ଦେଇ ସ୍ତ୍ରୀର ଜୀବନ ନେଇଗଲା । ଏଭଳି ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଳକ୍ କଇଁପୁରୁ…

ପାଇଲ୍ସ ରୋଗୀଙ୍କୁ ନର୍ସ ଚଢ଼ାଇଦେଲେ ଭୁଲ ବ୍ଲଡ଼ ଗ୍ରୁପ, ଦେଖୁ ଦେଖୁ ଦେହ ହୋଇଗଲା ସିରିଏସ

ଡାକ୍ତରଖାନରେ ରୋଗୀଙ୍କୁ ବାଉଳାରେ ଚଢ଼ାଇଦେଲେ ଭୁଲ ବ୍ଲଡ଼ ଗ୍ରୁପ । ଦେଖୁ ଦେଖୁ ଦେହ ହୋଇଗଲା ସିରିଏସ । ଅବହେଳାର ଚରମ ସୀମାରେ ପହଞ୍ଚି ଗଲାଣି ଡାକ୍ତରୀ ସେବା ... ଚିକିତ୍ସ ପୂର୍ବରୁ ଯାଞ୍ଚ ନକରି ଏମିତି ଖାମଖିଆଲି ମନୋଭାବ ରଖିବା ଆପଣ କୁହତୁ କେତେଦୂର ଠିକ ? ଏଭଳି ଅଭାବନୀୟ ଘଟଣା ଘଟିଛି…

ବାଘ ଆତଙ୍କ ଉପରୁ ଉଠିଲା ପରଦା, ଟ୍ରାପ କ୍ୟାମେରାରୁ ମିଳିଲା ମହାବଳର ସନ୍ଧାନ

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ବାଘ ଆତଙ୍କ ଉପରୁ ଉଠିଲା ପରଦା । ଟ୍ରାପ କ୍ୟାମେରାରୁ ମିଳିଲା ବାଘର ସନ୍ଧାନ । ବନବିଭାଗ ଲଗାଇଥିବା ୫ ଟି କ୍ୟାମେରାରୁ ୨ଟି କ୍ୟାମେରାରେ ଉଠିଥିବା ଫଟୋରୁ ସ୍ପଷ୍ଟ ହୋଇଛି ଯେ, ଏହାଏକ ମହାବଳ ବାଘ । ବାଘର ଉଚ୍ଚତା ପ୍ରାୟ ୫ ଫୁଟ ଆଉ…

ଗଜପତିବାସୀଙ୍କୁ ମିଳିଲା ସେବା: ଗଡିଲା ଲକ୍ଷ୍ମୀ ବସ୍ , ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ । ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ। ଜିଲ୍ଲାର ୭ଟି ବ୍ଲକରେ ବସ୍ ସେବା ଯୋଗାଇବ । ପ୍ରଥମ…

ଆଜିଠୁ ଗଜପତିରେ ଗଡ଼ିବ ଲକ୍ଷ୍ମୀ ବସ, ଭଚୁର୍ଆଲ ମୋଡରେ ଲୋର୍କାପଣ କରିବେ ମୁଖ୍ୟମନ୍ତ୍ରୀ

ଗଜପତି (କେନ୍ୟୁଜ): ଗାଁ କୁ ଗଡ଼ିବ ଲକ୍ଷ୍ମୀ ବସ । ଗଜପତିରେ ଆଜିଠୁ ଗଡ଼ିବ ଲକ୍ଷ୍ମୀ ବସ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲା ପରେ ଆଜି ଦ୍ବୀତିୟ ପର୍ଯ୍ୟାୟରେ ଗଜପତି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀ ବସ ସେବା । ମୂଖ୍ୟମନ୍ତ୍ରୀ ୩୬ ଟି ବସ୍ ଗଜପତି ଜିଲ୍ଲାକୁ ଦେଇଛନ୍ତି । ଆଜି…

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୋହନା(କେନ୍ୟୁଜ୍): ବର୍ଷା ଯୋଗୁଁ ବୁଧବାର ଅପରାହ୍ନ ସମୟରେ ଗଞ୍ଜାମ ଗଜପତି ସୀମାନ୍ତ କାନକଟା ଘାଟି ରାସ୍ତା ରେ ଭାରସାମ୍ୟ ହରାଇ ରଘୁନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ରାସ୍ତା କଡ଼କୁ ଖସି ଯାଇଛି । ବସଟି ଗଜପତି ଜ଼ିଲ୍ଲା ମହେନ୍ଦ୍ରଗଡ଼ରୁ ଗଞ୍ଜାମ ଜ଼ିଲ୍ଲା ଜରଡ଼ା ଅଭିମୁଖେ ୩୦ରୁ ଉର୍ଦ୍ଧ…

ମୋହନା: ବିରଳ ପ୍ରଜାତିର ପାଟ ମୂଷା ଉଦ୍ଧାର

ଗଜପତି (କେନ୍ୟୁଜ): ଉଦ୍ଧାର ହେଲା ବିରଳ ପ୍ରଜାତିର ପାଟ ମୂଷା। ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ଦ୍ୱାରା କଲେଜ ଛକ ନିକଟ ଜଙ୍ଗଲରୁ ବିରଳ ପ୍ରଜାତିର ପାଟ ମୂଷା ଉଦ୍ଧାର ହୋଇଛି । ଗତକାଲି ସନ୍ଧ୍ୟାରେ ମୂଷାଟି ରାସ୍ତା ପାର ହେବା ସମୟରେ କିଛି ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର…