Browsing Tag

gajapati

ବିବାହ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଗଜପତି (କେନ୍ୟୁଜ): ପୁଣି ଲଜ୍ଜା । ଗଜପତି ଗୁରାଣ୍ଡି ଥାନା ଅଞ୍ଚଳରେ ୧୫ବର୍ଷର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ ଓ ଦୁର୍ଷ୍କମ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଗିରଫ କଲା ଗୁରାଣ୍ଡି ପୋଲିସ। ସୂଚନା ଅନୁସାରେ ପାରଳାଖେମୁଣ୍ଡିର ସୁନିଲ ନାମକ ଯୁବକ ସେରଙ୍ଗ ଅଞ୍ଚଳର ଜନୈକ ୧୫ବର୍ଷର…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ବୁଡ଼ିଗଲା ପୋଲ

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା। ବର୍ଷା ଦିନରେ ଯିବା ଆସିବା କଷ୍ଟ ହେଉଥିବାରୁ ବ୍ରିଜ ତିଆରି ପାଇଁ ଯୋଜନା ହେଲା । ସେଥପାଇଁ ପାଖରେ ଏକ ଅସ୍ଥାୟୀ ରାସ୍ତା ତିଆରି ମଧ୍ୟ କରାଗଲା । କିନ୍ତୁ କଣ ହେବ ଲଗାଣ ବର୍ଷାରେ ଅସ୍ଥାୟୀ ରାସ୍ତା ମଧ୍ୟ ଧୋଇଗଲା । ଯାହାକୁ ନେଇ ଏବେ ଅଂଚଳ ବାସୀ ତୀବ୍ର…

ଏମିତିଆ ପୁଅ ଭଗବାନ୍‌ କାହାକୁ ନ ଦିଅନ୍ତୁ: ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କରିଛି ବଡପୁଅ

ଗଜପତି(କେନ୍ୟୁଜ୍):  ମୋ ପୁଅ କବଳରୁ ମତେ ମୁକ୍ତି ଦିଅନ୍ତୁ । ଏମିତିଆ ପୁଅ ଭଗବାନ୍‌ କାହାକୁ ନ ଦିଅନ୍ତୁ । ନିଜ ବଡପୁଅ ପାଇଁ ଜଣେ ମାଆ ଏଭଳି କହିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କରିଛି। ଏପରି ଘଟଣା…

ନକଲି ସୁନାକୁ ଅସଲି ଦର୍ଶାଇ ୪୦ ଲକ୍ଷର ଟଙ୍କାର ଠକେଇ ଅଭିଯୋଗ, ୧୧ ଜଣଙ୍କୁ ବାନ୍ଧିଲା ପୋଲିସ

ଗଜପତି(କେନ୍ୟୁଜ୍): ନକଲି ସୁନା ବନ୍ଧକରେ ବଡ଼ଧରଣର ଋଣ ଠକେଇ । ୪୦ ଲକ୍ଷର ଟଙ୍କାର ଠକେଇ ଅଭିଯୋଗ । ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ଠକେଇ ନେଇ ସାମ୍ନାକୁ ଆସିଛି। ଗଜପତିର ବିଭିନ୍ନ ଅଞ୍ଚଳର ୧୧ ଜଣ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ନକଲି ସୁନା ଦେଇ ୪୦ ଲକ୍ଷ ୭୫…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କ ନାମରେ ଲାଗିବ କି ହତ୍ୟା ଅପରାଧ ଦଫା?

ଗଜପତି(କେନ୍ୟୁଜ୍): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ଲାଗିବ କି ହତ୍ୟା ଅପରାଧରେ ଦଫା? ୨୭ତାରିଖରେ ଏହାର ଶୁଣାଣି କରିବେ ହାଇକୋର୍ଟ। ଅଭିଯୁକ୍ତମାନଙ୍କ ନାଁରେ ପାରଳାଖେମୁଣ୍ଡି ଏସଡ଼ିଜେଏମଙ୍କ ଦ୍ୱାରା ଜାରି ଏନବିଡବ୍‌ଲ୍ୟୁ ଉପରେ…

ବାଇକକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

ଗଜପତି (କେନ୍ୟୁଜ): ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠା ଛକ ନିକଟରେ ଦୁର୍ଘଟଣା ଘଟିଛି। ବାଇକକୁ ଧକ୍କା ଦେଲା ଟ୍ରକ। ଫଳରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟ ହୋଇଛି। ଘଟଣାସ୍ଥଳରେ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜସମନ୍ତ ଗମାଙ୍ଗ ବଡଓ୍ବାର୍ଦା ବୋଲି…

ଆଖିବୁଜିଲା ଆଉ ଜଣେ ନାବାଳିକା ଗର୍ଭବତୀ, ରକ୍ତହିନତା ଯୋଗୁ ମୃତ୍ୟୁ ଅଭିଯୋଗ

ଗଜପତି(କେନ୍ୟୁଜ୍‌):   ରକ୍ତହିନତା ଯୋଗୁ ଗର୍ଭବତୀ ନାବାଳିକାର ମୃତ୍ୟୁ ଅଭିଯୋଗ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରୁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ସମଗ୍ର ଜିଲ୍ଲାକୁ ଦୋହଲାଇ ଦେଇଛି…

ଗଜପତି: ଭାରସାମ୍ୟ ହରାଇ ମାଣିକପୁର ଘାଟିରେ ଓଲଟିଲା ଅଟୋ, ୨ ମୃତ ଓ ୮ ଆହତ

ଗଜପତି(କେନ୍ୟୁଜ୍): ଅଟୋ ଓଲଟି ୨ ମୃତ, ୮ ଆହତ । ଗଜପତି କେରେଡାଙ୍ଗରୁ ନୂଆଁଗଡ ଫେରୁଥିବା ବେଳେ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପାଇକ ଅନ୍ତରଡା ନିକଟସ୍ଥ ମାଣିକପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ…

ଘାଟିରୁ ଖସିଲା ଯାତ୍ରୀବାହୀ ଅଟୋ; ୨ ମୃତ , ୭ ଗୁରୁତର

ଗଜପତି (କେନ୍ୟୁଜ): କେରେଡାଙ୍ଗରୁ ନୂଆଁଗଡ ଫେରୁଥିବା ଅଟୋ ଦୁର୍ଘଟଣା ଗ୍ରସ୍ଥ। ପାଇକ ଅନ୍ତରଡା ନିକଟସ୍ଥ କେରେଡାଙ୍ଗ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଅନୁଯାୟୀ , ଗଜପତି ଜିଲ୍ଲା ନୂଆଗଡ ବ୍ଲକ କେରେଡlଙ୍ଗ…

ବିଡ଼ିଓଙ୍କ ଗାଡି ଧକ୍କାରେ ବାଇକ ଆରୋହୀ ମୃତ: ଚାଳକ ଅଟକ

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ପୁଡୁଣି ଛକ ନିକଟରେ ବିଡ଼ିଓଙ୍କ ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ଟି.ପ୍ରଭାକର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଟି.ପ୍ରଭାକର ବାଇକରେ ଯାଉଥିବା ବେଳେ ମୋହନା ବିଡିଓ…

ଗଜପତି: ସରକାରୀ କର୍ମଚାରୀଙ୍କୁ ନ୍ୟୁଡ କଲ କରି ୬ଲକ୍ଷ ଟଙ୍କା ଲୁଟିଥିବା ଯୁବକ ଗିରଫ, ୨ଲକ୍ଷ ୯୮ହଜାର ଟଙ୍କା ଜବତ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ସେରଙ୍ଗ ପୋଲିସକୁ ମିଳିଛି ବଡ ସଫଳତା। ଜଣେ ସରକାରୀ କର୍ମଚାରୀଙ୍କୁ ଓ୍ବାର୍ଟସପରେ ଭିଡିଓ କଲ କରି ଲକ୍ଷାଧିକ ଟଙ୍କା ଲୁଟିଥିବା ଯୁବକକୁ ଗିରଫ କରି କୋଟ ଚାଲାଣ କରିଛି ପୋଲିସ। ଗୁମ୍ମା ବ୍ଲକରେ ଜଣେ ଅବିବାହିତ ସରକାରୀ କର୍ମଚାରୀଙ୍କୁ ନଗ୍ନ ଭିଡିଓ କଲ କରି…