ଗାଜିଆବାଦରେ ଲୋମହର୍ଷଣକାରୀ ଘଟଣା : ପତ୍ନୀଙ୍କ ପ୍ରେମିକକୁ କାଟି କଲା ୨୦ ଖଣ୍ଡ
ଗାଜିଆବାଦ : ଗାଜିଆବାଦରେ ଦେଖାଯାଇଛି ଏକ ଲୋମହର୍ଷକାରୀ ଘଟଣା । ପତି ଜଣକ ତାର ପତ୍ନୀର ପ୍ରେମିକକୁ ଖଣ୍ଡ ଖଣ୍ଡ କରି ହାଣି ଅଖାରେ ଭର୍ତ୍ତି କରିଥିବା ଭଳି ଖବର ଜାଣିବାକୁ ମିଳିଛି । ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅକ୍ଷୟ ଓ ପୁନମ ଦୁହେଁ ଇନ୍ଦିରାପୁରମରେ କାମ କରୁଥିଲେ । ସେଠାରେ…