Browsing Tag

galwan ghati ladakh

ଗଲଓ୍ଵାନ ଘଟଣାରେ ରିଚା ଚଢ଼ା ଦେଇଥିବା ମନ୍ତବ୍ୟକୁ ଜୋରଦାର ବିରୋଧ ପରେ, ଏବେ ରିଚାଙ୍କୁ ପୁଣି ସମର୍ଥନ କଲେ ଆକ୍ଟର…

କେନ୍ୟୁଜ୍‌: ଦୁଇ ଦିନପୂର୍ବରୁ ବଲିଉଡ ଅଭିନେତ୍ରୀ ଗଲଓ୍ଵାନ ଘଟଣାରେ ସେନାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଏକ ବିବାଦରେ ଫସିଥିଲେ । ସୋସିଆଲ ମିଡିଆର ୟୁଜରମାନଙ୍କ ସହିତ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ‘ଦ କାଶ୍ମୀର ଫାଇଲ୍‌ସ’ ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କୁ ଟ୍ଵିଟରରେ…

ଭାରତୀୟ ଯବାନଙ୍କୁ ପରିହାସ କରି ହରଡ଼ଘଣାରେ ବଲିଉଡ ଅଭିନେତ୍ରୀ ରିଚା ଚଢ଼ା, ଅକ୍ଷୟ କୁମାର ଦେଲେ ଜବାବ

କେନ୍ୟୁଜ୍‌: ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ଏବେ ବିବାଦରେ ଫସି ଯାଇଛନ୍ତି । ଭାରତୀୟ ଯବାନଙ୍କୁ ଟ୍ଵିଟରରେ ପରିହାସ କରି ଏବେ ସମସ୍ତଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଜୋରଦାର ବିରୋଧ ପରେ ସେ ଭୁଲ ମାଗିଛନ୍ତି । ତା ପରେ ବି ବିବାଦ ଥମିବାରେ ନାଁ ନେଉନାହିଁ ।…

ଗଲଓ୍ଵାନ ସଂଘର୍ଷକୁ ପୂରିଲା ୨ ବର୍ଷ,ସହିଦ ହୋଇଥିଲେ ୨୦ ଭାରତୀୟ ଯବାନ

କେନ୍ୟୁଜ୍(ବ୍ୟୁରୋ):  ଗଲଓ୍ଵାନରେ ଭାରତ-ଚୀନ ସଂଘର୍ଷକୁ ଆଜି ୨ ବର୍ଷ ପୂରିଛି । ୨୦୨୦ ମସିହା ଜୁନ୍‌ ୧୫ ତାରିଖରେ LACରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଭାରତୀୟ ସେନାର ଜବାବ କାର୍ଯ୍ୟାନୁଷ୍ଠାନରେ…

ଗଲୱାନ ଘାଟିରେ ସୈନିକଙ୍କ ମୃତ୍ୟୁ ଖବରକୁ ସ୍ୱୀକାର କଲା ଚୀନ

ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ବା ଏଲଏସି ଠାରେ ଭାରତ ଓ ଚିନ ମଧ୍ୟରେ ଦେଖାଦେଇଥିବା ତିକ୍ତତା ଧୀରେ ଧୀରେ ଥମିବାରେ ଲାଗିଛି । ଏଭିତରେ ପ୍ରଥମ ଥର ପାଇଁ ଚୀନ ସ୍ୱୀକାର କରିଛିକି ଗଲୱାନ ଘାଟିରେ ତାର କିଛି ସୈନିକ ମାନେ ସହିଦ ହୋଇଥିଲେ । ଗତ ବର୍ଷ ସୀମାରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ…

ଗଲୱାନ ଘାଟିର ହିଂସାତ୍ମକ ସଂଘର୍ଷକୁ ନେଇ ପାଟି ଖୋଲିଲା ଚୀନ, ପ୍ରକାଶ କଲା ନିଜ ମୃତ ସୈନିକଙ୍କ ସଠିକ ତଥ୍ୟ

ପୂର୍ବ ଲଦାଖର ଗଲୱାନ ଘାଟିରେ ଜୁନ ୧୫ରେ ହୋଇଥିବା ହିଂସାତ୍ମକ କାଣ୍ଡରେ ମୃତ୍ୟୁବରଣ କରିଥିବା ଚୀନର ସୈନିକ ମାନଙ୍କ ସଂଖ୍ୟାର ସଠିକ ବିବରଣୀ ବର୍ତ୍ତମାନ ସାମନାକୁ ଆସୁଛି । ଚିନ ଏବଂ ଭାରତ ମଧ୍ୟରେ ହୋଇଥିବା ଏକ ବୈଠକରେ ପ୍ରଥମ ଥର ପାଇଁ ଗଲୱାନ ଘାଟିରେ ହୋଇଥିବା ସୈନିକଙ୍କ ମୃତ୍ୟୁ ବିଷୟରେ…

ଗଲଓ୍ଵାନ ଘାଟିରେ ଫେରିପାରେ ପୂର୍ବ ସ୍ଥିତି, ସାମରିକସ୍ତରୀୟ ଆଲୋଚନା ପରେ ପଛକୁ ହଟିବାକୁ ଭାରତ ଓ ଚୀନ୍‌ ରାଜି

ନୂଆଦିଲ୍ଲୀ: ଗଲଓ୍ଵାନ ଘାଟିରେ ଫେରିପାରେ ପୂର୍ବ ସ୍ଥିତି । ସାମରିକସ୍ତରୀୟ ଆଲୋଚନା ପରେ ପଛକୁ ହଟିବାକୁ ସହମତି ପ୍ରକାଶ କରିଛନ୍ତି ଉଭୟ ଭାରତ ଓ ଚୀନ୍‌ । ପୁଣି ଥରେ ଗଲଓ୍ଵାନ ଘାଟି ଓ ଗୋଗରା ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏପଟେ…