ଗଲଓ୍ଵାନ ଘଟଣାରେ ରିଚା ଚଢ଼ା ଦେଇଥିବା ମନ୍ତବ୍ୟକୁ ଜୋରଦାର ବିରୋଧ ପରେ, ଏବେ ରିଚାଙ୍କୁ ପୁଣି ସମର୍ଥନ କଲେ ଆକ୍ଟର…
କେନ୍ୟୁଜ୍: ଦୁଇ ଦିନପୂର୍ବରୁ ବଲିଉଡ ଅଭିନେତ୍ରୀ ଗଲଓ୍ଵାନ ଘଟଣାରେ ସେନାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଏକ ବିବାଦରେ ଫସିଥିଲେ । ସୋସିଆଲ ମିଡିଆର ୟୁଜରମାନଙ୍କ ସହିତ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ‘ଦ କାଶ୍ମୀର ଫାଇଲ୍ସ’ ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କୁ ଟ୍ଵିଟରରେ…