ଜଳେଶ୍ବରରେ ଜୁଆ ଆଡ୍ଡା ଉପରେ ଚଢାଉ: ୯ ଜଣ ଅଟକ ସହ ୩ ଟି ବାଇକ୍ ଓ ଲକ୍ଷାଧିକ ଟଙ୍କା ଜବତ
ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ସୋରରେ ଏକ ହୋଟେଲରେ ଜୁଆ ଖେଳ ଚାଲିଥିବା ଖବର ପାଇ ସୋର ପୋଲିସ୍ ଚଢାଉ କରି ୯ ଜଣଙ୍କୁ ଧରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି। ସୋର ବରଫକଳ ଛକ ନିକଟସ୍ଥ ଲିଓ ସାଇ ପ୍ୟାଲେସ ନାମକ ଏକ ହୋଟେଲରେ କିଛିଦିନ ହେବ ଜୁଆ ଖେଳ ସହ ବିଭିନ୍ନ ବେଆଇନ୍ କାମ…