Browsing Tag

gambler arrested

ଜଳେଶ୍ବରରେ ଜୁଆ ଆଡ୍ଡା ଉପରେ ଚଢାଉ: ୯ ଜଣ ଅଟକ ସହ ୩ ଟି ବାଇକ୍ ଓ ଲକ୍ଷାଧିକ ଟଙ୍କା ଜବତ

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ସୋରରେ ଏକ ହୋଟେଲରେ ଜୁଆ ଖେଳ ଚାଲିଥିବା ଖବର ପାଇ ସୋର ପୋଲିସ୍ ଚଢାଉ କରି ୯ ଜଣଙ୍କୁ ଧରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି। ସୋର ବରଫକଳ ଛକ ନିକଟସ୍ଥ ଲିଓ ସାଇ ପ୍ୟାଲେସ ନାମକ ଏକ ହୋଟେଲରେ କିଛିଦିନ ହେବ ଜୁଆ ଖେଳ ସହ ବିଭିନ୍ନ ବେଆଇନ୍ କାମ…

ବାଲିଅନ୍ତାର ଜୁଆ ଆଡ୍ଡା ଉପରେ ଚଢାଉ, ୮ ଜୁଆଡି ଗିରଫ

ଭୁବନେଶ୍ବର(କେନ୍ୟୁଜ୍):ଜୁଆ ଆଡା ଉପରେ ଚଢ଼ାଉ।ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଟୋଲକପଡା ଗାଁରେ ଗତ ରାତିରେ ଜୁଆଖେଳ ଚାଲୁଥିବା ବେଳେ ପୁଲିସ ଅତର୍କିତ ଚଢ଼ାଉ କରିଥିଲା। ଜୁଆ ଆଡ଼ାରୁ ୮ ଜୁଆଡିଙ୍କୁ ଗିରଫ କରିବା ସହ ଖେଳରେ ବ୍ୟବହୃତ ପାଲି, ଲକ୍ଷାଧିକ ଟଙ୍କା ଏବଂ ତିନୋଟି ବାଇକ, ୭ଟି…

ଭୁବନେଶ୍ବରର ହାଇପ୍ରୋଫାଇଲ୍‌ ଜୁଆ ଆଡ୍ଡାରେ ଚଢାଉ,୧୩ ଜଣଙ୍କୁ ଗିରଫ ସହ ୩ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପେଣ୍ଟାଗନ ହୋଟେଲରେ ଚାଲିଥିବା ହାଇପ୍ରୋଫାଇଲ୍‌ ଜୁଆ ଆଡ୍ଡା ଉପରେ ଚଢାଉ । ଲକ୍ଷ୍ମୀସାଗର ଥାନା, ସହିଦନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ଵାର୍ଡର ମିଳିତ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଛି । ୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।…

ନୟାଗଡ: ଚାନ୍ଦପୁର ରାମଚଣ୍ଡୀ ମନ୍ଦିରରେ ଚାଲିଥିଲା ଜୁଆ ଖେଳର ଆସର, ୭ ଜୁଆଡିଙ୍କୁ ଗିରଫ କଲା ପୋଲିସ

ଟାଙ୍ଗୀ(କେନ୍ୟୁଜ୍): ସଟଡାଉନରେ ଜମିଥିଲା ଜୁଆ ଖେଳର ଆସର। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ନିକଟ ରାମଚଣ୍ଡି ମନ୍ଦିର ପରିସରରେ ଚାଲିଥିଲା ଏହି ଜୁଆଖେଳ । କୌଣସି ସୂତ୍ରର ଚାନ୍ଦପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ଚଢାଉ କରି  ୭ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ  ନଗଦ ୨୬୭୦ ଟଙ୍କା…

ମୋହନା: ଜୁଆ  ଆଡ୍ଡା ଉପରେ ଚଢାଉ ୩୯ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ପୋଲିସ ସ୍ଥାନୀୟ  ପାଣ୍ଡା ଛକ ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୩୯ ଜଣ ଜୁଆଡିଙ୍କୁ ଗିରଫ କାରିଛି । ଜିଲ୍ଲା ଆରକ୍ଷୀ  ଅଧିକ୍ଷକ ସାରା ଶର୍ମାଙ୍କ  ନିର୍ଦ୍ଦେଶରେ ଏହି ଚଢାଉ ହୋଇଥିବା ଆଇଆଇସି ସୂଚନା ଦେଇଛନ୍ତି। କୁମାର ପୂର୍ଣ୍ଣିମା…