Browsing Tag

gambling

ଜୁଆ ଖେଳରୁ ହତ୍ୟାକାଣ୍ଡ ! ପୋଖରୀରେ ଭାସୁଛି ମୃତଦେହ

ବଲାଙ୍ଗିର (କେନ୍ୟୁଜ): ପୋଖରୀରେ ଭାସୁଛି ମୃତଦେହ । ଛତାପିପଳ ଗାଁ ପୋଖରୀରେ ଆଜି ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକ ହେଲେ କାଳୁ ଦୀପ । ଦୁଇ ଦିନ ହେବ ଗାଁ ରେ ଜୁଆ ଖେଳ ଚାଲିଥିଲା । ଆଉ ଏହି ଜୁଆ ଖେଳରୁ ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ପକ୍ଷରୁ…

ସନ୍ଧ୍ୟାରେ ଚନ୍ଦନପୁର ପୋଲାଙ୍ଗ ତୋଟାରେ ଜମୁଛି ଜୁଆର ଆସର, ଖୁଲମଖୁଲା ଖେଳୁଛନ୍ତି ଜୁଆଡି

ପୁରୀ(କେନ୍ୟୁଜ୍): ସନ୍ଧ୍ୟା ହେଲେ ଜମୁଛି ଜୁଆ ଖେଳର ଆସର। ଖୁଲମଖୁଲା ଜୁଆ ଖେଳୁଛନ୍ତି ଜୁଆଡି। ଏହି ଖେଳରେ ବାଜି ଲାଗୁଛି ଲକ୍ଷ ଲକ୍ଷ ଟଙ୍କା। ତେବେ ଏମାନଙ୍କୁ ନା ଅଛି ପୋଲିସର ଡର ନା ଆଇନକାନୁନର ଭୟ। ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ପୋଲାଙ୍ଗ ତୋଟାରେ ଚାଲିଛି ଖୁଲମଖୁଲା ଜୁଆ ଖେଳ।…

ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ, ୨୨ଟି ବାଇକ ସହିତ ୭ ଗିରଫ

ରଞ୍ଜିଆ (କେନ୍ୟୁଜ): ଜୁଆ ଆଡ୍ଡାରେ ଚଢାଉ । ୭ ଗିରଫ । ମୟୁରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ସିଙ୍ଗିଡା ସାପ୍ତାହିକ ହାଟ ନିକଟରେ ଜୁଆ ଖେଳ ଚାଲିଥିବା ପୋଲିସ ଚଢାଉ କରିଛି । ଚଢାଉରେ ୨୨ଟି ବାଇକ, ଗୋଟିଏ ଅଟୋ, ଗୋଟିଏ କାର ସହିତ ୬ ଟି ମୋବାଇଲ ଜବତ କରାଯାଇଛି । ଏଥିସହ ରରୁଆ ଥାନାରେ…

ଭଞ୍ଜନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ, ୩୮ଗିରଫ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ବଡ ସଫଳତା। ଭଞ୍ଜନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ କରାଯାଇଥିଲା। ୩୮ଜଣ ଜୁଆଡ଼ିକୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ୨ ଲକ୍ଷ ୫୬ ହଜାରରୁ ଅଧିକ ଟଙ୍କା ଓ ୨୨ଟି ମୋବାଇଲ୍କୁ ଜବତ…

ଜୁଆଖେଳ ଚାଲିଥିବା ବେଳେ ଆସିକା ଥାନା ପୋଲିସର ଚଢ଼ାଉ, ୮ ଜୁଆଡି ଗିରଫ

ଭଞ୍ଜନଗର(କେନ୍ୟୁଜ୍): ଜୁଆଖେଳ ଚାଲିଥିବା ବେଳେ , ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସର ଚଢ଼ାଉ ‌। ଘଟଣାସ୍ଥଳରୁ ୮ ଜଣ ଜୁଆଡିଙ୍କୁ କଲା ଗିରଫ । ଏହାସହ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୫୪ ହଜାର ଟଙ୍କା , ୪ ଟି ମୋଟର ସାଇକେଲ ଓ ୮ ଟି ମୋବାଇଲ ଜବତ କରିଛି ପୋଲିସ୍ । ଆସିକା ଥାନା ଅନ୍ତର୍ଗତ…

କଟକ ଚୌଦ୍ୱାର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ, ୫ଗିରଫ

କଟକ(କେନ୍ଯୁଜ୍): ଜୁଆ ଆଡ୍ଡା ଉପରେ ଚଢାଉ। କଟକ ଜିଲ୍ଲା କମିଶନ୍‌ରେଟ୍‌ ପୋଲିସ ଚୌଦ୍ୱାର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢାଉ ହୋଇଛି। ୫ଜଣ ଗିରଫ ହୋଇଥିବା ବେଳେ ଗୋଟିଏ କାର୍‌, ଦୁଇଟି ବାଇକ୍‌ ସହ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। ତା ସହ ୮ଟି କୁକୁଡ଼ା ଜବତ କରାଯାଇଛି। ଚୌଦ୍ୱାର…

ଅନଲାଇନ ଗେମ ମାଧ୍ୟମରେ ଜୁଆ ଖେଳକୁ ଅନୁମତି ଦେବାକୁ ପ୍ରାର୍ଥନା, ଜବାବ ଦାଖଲ ପାଇଁ ନୋଟିସ୍‌

କଟକ(କେନ୍ଯୁଜ୍): ଓଡ଼ିଶା ପ୍ରିଭେନସନ୍‌ ଅଫ୍‌ ଗାମ୍ବଲିଙ୍ଗ୍‌ ଆକ୍ଟ ୧୯୫୫କୁ ବିରୋଧ କରି ଏବଂ ଅନଲାଇନ ଗେମ ମାଧ୍ୟମରେ ଜୁଆ ଖେଳକୁ ଅନୁମତି ପ୍ରଦାନ କରିବାକୁ ପ୍ରାର୍ଥନା କରି ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ…

ଜୟପୁର: ଜୁଆ ଆଡ୍ଡା ଚାଲିଥିବାବେଳେ କୋଟପାଡ଼ ପୋଲିସା ଚଢାଉ, ୧୦ ଗିରଫ

ଜୟପୁର: ଜୟପୁର କୋଟପାଡ଼ ପୋଲିସକୁ ସଫଳତା। ପେଟ୍ରୋଲିଙ୍ଗ ସମୟରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲା କୋଟପାଡ଼ ପୋଲିସ । ଆମ୍ଭଗାଁ ନିକଟସ୍ଥ ମୋଲଚାମାଲ ଜଙ୍ଗଲରେ ପୋଲିସ ଚଢ଼ାଉ କରିଥିବାବେଳେ, ସେଠାରୁ ସମସ୍ତେ ଦୌଡି ପଳାଇ ଯାଇଥିଲେ। ସେମାନଙ୍କ ଭିତରୁ ୧୦ଜଣକୁ ଘଟଣାସ୍ଥଳରୁ…

କାଲିମେଳା ମାରାଙ୍ଗପାଲ୍ଲୀ ଗାଁରେ ଜୁଆଖେଳ ବେଳେ SDPOଙ୍କୁ ଆକ୍ରମଣ, ୧୨ ଅଟକ

କାଲିମେଳା: ପୋଲିସ ଉପରେ ଆକ୍ରମଣ। ମାଲକାନଗିରି କାଲିମେଳା ମାରାଙ୍ଗପାଲ୍ଲୀ ଗାଁରେ ଜୁଆଖେଳ ବେଳେ SDPOଙ୍କୁ ଆକ୍ରମଣ। ଗତକାଲି ଗାଁରେ ଜୁଆ ଖେଳ ଚାଲିଥିବାବେଳେ ଖବର ପାଇ SDPO ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଚଢାଉବେଳେ ସ୍ଥାନୀୟ ଲୋକେ ପୋଲିସ ଟିମ୍‌କୁ ଆକ୍ରମଣ…

ଜୁଆରେ ହାରି ମାନସିକ ଭାରସାମ୍ଯ ହାରାଇଲେ ଠିକାଦାର, ଶେଷରେ କଲେ ଆତ୍ମହତ୍ଯା

ରାଇରଙ୍ଗପୁର: ଜୁଆରେ ହାରି ଆତ୍ମହତ୍ୟା କଲେ ଠିକାଦାର। ଏପରି ଘଟଣା ଘଟିଛି ବହଳଦା ଥାନା ଦୁନ୍ଦୁ ଗ୍ରାମରେ। ମୃତ ଠିକାଦାର ହେଲେ ମୁର୍ଷିଦାବାଦର ଆନିକୁଲ ଶେଖ। ରାତାରାତି ଅଧିକ ଅର୍ଥ ରୋଜଗାର କରିବା ନିଶା ଯେ କେତେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିଛି ବହଳଦା ଦୁନ୍ଦୁ ଗ୍ରାମରେ।…

ଘଞ୍ଚ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ପୋଲିସ୍‌ ଚଢ଼ାଉ କରି ଧରିଲା ୨୯ ଜଣ ଜୁଆଡ଼ିଙ୍କୁ

ବାଲିଗୁଡା: ଘଞ୍ଚ ଜଙ୍ଗଲରେ ଜୁଆ ଖେଳି ୨୯ ଜୁଆଡି ଗିରଫ l ବାଲିଗୁଡା ଥାନା ବୁଡ଼ାଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ l ଜୁଆ ଆଡ୍ଡାରୁ ଜୁଆଡିକୁ ଗିରଫ କରିଛି ବାଲିଗୁଡା ପୋଲିସ l ସେମାନଙ୍କଠାରୁ ଠାରୁ ନଗଦ ୨୮,୭୬୬ ଟଙ୍କା ଓ ୧୫ଟି ବାଇକ ଜବତ କରିଛି ବାଲିଗୁଡା…

ବ୍ରହ୍ମପୁର କର୍ପୋରେସନ୍ ରୋଡରେ ଜୁଆ ଖେଳ ଚାଲିଥିବାବେଳେ ଚଢାଉ: ୮୮ ହଜାରରୁ ଅଧିକ ଟଙ୍କା ଜବତ, ୧୧ ଜୁଆଡି ଗିରଫ

ବ୍ରହ୍ମପୁର : ଜୁଆ ଖେଳରେ ପୁଳା ପୁଳା ଟଙ୍କା। ବ୍ରହ୍ମପୁର ଟାଉନ୍ ଥାନା କର୍ପୋରେସନ୍ ରୋଡ୍ ରେ ଏକ ସ୍ଥାନରେ ଜୁଆଖେଳ ଚାଲିଥିବା ଖବର ପାଇ ପୋଲିସ୍ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥାଏ।  ୧୧ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ୮୮,୪୦୦ ଟଙ୍କା ଓ ତାସ୍ ମୁଠା, ଏବଂ ୧୧ଟି ମୋବାଇଲ୍ କୁ ଜବତ…