Browsing Tag

gandhi

ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ: ବେଲଭ୍ୟୁରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ବ୍ରୋଞ୍ଜ ନିର୍ମିତ ଭାସ୍କର୍ଯ୍ୟକୁ…

କଟକ: ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ । ଉତ୍କଳ ଦିବସ ଅବସରରେ ବେଲଭ୍ୟୁରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ବ୍ରୋଞ୍ଜ ନିର୍ମିତ ଭାସ୍କର୍ଯ୍ୟକୁ ଲୋକାର୍ପଣ କରିବେ ନବୀନ ପଟ୍ଟନାୟକ । ଏହି ପ୍ରତିମୂର୍ତ୍ତି ହେଉଛି କଟକ ଗସ୍ତ ସମୟରେ କାଠଯୋଡି ନଦୀ ପଠାରେ ଗାନ୍ଧୀ କରିଥିବା ବୈଠକର । ସେହି ସମୟର…

ପୁରୀ: ପୁରୀ ଆଗମନ ଓ ଶ୍ରୀମନ୍ଦିର ଦର୍ଶନ ସମ୍ପର୍କରେ ଭୁଲ୍ ଫଳକ ଲଗାଇଛି ଇଷ୍ଟକୋଷ୍ଟ ରେଲୱେ, କୁମ୍ଭାରପଡା ଥାନାରେ…

ପୁରୀ(କେନ୍ୟୁଜ୍): ପୁରୀ ରେଳ ଷ୍ଟେସନରେ ଲାଗିଥିବା ଗାନ୍ଧିଜୀଙ୍କ ଫଳକକୁ ନେଇ ଉଠିଛି ବିବାଦ । ଫଳକରେ ଗାନ୍ଧୀଙ୍କ ପୁରୀ ଆଗମନ ଓ ଶ୍ରୀମନ୍ଦିର ଦର୍ଶନ ସମ୍ପର୍କରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଭୁଲ୍‌ ତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ସାମାଜିକ କର୍ମୀ ଏନେଇ କୁମ୍ଭାରପଡା ଥାନାରେ ମାମଲା…

ଆଜି ୧୫୧ ତମ ଗାନ୍ଧି ଜୟନ୍ତୀ ପାଳନ କରୁଛି ଦେଶ: ସତ୍ୟ ଏବଂ ଅହିଂସା ପ୍ରତି ବାପୁଙ୍କ ବିଚାର ସର୍ବଦା ସାରା ବିଶ୍ୱକୁ ଦେଇ…

ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧି ଜୟନ୍ତୀ । ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଦେଶରେ ଗାନ୍ଧି ଜୟନ୍ତୀ ରୂପେ ପାଳନ କରାଯାଉଛି । ଭାରତକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ଦେବାରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧିଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜରାଟର…

ମାତ୍ର ୧୦ ମିନିଟରେ ଗାନ୍ଧୀଙ୍କ ମୂର୍ତ୍ତି! ରେକର୍ଡ ସୃଷ୍ଟି କଲେ ଶିଳ୍ପୀ ରବି ରଥ

କଟକ: ସମଗ୍ର ଦେଶର କୋଣ ଅନୁକୋଣରେ ମହାସମାରୋହରେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ। ତେବେ ଏହି ଅବସରରେ ୨୦୧୯ ମସିହା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଏକ ଅଭିନବ ଢ଼ଙ୍ଗରେ ଗାନ୍ଧୀଙ୍କ ଜୟନ୍ତୀ ପାଳନ କରୁଛନ୍ତି ଜଣେ ଜଣାଶୁଣା ଚିତ୍ରକାର ତଥା ଭାସ୍କଯ୍ୟ ଶିଳ୍ପୀ ରବି…

ବାପୁ ବି ଥିଲେ କ୍ରିକେଟ ପ୍ରେମୀ, ଜାଣନ୍ତୁ ସେ ସମ୍ପର୍କରେ

ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ବି କ୍ରିକେଟର ଜଣେ ବଡ ପ୍ରଶଂସକ ଥିଲେ। ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନା ପ୍ରକୃତରେ ଏହା କଣ ସତ। ଆମ ପ୍ରିୟ ବାପୁ କ୍ରିକେଟ ଖେଳର ଜଣେ ବଡ କ୍ରିକେଟ ପ୍ରେମୀ । ନିଜ ପିଲାବେଳେ ମଧ୍ୟ ସେ ବହୁ କ୍ରିକେଟ ଖେଳିବାକୁ ପସନ୍ଦ କରୁଥିଲେ । ନିଜ ସ୍କୁଲ ସମୟରେ ମଧ୍ୟ…

‘ଗାନ୍ଧୀ’ ସିନେମା ତିଆରି ପଛରେ ଥିଲା ଯେଉଁ ମାନଙ୍କର ହାତ, ପଢନ୍ତୁ ଏକ ରିପୋର୍ଟ

ରିଚାର୍ଡ ଏଟନଵରୋଙ୍କ ନିର୍ଦ୍ଦେଶିତ 'ଗାନ୍ଧୀ' ସିନେମା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚରିତ୍ରକୁ ଯେମିତି ଜୀବନ୍ତ କରିଦେଇଥିଲା । ଲୁଇ ଫିସରଙ୍କ ପୁସ୍ତକ ପଢି ହିଁ ଏଟନଵରୋଙ୍କ 'ଗାନ୍ଧୀ' ପରି ଏକ କାଳଜୟୀ ସିନେମା ତିଆରି କରିଥିଲେ । ଏହି ସିନେମାଟି ୧୯୮୨ ମସିହାରେ ହିଁ ରିଲିଜ ହୋଇଥିଲା ।…

ଦକ୍ଷିଣ ଆଫ୍ରିକାରେ ନିଶ୍ଚିତ ମୃତ୍ୟୁ ମୁଖରୁ କିପରି ବର୍ତ୍ତିଥିଲେ ଗାନ୍ଧୀ, ପଢନ୍ତୁ ଏକ ରିପୋର୍ଟ

ଭିଡ ଯୋଗୁଁ ବହୁ ଲୋକଙ୍କର ଜୀବନ ଯାଉଥିବା କଥା ଏବେ ସାଧାରଣ ହୋଇଗଲାଣି । ଭାରତରେ ପ୍ରାୟ ସମୟରେ କୌଣସି ନା କୌଣସି ସ୍ଥାନରେ ଏପରି ଘଟଣା ମାନ ଘଟୁଥିବା ଖବର ସାମ୍ନା କୁ ଆସିବାରେ ଲାଗିଛି । କିନ୍ତୁ ଜାଣନ୍ତିକି ପ୍ରାୟ ୧୨୫ ବର୍ଷ ତଳେ ସୁଦୂର ଦକ୍ଷିଣ ଆଫ୍ରିକାରେ ଜାତିର ପିତା ମହାତ୍ମା…

କାହିଁ କରିଥିଲେ ବାପୁ ଶେଷ ଉପବାସ, ଜାଣନ୍ତୁ ଏ ସମ୍ପର୍କରେ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏହି ବର୍ଷ ୧୫୦ ତମ ଜନ୍ମ ଦିବସ ପାଳନ ହେବାକୁ ଯାଉଛି । ନିଜ ଜୀବନକୁ ସମ୍ପୂର୍ଣ ରୂପେ ଦେଶ ସେବାରେ ହିଁ ନିୟୋଜିତ କରିଥିଲେ । ଏମିତି ଦେଶର ସ୍ୱାର୍ଥ ପାଇଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ କରିବାକୁ ମଧ୍ୟ ପଛାଉନଥିଲେ । ଅହିଂସାର ପରମ ପୂଜାରୀ ଗାନ୍ଧୀଙ୍କ…