ଗାନ୍ଧି ପରିବାର ଠାରୁ ପ୍ରତ୍ୟାହାର ହେଲା ଏସ୍ପିଜି ସୁରକ୍ଷା
ନୂଆଦିଲ୍ଲୀ : ଗାନ୍ଧି ପରିବାର ଠାରୁ ଏସ୍ପିଜି (ସ୍ପେସାଲ ପ୍ରୋଟେକସନ୍ ଗ୍ରୁପ୍) ସୁରକ୍ଷା ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଆଗକୁ ସେମାନଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଅର୍ଥାତ୍ ସିଆରପିଏଫ୍ଙ୍କ ଦ୍ୱାରା ସୁରକ୍ଷା ଦିଆଯିବ । ସେମାନଙ୍କୁ ପ୍ରତି ଥିବା ବିପଦକୁ ଆକଳନ…