Browsing Tag

ganesh bhasani

ଅନନ୍ତ ଚତୁର୍ଦ୍ଦଶୀରେ ପଡ଼ୁଛି ଅତି ଦୁର୍ଲ୍ଲଭ ସଂଯୋଗ; ଏହି ମୁହୂର୍ତ୍ତରେ ପୂଜା କଲେ ହୋଇଥାଏ ପାପର ନାଶ…ଜାଣନ୍ତୁ ଗଣେଶ…

ଅନନ୍ତ ଚତୁର୍ଦ୍ଦଶୀ ଏକ ପବିତ୍ର ତିଥି। ଏହି ଦିନ ସାରା ଦେଶରେ ବଡ଼ ଧୁମ୍‌ଧାମରେ ଗଣପତିଙ୍କୁ ବିସର୍ଜନ କରାଯାଇଥାଏ। ଅନନ୍ତ ଚତୁର୍ଦ୍ଦଶୀ ଦିନ ଭଗବାନ ବିଷ୍ଣୁଙ୍କ ପୂଜାର ବିଧାନ ରହିଛି। ଏହି ଦିନ ଶ୍ରୀହରିଙ୍କ ଅନନ୍ତ ରୂପକୁ ପୂଜା କରାଯାଇଥାଏ। କହି ରଖୁଛୁ କି, ଚଳିତ ବର୍ଷ ଅନନ୍ତ ଚତୁର୍ଦ୍ଦଶୀ…

ଢେଙ୍କାନାଳ ଗଣେଶ ପୂଜା ଭସାଣି ଉତ୍ସବରେ ଗଣ୍ଡଗୋଳ, ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର

ଢେଙ୍କାନାଳ(କେନ୍ୟୁଜ୍): ଗଣେଶ ପୂଜା ଭସାଣି ଉତ୍ସବରେ ଗଣ୍ଡଗୋଳ। ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର। ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୦ଟା ପରେ ଗଣେଶ ପୂଜା ଭସାଣୀ ଉତ୍ସବରେ ମେଢ଼ ବୁଲେଇ ପ୍ରସେସନ ଚାଲିଥିବା ବେଳେ ଦୁଇ ସାହି…