ଡାକିଲେ ୧୨ ଲକ୍ଷ ହେଲେ ବିକ୍ରି ହେଲା ୪ ଲକ୍ଷରେ, ନିଲାମ ହେଲା ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ
ତାଳଚେର: ନିଲାମ ଡାକିଲେ ୧୨ ଲକ୍ଷ ହେଲେ ବିକ୍ରି ହେଲା ୪ ଲକ୍ଷରେ । ଆମେ କହୁଛୁ ତାଳଚେର ଗଣେଶ ପୂଜାର ଆଜ୍ଞା ଲଡୁ ବିଷୟରେ । ଚଳିତ ବର୍ଷ ପୂଜା ୨୭ ତାରିଖରୁ ଆରମ୍ଭ ହୋଇ ଆଜି ଇନ୍ଦୁ ପୂର୍ଣ୍ଣିମା ଅବସରରେ ହେବ ଭସାଣି କାର୍ଯ୍ୟକ୍ରମ । ତେଣୁ ଚଳିତ ବର୍ଷ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ସମସ୍ତ ପୂଜା…