Browsing Tag

Ganesh puja visarjan

ନାଗପୁର: ଗଣେଶ ବିସର୍ଜନ ଶୋଭାଯାତ୍ରା ବେଳେ ଆତସବାଜି, ବାଣ ନିଆଁରେ ପୋଡ଼ି ହୋଇଗଲେ ୭ ମହିଳା

ମହାରାଷ୍ଟ୍ରର ନାଗପୁରରେ ଗଣେଶ ବିସର୍ଜନ ଶୋଭାଯାତ୍ରା ବେଳେ ଘଟିଛି ଏକ ବଡ଼ ଦୁର୍ଘଟଣା । ଗୁରୁବାର ସନ୍ଧ୍ୟାରେ ଏଠାରେ ଉମରେଡ୍‌ ଅଞ୍ଚଳରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଚାଲିଥିଲା । ଏହି ସମୟରେ ଆତସବାଜି ମଧ୍ୟ ଜାରି ରହିଥିଲା । ହେଲେ ଏହାରି ଭିତରେ ହଠାତ୍‌ ବାଣ ନିଆଁ ଅନେକ ଲୋକଙ୍କ ଉପରେ…

କ୍ରେନ୍‌ରୁ ଖସି ଖଣ୍ଡ ଖଣ୍ଡ ହେଲା ଗଣେଶଙ୍କ ମୂର୍ତ୍ତି, ବିସର୍ଜନ ବେଳେ ରାୟପୁରରେ ଜୋର୍‌ଦାର ହଙ୍ଗାମା

ଗଣେଶ ବିସର୍ଜନ ବେଳେ ଘଟିଲା ବଡ଼ ଦୁର୍ଘଟଣା । ଛତିଶଗଡ଼ର ରାୟପୁରରେ ବିସର୍ଜନ ଚାଲିଥିବା ବେଳେ କ୍ରେନ୍‌ରୁ ଖସିପଡ଼ି ଖଣ୍ଡବିଖଣ୍ଡିତ ହୋଇଗଲା ଗଣେଶଙ୍କ ମୂର୍ତ୍ତି, ଯାହାକୁ ନେଇ ଦେଖାଦେଲା ପ୍ରବଳ ଉତ୍ତେଜନା । ଏହି ଘଟଣାକୁ ନେଇ କ୍ରୋଧିତ ପୂଜା କମିଟିର ସଦସ୍ୟମାନେ ହୋହଲ୍ଲା ଓ ହଙ୍ଗାମା…

ଗଣେଶ ଭସାଣି ବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ; କ୍ଷତିପୂରଣ ଦାବିରେ ରାସ୍ତାରୋକ

କଟକ (କେନ୍ୟୁଜ): ନାଚୁଥିବାବେଳେ ଚଢିଗଲା ଟ୍ରକ, ଚାଲିଗଲା ଜୀବନ। ଆଠଗଡ଼ ମାଣିଆବନ୍ଧ ଥାନା ଅଧିନ ଅଭିମାନପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଗଣେଶ ଭସାଣି ବେଳେ ଏହି ଅଘଟଣ ଘଟିଛି। ବଡ଼ମ୍ବା ମାଣିଆବନ୍ଧ ଥାନା ଅନ୍ତର୍ଗତ ଅଭିମାନପୁର ବଜାର ନିକଟରେ ଗଣେଶଙ୍କ ଭସାଣ ଉତ୍ସବ…