Browsing Tag

ganeshi lal

‘ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି’ ବିଦାୟୀ ବେଳେ ଭାବ ବିହ୍ବଳ ହେଲେ ରାଜ୍ୟପାଳ ଗଣେଣୀ ଲାଲ୍

କେନ୍ୟୁଜ୍(ବ୍ୟୁରୋ):ଓଡ଼ିଶା ଛାଡିଲେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ଛାଡିବା ପୂର୍ବରୁ ଭାବବିହ୍ବଳ ହୋଇ ପଡି ବିଦାୟୀ ରାଜ୍ୟପାଳ କହିଥିଲେ, ମୁଁ ଓଡ଼ିଶାରୁ ବହୁତ କିଛି ଶିଖିଛି ଓ ପାଇଛି। ଓଡ଼ିଶାବାସୀ ମତେ ବହୁତ ସ୍ନେହଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି। ମୁଁ…

ଉପଦେଶ ନୁହେଁ ଅଚ୍ୟୁତ ସାମନ୍ତଙ୍କ ଭଳି କାମରେ କରି ଦେଖାଅ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

କଟକ (କେନ୍ୟୁଜ୍‌) : ମହା ସମାରୋହରେ ପାଳିତ ହୋଇଛି କଟକ ଗବବସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମୋ' ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚି ଉପସ୍ଥିତ ଥିଲେ ।…

ଅଚ୍ୟୁତ ସାମନ୍ତଙ୍କୁ ନାଗରିକ ସମ୍ବର୍ଦ୍ଧନା, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର(କେନ୍ୟୁଜ୍):  ବିଶିଷ୍ଟ ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଆଜି ଓଡ଼ିଶା ନାଗରିକ ଫୋରମ୍‍ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିକଟରେ ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‍କୁ ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷା ପୁରସ୍କାର ‘ୟୁନେସ୍କୋ ଅନ୍ତର୍ଜାତୀୟ…

ଦୁଇ ଦିନିଆ କୋରାପୁଟ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

କୋରାପୁଟ(କେନ୍ୟୁଜ୍): ଦୁଇ ଦିନିଆ କୋରାପୁଟ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କୋରାପୁଟ ସର୍କିଟ ହାଉସରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଆଜି ଅପରାହ୍ନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏଥିରେ…

କଟକରୁ ଭୁବନେଶ୍ୱର ଫେରିବା ବାଟରେ ପାହାଳ ମିଠା ବଜାରରେ ଅଟକି ରସଗୋଲା ଖାଇଲେ ରାଜ୍ୟପାଳ

କଟକ(କେନ୍ୟୁଜ୍) : ଗୁରୁବାର ଅପରାହ୍ନରେ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ରାଜଭବନ ଫେରୁଥିବାବେଳେ ଜାତୀୟ ରାଜପଥ ପାହାଳ ମିଠା ବଜାରରେ ଅଟକି ପାହାଳ ରସଗୋଲା ଖାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଦିନ ୨ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଫେରୁଥିବା ବେଳେ…

ଯାଜପୁର: ଖଇରାବାଦ ଗାଁରେ ଗଭର୍ଣ୍ଣର, ରାଜଭବନର କର୍ମଚାରୀଙ୍କ ଘରେ ବିତାଇଲେ କିଛି ମୁହୂର୍ତ୍ତ

ଯାଜପୁର(କେନ୍ୟୁଜ୍): ଖଇରାବାଦ ଗାଁରେ ଓଡ଼ିଶାର ମହାମହିମ ରାଜ୍ୟପାଳ।ଦେଇଥିବା ପ୍ରତିଶ୍ରୁତି କଲେ ପାଳନ। ରାଜଭବନରେ ଡ୍ୟୁଟି କରୁଥିବା ଜଣେ କର୍ମଚାରୀଙ୍କ ଘରେ ପହଞ୍ଚି ବେଶ କିଛି ସମୟ ବିତାଇଲେ। ଖାଲି ସେତିକି ନୁହେଁ ପଇଡ ପାଣି ପିଇବା ସହିତ ପରିବାର ଲୋକଙ୍କ ସହ ଆଲୋଚନା କଲେ।ଫଟୋ ମଧ୍ୟ…

‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ୱନକ୍ଷତ୍ର ଉତ୍ସବ: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ…

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ’କାଦମ୍ବିନୀ’ର ତ୍ରୟୋବିଂଶ ଏବଂ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ’କୁନିକଥା’ର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି…

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପାଇବେ କାଦମ୍ବିନୀ ସମ୍ମାନ

କେନ୍ୟୁଜ୍(ବ୍ୟୁରୋ):ସମ୍ମାନଜନକ କାଦମ୍ବିନୀ ସମ୍ମାନ ପାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଏହାସହ ବିଶିଷ୍ଟ ସମାଜସେବୀ ତଥା ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ସଭାପତି ନିରଞ୍ଜନ ରଥ ଏବଂ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ କାଦମ୍ବିନୀ ସମ୍ମାନ। ଆସନ୍ତା ଜୁଲାଇ ୨…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଜ୍ୟପାଳ‌ଙ୍କ ଧର୍ମପତ୍ନୀଙ୍କ ଶେଷକୃତ୍ୟ ସଂପନ୍ନ, ଶ୍ରଦ୍ଧାଞ୍ଜଳୀ ଦେଲା ବେଳେ ଭାବ ବିହ୍ବଳ…

କେନ୍ୟୁଜ୍(ବ୍ୟୁରୋ):  ପୁରୀ ସ୍ୱର୍ଗଦ୍ୱାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଦେହାନ୍ତ ହୋଇଛି ।…

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀଙ୍କ ପରଲୋକ। ତାଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ନଭେମ୍ବର ୧ରେ ଉଭୟ ରାଜ୍ୟପାଳ ଏବଂ ତାଙ୍କ ଧର୍ମପତ୍ନୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେବେ ସୁଶୀଲା ଦେବୀଙ୍କ…

ଅମ୍ଫାନ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟପାଳ ଦେଲେ ୧୧ ଲକ୍ଷ ଟଙ୍କା

କେନ୍ୟୁଜ୍ (ବ୍ୟୁରୋ): ଅମ୍ଫାନ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହାୟତା ଦେଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ। ରାଜ୍ୟପାଳ  ନିଜ ସ୍ବତନ୍ତ୍ର ପାଣ୍ଠିରୁ ୧୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ଏହା  ସହିତ ପ୍ରଭାବିତଙ୍କୁ ସହଯୋଗ କରିବା…