ଗଙ୍ଗା ଦଶହରା ଦିନ ମିଳିବ କରଜରୁ ମୁକ୍ତି, ଉନ୍ନତି ଏବଂ ଧନ ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ
ହିନ୍ଦୁ ଧର୍ମରେ ଗଙ୍ଗାଜଳ ବହୁତ ପବିତ୍ର ହୋଇଥାଏ। କୌଣସି ଶୁଭ କାମ ହେଲେ ଗଙ୍ଗାଜଳର ପ୍ରୟୋଗ କରାଯାଏ। ତେଣୁ ଗଙ୍ଗା ଦଶହରା ବହୁତ ଧୁମଧାମରେ ପାଳନ କରାଯାଏ। ଚଳିତବର୍ଷ ଗଙ୍ଗା ଦଶହରା ଆସନ୍ତାକାଲି ପାଳନ କରାଯିବ। ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଦଶମୀ ତିଥିକୁ ମା’ ଗଙ୍ଗା ହସ୍ତ ନକ୍ଷତ୍ର ପୃଥ୍ଵବୀ…