ଆମେରିକା ଜର୍ଣ୍ଣାଲ ମଧ୍ୟ ମାନିଲା, ନିୟମିତ ଗଙ୍ଗାଜଳ ବ୍ୟବହାର କଲେ କମ୍ ହୋଇଯାଏ କରୋନା ଭାଇରସ ପ୍ରଭାବ
ନିୟମିତ ଭାବେ ଗଙ୍ଗାଜଳ ବ୍ୟବହାର କଲେ କରୋନାର ପ୍ରଭାବ କମ୍ ହୋଇଯିବ। ଗଙ୍ଗାଜଳ ପିଉଥିବା ଓ ଗଙ୍ଗାଜଳରେ ସ୍ନାନ କରୁଥିବା ଲୋକଙ୍କ ଉପରେ କରୋନା ବିପଦ ବହୁତ କମ ରହିଥାଏ । ଏକ ଗବେଷଣାରେ ଏହାର ଖୁଲାସା ହୋଇଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆଇଏମଏସ (IMS) ଟିମ ଗଙ୍ଗା ନଦୀ କୁଳରେ…