Browsing Tag

ganga seized

ଲମତାପୁଟ ପୋଲିସ ଦ୍ୱାରା ୩ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡ଼ି ଜବତ, ଜଣେ ଗିରଫ

ଲମତାପୁଟ : ଲମତାପୁଟ ପୋଲିସ ଦ୍ୱାରା ୩ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡ଼ି ଜବତ, ଜଣେ ଗିରଫ। ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଦ୍ୱାରା ଏହା ଜବତ ହୋଇଛି। ଗିରଫ ଡ୍ରାଇଭର ହେଲେ ରବି ପରଜା । ତାର ଘର ବୈପାରିଗୁଡ଼ା ଥାନା ସୁକୁପଦର ବୋଲି ଜଣାପଡିଛି। ପାଟ୍ରେଲିଂ ସମୟରେ ଗାଡ଼ି ଯାଞ୍ଚ ବେଳେ ପିକ୍‌ଅପ୍‌…