ଦେବଗଡରେ ଜବତ ହୋଇଛି ଗଞ୍ଜେଇ, ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଜବତ
ଦେବଗଡ: ଦେବଗଡରେ ଜବତ ହୋଇଛି ଗଞ୍ଜେଇ । ଏହାର ପରିମାଣ ରହିଛି ଦେଢ କ୍ୱିଣ୍ଟାଲ । ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ଗାଁ ନିକଟରେ ଥିବା ୪୯ ନମ୍ବର ରାଜପଥ କଡରୁ ଜବତ ହୋଇଛି । ଏହି ଗଞ୍ଜେଇ ରାସ୍ତା କଡରେ ଥିବା ଏକ ଦୁର୍ଘଟଣା ଗାଡି ମଧ୍ୟରେ ରହିଥିଲା ଏହି ଗଞ୍ଜେଇ । ଦୁର୍ଘଟଣା ପରେ ଗାଡି ଛାଡି…