ପଶ୍ଚିମବଙ୍ଗ: ଗଙ୍ଗାସାଗର ନିକଟ ସମୁଦ୍ରରେ ଫସିଲେ ୬୦୦ ତୀର୍ଥଯାତ୍ରୀ; ଉଦ୍ଧାର ଅଭିଯାନ ଜାରି…
ପଶ୍ଚିମବଙ୍ଗର ଗଙ୍ଗାସାଗର ନିକଟ ସମୁଦ୍ରରେ ରବିବାର ରାତିରେ ୬୦୦ ତୀର୍ଥଯାତ୍ରୀଙ୍କ ଜୀବନ ବିପଦ ମୁଖରେ ପଡ଼ିଥିଲା। ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି କି, ଗତକାଲି ରାତିରେ ସମୁଦ୍ରରେ ଫସି ରହିଥିବା ପ୍ରାୟ ୬୦୦ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ରେସ୍କ୍ୟୁ ଅପରେସନ ଜାରି…