ମିଳିଲାନି ନ୍ୟାୟ, ବାଧ୍ୟ ହୋଇ ଆତ୍ମହତ୍ୟା କଲେ ଗଣଦୁଷ୍କର୍ମ ପୀଡ଼ିତା
ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଜଣେ ବିଏଏଲ୍ଏଲ୍ବିର ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ କିଛି ଦିନ ପୂର୍ବରୁ ଯୁବତୀଙ୍କ ପ୍ରେମିକ ଓ ତାଙ୍କର କିଛି ସାଙ୍ଗ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନ୍ୟାୟ ପାଇଁ ସେ ପୋଲିସ ଓ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ମାତ୍ର…