Browsing Tag

gangster

କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ବିନୋଦ ଉପାଧ୍ୟାୟ ଏନ୍‌କାଉଣ୍ଟରରେ ନିହତ, ୟୁପି STFର ଅପରେସନ

ଉତ୍ତର ପ୍ରଦେଶର ସୁଲ୍‌ତାନପୁରରେ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ସାର୍ପ ସୁଟର ବିନୋଦ ଉପାଧ୍ୟାୟ ଏକ ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି। ୟୁପିର STF ଟିମ୍‌ ତାଙ୍କୁ ଏନ୍‌କାଉଣ୍ଟର କରି ନିପାତ କରିିଛି। ଗୋରଖପୁର ପୋଲିସ ବିନୋଦଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲା। ବିନୋଦ…

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ବଡ଼ ଆଶ୍ୱସ୍ତି, ଆଲାହାବାଦ ହାଇକୋର୍ଟରୁ ମିଳିଲା ଜାମିନ

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଜାମିନ ମିଳିଛି । ଟ୍ରାଏଲ କୋର୍ଟରୁ ମିଳିଥିବା ୧୦ ବର୍ଷ କାରାଦଣ୍ଡାଦେଶ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି ଆଲାହାବାଦ ହାଇକୋର୍ଟ । ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର ଦେଇଛନ୍ତି । ଏହାସହିତ ୫ ଲକ୍ଷ ଟଙ୍କାର ଜରିମାନା ଉପରେ ମଧ୍ୟ ରହିତାଦେଶ…

କାନାଡାରେ ଭାରତରୁ ଫେରାର୍‌ ଆଉ ଜଣେ ଗ୍ୟାଙ୍ଗ୍‌ଷ୍ଟାର ସୁଖଦୁଲ୍‌ ସିଂଙ୍କୁ ଗୁଳି କରି ହତ୍ୟା

କାନାଡାର ପିନିପେଗ୍‌ ସିଟିରେ ଭାରତରୁ ଫେରାର୍‌ ଥିବା ଆଉ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ହତ୍ୟା କରାଯାଇଛି। ପଞ୍ଜାବରୁ ଫେରାର୍‌ ହୋଇ କାନାଡା ପଳାଇଥିବା ‘ଏ’ କାଟେଗୋରୀର ଗ୍ୟାଙ୍ଗ୍‌ଷ୍ଟାର ସୁଖଦୁଲ୍‌ ସିଂ ଓରଫ୍‌ ସୁକ୍‌ଖା ଦୁନୁକେଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁଖଦୁଲ୍‌ ଖଲିସ୍ତାନୀ…

ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ, ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା

ଅପରାଧୀ ପାଖରୁ କାର୍ବାଇନ ଜବତ । 9 MM କାର୍ବାଇନ ସହ ୧୯ଟି ଗୁଳି ଜବତ କମିଶନରେଟ ପୋଲିସ । ବନ୍ଧା ହେଲା ଖୋର୍ଦ୍ଧାର ଗ୍ୟାଙ୍ଗ ଲିଡର ସଞ୍ଜୟ ଖୁଣ୍ଟିଆ। ସଞ୍ଜୟ ଖୁଣ୍ଟିଆ ସହ ଆଉ ତିନି ସହଯୋଗୀଙ୍କୁ ବାନ୍ଧିଲା ସ୍ପେଶାଲ ସ୍କ୍ବାଡ୍ । ଭୁବନେଶ୍ୱରରେ ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା।…

ରାଜସ୍ଥାନ: ଭରତପୁରରେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ହତ୍ୟା, ପୋଲିସ ଆଖିରେ ଲଙ୍କାଗୁଣ୍ଡ ପକାଇ ଦୁର୍ବୃତ୍ତ ମାରିଲେ ଗୁଳି

ରାଜସ୍ଥାନର ଭରତପୁର ଜିଲ୍ଲାରେ ଜଣେ ଗ୍ୟାଙ୍ଗ୍‌ଷ୍ଟାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିହତ ଗ୍ୟାଙ୍ଗ୍‌ଷ୍ଟାରଙ୍କ ନାଁ କୁଲଦୀପ ଜଘିନା। ପୋଲିସ ହେପାଜତରେ ଦୁର୍ବୃତ୍ତ ତାଙ୍କୁ ଗୁଳି ମାରିଥିବା ଜଣାପଡ଼ିଛି। ଘଟଣା ଘଟାଇବା ପୂର୍ବରୁ ଦୁର୍ବୃତ୍ତମାନେ ପ୍ରଥମେ ପୋଲିସ କର୍ମୀଙ୍କ ଆଖିକୁ…

ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିୟାକୁ ତିହାର ଜେଲରେ ହତ୍ୟା, ଲୁହା ରଡ ପୁରାଇ ମାରିଥିବା ସୂଚନା

ଦେଶର ହାଇ ସିକ୍ୟୁରିଟି ଜେଲ୍‌ କୁହାଯାଉଥିବା ତିହାର ଜେଲରେ ଗ୍ୟାଙ୍ଗଓ୍ଵାର ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଗ୍ୟାଙ୍ଗଓ୍ଵାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିୟାକୁ ହତ୍ୟା କରାଯାଇଛି । ଗ୍ୟାଙ୍ଗଷ୍ଟର ଟିଲ୍ଲୁ ନାମରେ ରୋହିଣୀ କୋର୍ଟରେ ସୁଟଆଉଟ୍‌ କରିବାର ଅଭିଯୋଗ ଲାଗିଥିଲା ।…

ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦକୁ ହତ୍ୟା, ମିଡିଆ ବାଇଟ ବେଳେ ଗୁଳିକରି ନିପାତ କଲେ ଦୁର୍ବୃତ୍ତ

କେନ୍ୟୁଜ୍(ବ୍ୟୁରୋ):ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ନିପାତ । ମାଫିଆରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦ ଓ ତା ଭାଇ ଅସ୍ରଫ ଅହମ୍ମଦକୁ ଗୁଳିକରି ହତ୍ୟା। ପ୍ରୟାଗରାଜରେ ଗୁଳିକରି ହତ୍ୟା। ୨ ରୁ ୩ ଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ସୂଚନା। ପ୍ରୟାଗରାଜର ଧୁମନଗଞ୍ଜ ପୋଲିସ ଷ୍ଟେସନ…

ମେକ୍ସିକୋରୁ ଦିଲ୍ଲୀ ଆସିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ ବକ୍ସର, FBI ସହାୟତାରେ କରାଗଲା ଗିରଫ

ମେକ୍ସିକୋରୁ ଗିରଫ ହେଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ ବକ୍ସର । ଆମେରିକାର ଗୁଇନ୍ଦା ସଂସ୍ଥା ଏଫବିଆଇ ସହାୟତରେ ଗ୍ୟାଙ୍ଗଷ୍ଟର ଦୀପକକୁ ଭାରତ ଅଣାଯାଇଛି । ଦେଶର ଶ୍ରେଷ୍ଠ ୧୦ ଗ୍ୟାଙ୍ଗଷ୍ଟର ମଧ୍ୟରୁ ଦୀପକ ଅନ୍ୟତମ । ମେକ୍ସିକୋରୁ ଭାରତକୁ ଅଣାଯାଇଥିବା ଗ୍ୟାଙ୍ଗଷ୍ଟର ଦୀପକ ବକ୍ସରଙ୍କୁ ସକାଳେ…

ପଞ୍ଜାବ: ଜେଲ୍‌ରେ ଗ୍ୟାଙ୍ଗ୍‌ଓ୍ଵାର; ସିଦ୍ଧୁ ମୁସେଓ୍ଵାଲା ହତ୍ୟା ମାମଲାର ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ରକ୍ତାକ୍ତ…

ପଞ୍ଜାବର ତରନ ତାରନ ଜିଲ୍ଲାରେ ଥିବା ଗୋଇନ୍ଦଓ୍ଵାଲା କେନ୍ଦ୍ରୀୟ ଜେଲରେ କଏଦୀମାନଙ୍କ ମଧ୍ୟରେ ଗ୍ୟାଙ୍ଗଓ୍ଵାର୍‌ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇ ଗ୍ୟାଙ୍ଗଷ୍ଟାରଙ୍କର ମୃତ୍ୟୁ ଘଟିଛି ଏବଂ ଏଥିରେ ଜଣେ କଏଦୀ ଆହତ ହୋଇଛନ୍ତି। ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। କହି ରଖୁଛୁ,…

ଖୋର୍ଦ୍ଧାରୁ ଏକ ବର୍ଷ ପାଇଁ ତଡ଼ିପାର ହେବ ଗ୍ୟାଙ୍ଗଷ୍ଟର କ୍ରିଷ୍ଣା ସିଂହ

ଭୁବନେଶ୍ବର(କେନ୍ୟୁଜ୍): ଖୋର୍ଦ୍ଧାରୁ ତଡିପାର ହେବ ଗ୍ୟାଙ୍ଗଷ୍ଟାର କିଷନ ଓରଫ କ୍ରିଷ୍ଣା ସିଂହ । ଆଜିଠାରୁ ଏକ ବର୍ଷ ପାଇଁ ତଡିପାର ହେବାକୁ ଆଦେଶ ଜାରି କରିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ । ଏହି ଆଦେଶ ଖଣ୍ଡଗିରି ଥାନା ଅଞ୍ଚଳ ଏବଂ ଭୁବନେଶ୍ୱର ସହରାଞ୍ଜଳ ପୋଲିସ୍‌ ପାଇଁ ବଳବତ୍ତର ରହିବ…

କଟକରୁ ତଡ଼ିପାର ହେବ ଗ୍ୟାଙ୍ଗଷ୍ଟର ସକିଲ୍‌,ପୋଲିସ କମିଶନରଙ୍କ ଅଫିସରେ ଆବେଦନ

କଟକ(କେନ୍ୟୁଜ୍):  କଟକରୁ ତଡ଼ିପାର ହେବ ଗ୍ୟାଙ୍ଗଷ୍ଟର ସକିଲ୍‌ । ତାକୁ ତଡିପାର କରିବାକୁ ପୋଲିସ କମିଶନରଙ୍କ ଅଫିସରେ ଆବେଦନ କରିଛି କଟକ କମିଶନରେଟ ପୋଲିସ । ଗ୍ୟାଙ୍ଗଷ୍ଟର ସକିଲ ସମେତ ମୋଟ ଏଗାର ଜଣ ପେଶାଦାର ଦୁର୍ଦ୍ଦାନ୍ତ ଅପରାଧିଙ୍କୁ କଟକ କମିଶନରେଟ ପୋଲିସ ଅଧିନ ଅଞ୍ଚଳରୁ ତଡିପାର କରିବା…