ganguly on rishabh pant

ଋଷଭ ପନ୍ତଙ୍କ ସମର୍ଥନରେ ବାହାରିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, କହିଲେ ଟିକେ ସମୟ ଦିଅ

ମୁମ୍ବାଇ : ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ଶୂନ୍ୟସ୍ଥାନ ପୂରଣ କରିବାକୁ ସମର୍ଥ ହୋଇ ନାହାନ୍ତି ଓ୍ଵିକେଟ୍‌ କିପର ଋଷଭ ପନ୍ତ ।…

5 years ago