Browsing Tag

ganja seized

୭୩ କେଜି ଗଂଜେଇ ଜବତ, ଅଭିଯୁକ୍ତ ଛୁ

ବାଲିଗୁଡା  : ୭୩ କେଜି ଗଂଜେଇ ଜବତ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ସମୟରେ ୭୩ କେଜି ଗଂଜେଇ ଜବତ ହୋଇଛି  l ସାରଙ୍ଗଡ଼ରୁ ଫୁଲବାଣୀ ଏସଏଚ ଏକ ନମ୍ବର ରାସ୍ତାରେ ପେଟ୍ରୋଲିଂ ବେଳେ ସଅବାଲି ନିକଟ ଜଙ୍ଗଲରେ କିଛି ଗଂଜେଇ ମାଫିଆ ପୋଲିସକୁ ଦେଖି ଖସି ପଳାଇଥିଲେ। …

୧୩ କୁଇଣ୍ଟାଲ ୨୬ କେଜି ଗଞ୍ଜେଇ ସହ ପିକଅପ୍ ଭ୍ୟାନ ଜବତ

୧୩ କୁଇଣ୍ଟାଲ ୨୬ କେଜି ଗଞ୍ଜେଇ ସହ ପିକଅପ୍ ଭ୍ୟାନ ଜବତ । ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କେନ୍ଦୁଭଟା ଗାଁ ନିକଟରେ ଚଢ଼ଉ କରି ଜବତ କଲା ଅବକାରୀ ବିଭାଗ । ପିକଅପ ଭ୍ୟାନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ନୂଆପଡ଼ା ଅବକାରୀ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେମେଲପାଲି ଗାଁ…

କାର ଭିତରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଚାଲାଣ ବେଳେ ମାଡ଼ିବସିଲା STF ଟିମ୍‌

ଭୁବନେଶ୍ୱର : ଏସଟିଏଫ ପଞ୍ଝାରେ ଗଞ୍ଜେଇ ବେପାରି । ତିନି ଗଞ୍ଜେଇ ବେପାରୀଙ୍କୁ ରାଜଧାନୀରୁ ଗିରଫ କଲା ଏସଟିଏଫ । ବାହାରକୁ ଚାଲାଣ ବେଳେ ମାଡିବସିଲା ଟିମ୍ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଏସଟିଏଫ ଏସପି ରବି ଶତପଥୀ ସୂଚନା ଦେଇଛନ୍ତି । କନ୍ଧମାଳରୁ…

ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ଗଞ୍ଜେଇ, ମାମଲାରେ ସମ୍ପୃକ୍ତ ୨ ଫେରାର

ଖୋର୍ଦ୍ଧା: ଖୋର୍ଦ୍ଧା ପିଏନ କଲେଜ ଓଭର ବ୍ରିଜ ନିକଟରୁ ଗଞ୍ଜେଇ ଭର୍ତ୍ତି କାର ଜବତ । ଖୋର୍ଦ୍ଧା ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରିଛନ୍ତି । ଗାଡିଟି ପିଏନ କଲେଜ ନିକଟରେ ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ପରେ ଗାଡ଼ିରେ ଥିବା ଦୁଇ ଜଣ ବ୍ୟକ୍ତି…

୯୦ କେଜି ଗଞ୍ଜେଇ ଜବତ,ଚାରି ଯୁବକ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପୋଡାମାରି ରାସ୍ତାରେ ପେଟ୍ରୋଲିଙ୍ଗ ବେଳେ ୯୦ କେଜି ଗଞ୍ଜେଇ ଜବତ ସହ ଦୁଇ ବାଇକ ଏବଂ ଚାରି ଜଣ ଯୁବକ ଙ୍କୁ ଗିରଫ କରିଛି ପୋଲିସ l ଦୁଇ ବାଇକରେ ଦୁଇଟି ଗଂଜେଇ ବସ୍ତା ଧରି ଗଜପତି ଜିଲ୍ଲାରୁ ଆସୁଥିବା ବେଳେ ପୋଲିସର ପେଟ୍ରୋଲିଂ ହାବୁଡ଼ରେ…

୫ ଗଞ୍ଜେଇ ମାଫିଆ ଗିରଫ, ୧୩୦ କେଜି ଗଞ୍ଜେଇ ଜବତ

 ଭୁବନେଶ୍ୱର : କମିସନରେଟ ପୋଲିସ ସ୍ପେସିଆଲ କ୍ରାଇମ୍ ୟୁନିଟ ପଞ୍ଝାରେ ଗଞ୍ଜେଇ ମାଫିଆ । ଗତକାଲି ରାତିରେ ସ୍ପେସିଆଲ କ୍ରାଇମ୍ ୟୁନିଟ ୫ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି ଦାମୀ ଗାଡ଼ି,୧୩୦ କେଜି ଗଞ୍ଜେଇ ଜବତ କରାଯାଇଛି । ମାଷ୍ଟର ମାଇଣ୍ଡ ହେଲା ପୁଷ୍ପକ…

୧୮ କେଜି ଗଂଜେଇ ସହ ମଦ ଜବତ, ତିନି ଗିରଫ

କଣ୍ଟାମାଳ :  ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ପଞ୍ଚାୟତ ଅନ୍ତର୍ଗତ ଢ଼ୋଲପଡ଼ା ଗ୍ରାମ ନିକଟରେ ରାତିରେ ଅଟକିଥିବା ଏକ ପିକ୍ଅପ୍ ଭ୍ୟାନ୍ (ଓଡ଼ି ୧୭ ଇ ୨୫୨୨) ଗାଡିରୁ ଅବକାରୀ ବିଭାଗ  ଟିମ ୧୮ କେଜି ଗଞ୍ଜେଇ ଜବତ କରିଛି  l  ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ୨ ବେପାରୀକୁ ଗିରଫ କରିଛି …

ଗଞ୍ଜେଇ ଚାଲାଣ ବେଳେ ୪ ଗିରଫ, ୬୦ କିଲୋ ଗଞ୍ଜେଇ ଜବତ

ଦଶପଲ୍ଲା : ଗଂଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ । ଗତକାଲି OD 02 AA 6535 ନମ୍ବର ନାମକ ଏକ କାରରେ ୪ ଜଣ ଦୁର୍ବୃତ୍ତ କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଗଞ୍ଜେଇ ନେଇ ଯାଉଥିଲେ । ଦଶପଲ୍ଲା ସ୍ଥିତ ରଙ୍ଗମାଟିଆ ନିକଟରେ ବିଶେଷ ସୂତ୍ରରୁ ଖବର ପାଇ ଦଶପଲ୍ଲା ପୋଲିସ କାରକୁ ଅଟକାଇଥିଲା ।…

ଅଟୋରିକ୍ଟା ସହିତ ୧୦ କିଲୋ ଗଞ୍ଜେଇ ଜବତ, ଅଟୋ ଚାଳକ ଗିରଫ

ଅନୁଗୁଳ : ଅନୁଗୁଳ ଟାଉନ ଥାନା କବାଜାରେ ଆଉ ଜଣେ ଗଂଜେଇ ବେପାରୀ । ଅନୁଗୋଳ ଟାଉନ୍ ଥାନା ପୋଲିସ ଅନୁଗୋଳ ରେଲୱେ ଷ୍ଟେସନ୍ ନିକଟରେ ଚଢ଼ଉ କରି ଏକ ଅଟୋରିକ୍ଟା ସହିତ ୧୦ କିଲୋ ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରା କାରବାରରେ ସମ୍ପୃକ୍ତ ଅଟୋଚାଳକକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ…

ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ, ୨ କୁଇଣ୍ଟାଲ ୪୩ କେଜି ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଟିଟିଲାଗଡ଼ ପୋଲିସ । ମୋଟ ୧୧ ପ୍ୟାକେଟରୁ ଉର୍ଦ୍ଧ୍ୱ ପ୍ୟାକେଟରୁ ୨ କୁଇଣ୍ଟାଲ ୪୩ କେଜି ଗଞ୍ଜେଇ ଜବତ । ବାଲିଗୁଡ଼ାରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼କୁ କରାଯାଉଥିଲା ଗଞ୍ଜେଇ ଚାଲାଣ । ଏକ ପିକଅପ ଭ୍ୟାନ ଯୋଗେ ପାଖା ପାଖି ୧୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର…

ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ, ଖସି ପଳାଇଲେ ଦୁର୍ବୃତ୍ତ

ଦଶପଲ୍ଲା : କନ୍ଧମାଳରୁ କଟକ,ଭୁବନେଶ୍ୱର ,ପୁରୀ ଆଦି ଜିଲ୍ଲା ସମେତ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ରବିବାର ଅପରାହ୍ନରେ ଦଶପଲ୍ଲାରେ ଏକ ଗଞ୍ଜେଇ ଭର୍ତ୍ତି ପିକ ଅପ ଭ୍ୟାନ୍ କୁ ଜବତ କରିଛି ଦଶପଲ୍ଲା ପୋଲିସ । ରବିବାର ଅପରାହ୍ନ ସମୟେ କିଛି ଦୁର୍ବୃତ୍ତ  ଏକ ପିକପ ଗାଡ଼ିରେ…

ଯଶିପୁର ପୋଲିସକୁ ପୁଣି ସଫଳତା, ଗଞ୍ଜେଇ ଭର୍ତ୍ତି ଗାଡ଼ି ସହ ୩ ମାଫିଆ ଗିରଫ

କରଞ୍ଜିଆ: ଯଶିପୁର ପୋଲିସକୁ ପୁଣି ସଫଳତା । ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ ସହ ୩ ମାଫିଆଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ରବିବାର ସକାଳୁକଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ…