Browsing Tag

ganja seized in gajapati

ବାଇକ୍ ସହ ୧୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୨ଜଣଙ୍କୁ ଗିରଫ କଲା ଅଡ଼ବା ପୋଲିସ୍

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ଅଡ଼ବା ପୋଲିସ ସୋମବାର ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ ସହ ୧୦ କେଜି ୯୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ବାଇକ ଡେଙ୍ଗମା ଛକ ଦେଇ ଦ୍ରୁତ ଗତିରେ ଯାଉଥିବା…

ଗଜପତି: ଓଡିଶାରୁ ହରିୟାଣାକୁ ଚାଲାଣ ହେଉଥିବା ୧୫ ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କଲା ଅଡ଼ବା ପୋଲିସ

ମୋହନା(କେନ୍ୟୁଜ): ଗଜପତି ଜ଼ିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ଥମିବାର ନା ନେଉନି । ଗୁରୁବାର ଜ଼ିଲ୍ଲାର ଅଡବା ଥାନା ନଳାଘାଟ ଅଞ୍ଚଳରୁ ହରିୟାଣା ଚାଲାଣ ହେଉଥିବା ବେଳେ ଏକ ଟ୍ରକ ସହ ୩୧୬କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ସ୍ଥାନୀୟ ମାଫିଆଙ୍କ ସହ ଚାରିଜଣ ହରିୟାଣାର…

ନଡ଼ିଆ କତାରୁ ୫୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ, ୩ ଗିରଫ

ଗଜପତି: ଗଞ୍ଜେଇ ଚାଲାଣର ଅଭିନବ ଚାଲ୍‌। ନଡ଼ିଆ କତାରେ ହେଉଥିଲା ଚାଲାଣ। ଖବର ପାଇ ଲାଞ୍ଜିପାଲି ବାଇପାସରେ ପାଟ୍ରୋଲିଂ କରୁଥିବାବେଳେ ୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ । ଗଜପତି ଜିଲ୍ଲା ଅନ୍ତର୍ଗତ ଅନ୍ତରଭାରୁ ଆସୁଥିବାବେଲେ ବ୍ରହ୍ମପୁରରୁ ଧରାପଡିଥିଲା। ।…

ମୋହନା: ଯାଞ୍ଚ ବେଳେ କଣ୍ଟେନର ଭିତରୁ ଜବତ ହେଲା ୪୦ଲକ୍ଷ ଟଙ୍କାର ଗଞ୍ଜେଇ, ୪ ଅନ୍ତଃରାଜ୍ୟ ଚାଲାଣକାରୀ ଗିରଫ

ମୋହନା: କଣ୍ଟେନର ଭିତରେ ଗଞ୍ଜେଇ। ଗଜପତି ଜ଼ିଲ୍ଲା ମୋହନା ପୋଲିସ ଚାନ୍ଦିପୁଟ-ତରାମାଳ ରାସ୍ତାରେ ଗାଡି ଯାଞ୍ଚ କଲାବେଳେ ଏକ କଣ୍ଟେନରରୁ ୬୧୦କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି l ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଗଞ୍ଜେଇ ଚୋରା ଚାଲାଣ…

ମୋହନା: କଣ୍ଟେନର ସହ ୩କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଅଭିଯୁକ୍ତ ଗିରଫ

ମୋହନା: ଗଜପତି ଜିଲ୍ଲା ଆର ଉଦୟଗିରି ପୋଲିସଙ୍କୁ ମିଳିଛି ଏକ ବଡ ସଫଳତା । ଗଜପତି–ରାୟଗଡା ସୀମାନ୍ତ ଅଞ୍ଚଳରୁ ୧୦କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବିହାରର ଗାଡି ଡ୍ରାଇଭର ଧରମ୍‌ କୁ ଗିରଫ କରିଛନ୍ତି । ସୂଚନା…

ଗଜପତି ଜିଲ୍ଲାରୁ ପୁଣି କୋଟିଏ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଅନ୍ତଃରାଜ୍ୟ ମାଫିଆଙ୍କ ସମେତ ୬ଗିରଫ

ମୋହନା: ଗଜପତି ଜିଲ୍ଲାରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ମୋହନା ଏବଂ ଅଡ଼ବା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୃଥକ ପୃଥକ ସ୍ଥାନରୁ ୨୦ କ୍ୱିଣ୍ଟାଲ ୧୫୯ କେଜି ଗଞ୍ଜେଇ ଜବତ କରିବା ସହ ୪ ଅନ୍ତଃରାଜ୍ୟ ମାଫିଆଙ୍କ ୬ ଜଣ ମାଫିଆଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇ ମୂଲ୍ୟ କୋଟିଏ ୨୦ ଲକ୍ଷ…

ପୁଣି ୨୫ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଜବତ କଲା ମୋହନା ପୋଲିସ୍, ୨ ଗିରଫ

ମୋହନା: ଗଜପତି ଜ଼ିଲ୍ଲା ଚାନ୍ଦିପୁଟ ଏବଂ ଲୁହାଗୁଡ଼ି ରାସ୍ତାରେ ପେଟ୍ରୋଲିଙ୍ଗ ବେଳେ କଳାମେରି ଗ୍ରାମ ନିକଟରୁ ଏକ ଟାଟା ଡାୟକର ଗାଡିରେ ୧୩ଟି ପ୍ଲାଷ୍ଟିକ ବ୍ୟାଗରେ ଚାଲାଣ ହେଉଥିବା ୩ କୁଇଣ୍ଟାଲ ୯୧କେଜିର ଗଞ୍ଜେଇ ଜବତ କରିଛି ମୋହନା ପୋଲିସ୍  l ଏହି ଗଞ୍ଜେଇ ଗଜପତି ଜ଼ିଲ୍ଲା ରଣାଲଇ…

ଗଜପତିରେ ବଢ଼ି ଚାଲିଛି ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ : ପୁଣି ପିକଅପ ଭ୍ୟାନ୍ ସହ ୫ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ…

ମୋହନ: କରୋନାକୁ ନେଇ ସାରା ରାଜ୍ୟ ଆତଙ୍କିତ ଥିବାବେଳେ ଗଜପତି ଜ଼ିଲ୍ଲାରେ କିନ୍ତୁ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଗତ କିଛି ଦିନ ଧରି ଜ଼ିଲ୍ଲା ର ଅଡବା, ମୋହନା ଏବଂ ରା. ଉଦୟଗିରି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇ…