Browsing Tag

ganja seized in gunupur

ଅଭିନବ ଉପାୟରେ ଚୋରା ଚାଲାଣ: କୀଟନାଶକ ଔଷଧ ଟ୍ରକରୁ ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଗୁଣପୁର(କେନ୍ୟୁଜ୍‌): ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସକୁ ସଫଳତା। ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ କୀଟନାଶକ ଔଷଧ ବୋଝେଇ ଟ୍ରକରୁ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ। ୩୨୬ ନମ୍ବର ଜାତୀୟ ରାଜପଥର ମାର୍ଦିଗୁଡା ଛକ ନିକଟରେ ପଦ୍ମପୁର ପୋଲିସର ଚଢାଉ ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ଏହି…

୭୦ କେଜି ଗଞ୍ଜେଇ ସହ ୨ ଜଣ ଗିରଫ, ଦାମିକା କାର୍ ଜବତ

ଗୁଣପୁର(କେନ୍ଯୁଜ୍): ଗଞ୍ଜେଇ ଚୋରା ଚାଲାଣ ବେଳେ ପଦ୍ମପୁର ପୋଲିସ ଦ୍ୱାରା ୨ ଗିରଫ । ପୋଲିସ ସୂଚନା ଅନୁଯାୟୀ ପଦ୍ମପୁର ପୋଲିସ କେନ୍ଦୁଗୁଡା ଠାରେ ପେଟ୍ରୋଲିଂ କରୁଥିବା ବେଳେ ଏକ କାରକୁ ତନଖି କରି ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା। ପରେ ଅଧିକ ତଦନ୍ତ ବେଳେ ଜଣା ଗଲାକି ଗାଡିଟି…

ଗୁଣପୁର ଓଭରବ୍ରିଜ ଛକ ନିକଟରେ ଚଢାଉ: ୩୦୨କେଜି ଗଞ୍ଜେଇ ଜବତ କଲା ଏସଟିଏଫ ଟିମ୍, ଜଣେ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ଓଭରବ୍ରିଜ ଛକ ନିକଟରେ ଚଢାଉ, ଜଣେ ଅଭିଯୁକ୍ତ ଗିରଫ। ୩୦୨କେଜି ଗଞ୍ଜେଇ ଜବତ କଲା ଏସଟିଏଫ୍‌। ଗିରଫ ଅଭିଯୁକ୍ତ ହେଲେ ପୁଟାସିଙ୍ଗ ଥାନା ଅଞ୍ଚଳ ସିମ୍ପନୀ ଗାଁର ଆୟୁବୁ ଶବର। ପଦ୍ମପୁର ଥାନା ଅଞ୍ଚଳରୁ ବେଆଇନ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା…