ଦୁଇ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ କୁଖ୍ୟାତ ମାଫିଆ ଗିରଫ
କୋରାପୁଟ(କେନ୍ଯୁଜ୍): ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ । ୨ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ । ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳର ନାଗେଶ୍ଵର ଜାମ୍ପୁରାଇ ଓ ତାର ସହଯୋଗୀ ସୁରେଶ ।
୨ମାଫିଆ ଅଭିନବ ଉପାୟରେ ଏକ ପିଅକପ ଭ୍ୟାନ୍ରେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ…