Browsing Tag

ganja seized in koraput

ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ବେଳେ କମାଣ୍ଡର ଜିପରୁ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

କୋରାପୁଟ(କେନ୍ୟୁଜ୍): ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ଜଲାପୁଟ ରୁ ଆନ୍ଧ୍ରପ୍ରଦେଶ କୁ ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଛି ମାଛକୁଣ୍ଡ  ଲମତାପୁଟ ପୋଲିସ । ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲସ୍ ସଗର ଗ୍ରାମ ଛକ ନିକଟରେ ନାକା ବନ୍ଦୀ କରି ଜଗିରହିଥିଲା । ଖବର ମୁତାବାକ…

ଜଙ୍ଗଲ ଭିତରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଚଢାଉ, ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ୟୁଜ): ପାଡୁଆ ପୋଲିସକୁ ବଡ ସଫଳତା । ଗଚ୍ଛିତ ରଖାଯାଇଥିବା ଗଞ୍ଜେଇ ଉପରେ ଚଢାଉ କରୁଛି ପୋଲିସ୍ । ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର SDPOଙ୍କ ନେତୃତ୍ଵରେ ପାଡୁଆ ପୋଲିସ୍ ଖୁଡ଼ା ଜଳପ୍ରପାତ ନିକଟ ଜଙ୍ଗଲରେ ୩ଘଣ୍ଟାର ଅପରେସନ କରିଥିଲା । ଜଳପ୍ରପାତ ନିକଟ ଜଙ୍ଗଲରେ ବିପୁଳ…

ଲୁଣ ବୋଝେଇ ଟ୍ରକରେ ଚୋରା ଚାଲାଣ: ୫ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ

କୋରାପୁଟ(କେନ୍ୟୁଜ୍‌): ୫ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ । ଟ୍ରକରେ ଲୁଣ ବସ୍ତା ରଖି ଛତିଶଗଡକୁ ଚାଲାଣ କରାଯାଉଥିବାବେଳେ ଲମତାପୁଟ ପୋଲିସ୍ ଧରିବାରେ ସଫଳ ହୋଇଛି। ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଓଡିଶାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ଲମତାପୁଟ ପଲିସ୍ । ୫ ଟନ ଗଞ୍ଜେଇ…

ଦୁଇ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ କୁଖ୍ୟାତ ମାଫିଆ ଗିରଫ

କୋରାପୁଟ(କେନ୍ଯୁଜ୍): ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ । ୨ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ । ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳର ନାଗେଶ୍ଵର ଜାମ୍ପୁରାଇ ଓ ତାର ସହଯୋଗୀ ସୁରେଶ । ୨ମାଫିଆ ଅଭିନବ ଉପାୟରେ ଏକ ପିଅକପ ଭ୍ୟାନ୍‌ରେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ…

ପୁଣି କୋରାପୁଟରୁ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ।  ମିଳିଥିବା ଖବର ମୁତାବକ, କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ପାଲେଲ ଗାଁର ଏକ ନିର୍ମାଣାଧୀନ ଘର ଭିତରୁ ପ୍ରାୟ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଓ…

ମାଛକୁଣ୍ଡ ପୋଲିସ୍ ଦ୍ବାରା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଦ୍ବାରା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହା ସହିତ ଗଞ୍ଜେଇ ବୋଝେଇ ଏକ ବୋଲେରୋ ଗାଡି ମଧ୍ଯ ଜବତ କରାଯାଇଛି। ପୋଲିସକୁ ଚକମା ଦେଇ ଡ୍ରାଇଭର ସହ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ, ସଗର ଛକ…

ଲମତାପୁଟ ନିକଟ ସଗର ଛକରୁ ୨୨ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଜଣ ଗିରଫ

କୋରାପୁଟ(କେନ୍ଯୁଜ୍): ଲମତାପୁଟ ନିକଟ ସଗର ଛକରୁ ବିପୁଳ ପରିମାଣର ଗଂଜେଇ ଜବତ। ଆନ୍ଧ୍ର ସୀମାନ୍ତ ପାଡେର ଅଂଚଳରୁ ମଧ୍ୟପ୍ରଦେଶକୁ ଚୋରା ଚାଲାଣବେଳେ ସଗର ଛକରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ । ୨ଟି ଗାଡିରୁ ୨କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇର ଆନୁମୂନିକ ମୂଲ୍ୟ…

ପଇଡ ବୋଝେଇ ଗାଡିରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ,୨ ଗିରଫ

କୋରାପୁଟ(କେନ୍ଯୁଜ୍): କୋରାପୁଟ ପୋଲିସକୁ ବଡ ସଫଳତା । ମାଛକୁଣ୍ଡ ପୋଲିସ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ପୋଲିସକୁ ଚକମାଦେବା ପାଇଁ ପଇଡ ବୋଝେଇ ଗାଡିରେ ଗଞ୍ଜେଇ ଭର୍ତି କରି ଚୋରା ଚାଲାଣ କରୁଥିବାବେଳେ ଧରାପଡିଛନ୍ତି ଚାଲଣକାରୀ  । ସେମାନଙ୍କ ନିକଟରୁ ୭ କ୍ବିଣ୍ଟାଲ ୪୦୦ ଗ୍ରାମ…

କାର୍ ସହ ମାଛକୁଣ୍ଡ ପୋଲିସ ଦ୍ବାରା ୧୦୮ କେଜି ଗଂଜେଇ ଜବତ, ରାଜସ୍ଥାନର ୩ ଗିରଫ

କୋରାପୁଟ(କେନ୍ଯୁଜ୍): କାର୍ ସହ ମାଛକୁଣ୍ଡ ପୋଲିସ ଦ୍ବାରା ୧୦୮ କେଜି ଗଂଜେଇ ଜବତ। ରାଜସ୍ଥାନକୁ କାର୍ ଯୋଗେ ଗଂଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଟିକାପୁଟ ଛକ ଠାରେ ମାଛକୁଣ୍ଡ ପୋଲିସ ହାତରେ ଧରାପଡିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଏକ ଡଷ୍ଟର କାର ମଧ୍ୟରେ ଗଂଜେଇ ଚାଲାଣ…

କୋରାପୁଟ: ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଚାଳକ ଓ ଚାଲାଣକାରୀ ଫେରାର୍

କୋରାପୁଟ: ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ସହ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ନନ୍ଦପୁର ଓ ପାଡ଼ୁଆ ପୋଲିସ । ଆନ୍ଧ୍ର ସୀମାନ୍ତରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଚନ୍ଦକା ନିକଟରେ ଗାଡ଼ିକୁ ଜବତ କରିଛି ପୋଲିସ। ତେବେ ଗାଡ଼ି ଚାଳକ ଓ ଚାଲାଣକାରୀ ଘଟଣାସ୍ଥଳରୁ…

ପଣସ ବୋଝେଇ ଟ୍ରକ ମଧ୍ୟରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ଗିରଫ

କୋରାପୁଟ: ଗଞ୍ଜେଇ ଚାଲାଣର ନୂଆ ତରିକା। ପଣସ ବୋଝେଇ ଟ୍ରକ ମଧ୍ୟରୁ ୧୦ କ୍ୱିଣ୍ଟାଲ ୮କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୧କୋଟି ଟଙ୍କା ହେବ । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିବା ସହ ୪ଟି ମୋବାଇଲ ସହ ୩ହଜାର ୫ଶହ ଟଙ୍କା ଜବତ କରିଛି କୋରାପୁଟ ମାଛକୁଣ୍ଡ ପୋଲିସ୍‌ ।…

କୋରାପୁଟ: ଲମତାପୁଟ ମାଛକୁଣ୍ଡ ପୋଲିସ ଦ୍ୱାରା ୧କ୍ୱିଣ୍ଟାଲ ୩୪ କେଜି ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ : କୋରାପୁଟ ପୋଲିସକୁ ସଫଳତା । ଲମତାପୁଟ ମାଛକୁଣ୍ଡ ପୋଲିସ ଦ୍ୱାରା ୧କ୍ୱିଣ୍ଟାଲ ୩୪ କେଜି ଗଞ୍ଜେଇ ଜବତ । ଏହାସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାଛକୁଣ୍ଡରୁ ବିହାର ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଏମାନଙ୍କୁ ଅଟକ ରଖିଛି । ତେବେ ଜବତ  ଗଞ୍ଜେଇର ଆନୁମାନିକ…