କୋରାପୁଟ : ଲମତାପୁଟ ଓ ପାଡୁଆ ପୋଲିସ୍ ଦ୍ଵାରା ୭୦ ଲକ୍ଷ ଟଙ୍କାର ଗଂଜେଇ ଜବତ
କୋରାପୁଟ : କୋରାପୁଟ ପୋଲିସକୁ ସଫଳତା। ଲମତାପୁଟ ଓ ପାଡୁଆ ପୋଲିସ ଦ୍ଵାରା ୩ଟି ଗାଡିରୁ ଜବତ ହୋଇଛି ୭୦ ଲକ୍ଷ ଟଙ୍କାର ଗଂଜେଇ। ଆନ୍ଧ୍ର ସୀମାନ୍ତ ବାଞ୍ଜେଲପୁଟ ନିକଟରେ ଯାଞ୍ଚ ବେଳେ ଗଞ୍ଜେଇ ଜବତ କରାଯାଇଛି ।
ସୂତ୍ରରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଲାମତାପୁଟ…