୬୦ ଲକ୍ଷ ଟଙ୍କାର ଗଚ୍ଛିତ ଗଂଜେଇ ଜବତ, ମାଫିଆ ଫେରାର
ଲମତାପୁଟ : ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ପାଡୁଆ ପୋଲିସକୁ ବଡ ସଫଳତା । ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ l ପାଡୁଆ ପୁଲିସ୍ ଦ୍ୱାରା ବାଡେଲ ପଞ୍ଚାୟତର ଗୋଡ଼ିପୁଟ ଜଙ୍ଗଲରୁ ୬ କୁଇଁଣ୍ଟlଲ ଗଞ୍ଜେଇ ଜବତ କରା ଯାଇଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର୍ ହୋଇ ଯାଇଛନ୍ତି ।…