Browsing Tag

ganja seized

ପାଣି ଟାଙ୍କିରେ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା ଜୟପୁର ପୋଲିସ୍‌

ଜୟପୁର (କେନ୍ୟୁଜ୍‌) : ଅପରାଧୀ ଭାରି ଚାଲାକ୍ । ବିଭିନ୍ନ କୌଶଳ କରି ରାଜ୍ୟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଛନ୍ତି । ହେଲେ ତାଠାରୁ ଅଧିକ ଚାଲାକି ଦେଖାଇଛି ଜୟପୁର ସଦର ପୋଲିସ୍ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଛନ୍ତି ଚାଲାଣକାରୀ। ଗୋଟିଏ ଟ୍ରକ୍‌ରେ ୧ କ୍ୱିଣ୍ଟାଲରୁ…

ଚୋରା ଚାଲାଣ ବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର(କେନ୍ଯୁଜ୍): କରୋନା କଟକଣା କୋହଳ ହେବା ପରେ ଗଂଜେଇ ମାଫିଆଙ୍କ ରାଜୁତି ବଢିଛି। ଅନେକ ସ୍ଥାନରେ ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ ହେଉଛି। ଏଭଳି ଘଟଣା ପୁଣି ଥରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ଦ୍ବାରା ଏକ ହାଇୱା ଗାଡିରେ ଗଞ୍ଜେଇ ଜବତ ହୋଇଛି। ହାଇୱା ଗାଡିରେ କୋରାପୁଟ…

ମୋହନା: ଏକ ଅଜଣା ଅଡିଓ ଟେପ୍ ଭାଇରଲ ହେବା ପରେ ଆକ୍ସନ ମୁଡ଼ରେ ପୋଲିସ; ୧ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨…

ମୋହନା(କେନ୍ୟୁଜ୍):   ଗଞ୍ଜେଇ ମାଫିଆଙ୍କ ସହ ଜଣେ ଯୁବକ  ସଲାସୁତରା ହେବାର ଅଡିଓ ରେକଡିଂ ପଦାକୁ ଆସିବା ପରେ ଆକ୍ସନ ମୁଡ଼କୁ ଆସିଛି ପୋଲିସ ।  ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ  ମୋହନା ଓ ଅଡବା ଥାନା ଅଞ୍ଚଳରେ  ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ବେଆଇନ ଚୋରା ଚାଲାଣ ହେଉଥିବା…

ସବୁର୍ଣ୍ଣପୁର: ମାଲବାହୀ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର(କେନ୍ଯୁଜ୍): ସବୁର୍ଣ୍ଣପୁର ପୋଲିସ ଦ୍ବାରା ଗଞ୍ଜେଇ ଜବତ। ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ହରଡଖୋଲ ଛକରେ ଟକ୍ରରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ। ଏକ ମାଲବାହୀ ଟ୍ରକ ଯୋଗେ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା…

ଖୋର୍ଦ୍ଧା: ପିଆଜ ଟ୍ରକରେ ଚାଲିଥିଲା ବେଧଡକ ଗଞ୍ଜେଇ ଚାଲଣ, ଜବତ କଲା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ

ଖୋର୍ଦ୍ଧା(କେନ୍ୟୁଜ୍): ଖୋର୍ଦ୍ଧା ପୋଲିସକୁ ସଫଳତା। ୧୬ ନମ୍ବର  ଜାତୀୟ ରାଜପଥ ଖେର୍ଦ୍ଧା ନିକଟରୁ ପିଆଜ ଟ୍ରକରୁ  ଜବତ ହୋଲା ୫ କ୍ବିଣ୍ଟାଲ ଗଞ୍ଜେଇ। ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଏହି ଚଢାଉରେ  ସମାଲି ହୋଇ ଟ୍ରାକକୁ ଜବତ  କରିବା  ସହ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆନ୍ଧ୍ରରୁ…

ଭୁବନେଶ୍ୱରରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ୱର: କିଛି ଦିନର ବିରତି ପରେ ପୁଣି ରାଜଧାନୀରେ ମାତିଲେ ଗଞ୍ଜେଇ ବେପାରୀ । ଭୁବନେଶ୍ୱରରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଗିରଫ ହୋଇଥିବା ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ତେବେ ଲକ୍‌ଡାଉନ୍‌ ନିୟମ କୋହଳ…

ମାଲକାନଗିରି ପୋଲିସ ଦ୍ବାରା ଏକ କୋଟି ୨୦ହଜାର ଟଙ୍କାର ଗଞ୍ଜେଇ ଜବତ, ୪ଗିରଫ

ମାଲକାନଗିରି : ଏକ କୋଟି ୨୦ହଜାର ଟଙ୍କାର ଗଞ୍ଜେଇ ଜବତ। ମାଲକାନଗିରି ପୋଲିସ ଦ୍ବାରା ଏହି ଗଞ୍ଜେଇ ଜବତ ହୋଇଥିବା ସହ ୪ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ବେଳେ ଅର୍କେଲ ପୋଲିସ ଚଢଉ କରି ୨ହଜାର କିଲୋ ଗଞ୍ଜେଇ ଜବତ କରିବା ସହିତ ଚାଲାଣକାରୀଙ୍କୁ ଗିରଫ କରିଛି।…

ପନି ପରିବା ନେବା ବାହାନାରେ ହେଉଥିଲା ଗଞ୍ଜେଇ ଚାଲାଣ, ୫ଜଣଙ୍କୁ ଗିରଫ କଲା କନ୍ଧମାଳ ପୋଲିସ୍

କନ୍ଧମାଳ : କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରୁ ଗଞ୍ଜେଇ ଜବତ। ପନି ପରିବା ନେବା ବାହାନାରେ କିଛି ଅସାଧୁ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିଲେ। । ପୋଲିସ ଗାଡ଼ିରୁ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବାବେଳେ ୫ଜଣଙ୍କୁ ଗିରଫ କରିଛି।

ହୁଣ୍ଡାଇ କାର ସହ ୨୨କେଜି ଗଞ୍ଜେଇ ଜବତ, ୨ ଗିରଫ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର

ଦାରିଙ୍ଗବାଡ଼ି(କେନ୍ୟୁଜ୍): ୨୨କେଜି ଗଞ୍ଜେଇ ସହ ହୁଣ୍ଡାଇ କାର ଜବତ, ଦୁଇ ବ୍ୟବସାୟୀ ଗିରଫ ।ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ବେଳେ  ଦାରିଙ୍ଗବାଡ଼ି ପୋଲିସ ସୁଲୁମାହା ଘାଟିରେ ହୁଣ୍ଡାଇ କାରକୁ ଅଟକାଇ ଥିଲା।  ହେଲେ ସେତିକିବେଳେ ଡ୍ରାଇଭର ଗାଡି ଛାଡି ଜଙ୍ଗଲକୁ ଦୌଡି ଚାଲିଯାଇଥିଲା କିନ୍ତୁ…

ଯାଜପୁର:ବସରେ ଚାଲଣ ହେଉଥିଲା ଗଞ୍ଜେଇ, ଖବର ପାଇ ଚଢାଉ କରି ୨୨ କେଜି ଗଞ୍ଜେଇ ଜବତ କଲା ଅବକାରି ବିଭାଗ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା କୁଆଖିଆରୁ ବସ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେବାକୁ ଥିବା ବେଳେ ଅବକାରି ବିଭାଗ ଚଢ଼ାଉ କରି ୨୨ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରି ବିଭାଗ । ଗିରଫ ଅଭିଯୁକ୍ତ…

ମୋହନା : ଚାଲାଣ ପାଇଁ ରଖା ଯାଇଥିବା ୭୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା (କେ ନ୍ୟୁଜ୍‌) : ଗଜପତି ଜ଼ିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଢ଼ାଉ କାରି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଗଲା କିନ୍ତୁ ଏବେ ଯାଏ ମାଫିଆ ସକ୍ରିୟ ଅଛନ୍ତି ଏବଂ ବେଧଡକ ଜ଼ାରି ରହିଛି ନୀଳ ଜହର ଚୋରା ଚାଲାଣ । ଆଜି ପୁଣି ଗଞ୍ଜେଇ ଜବତ…

ମୋହନା: ଆର.ଉଦୟଗିରି ପୋଲିସକୁ ସଫଳତା, ପେଟ୍ରୋଲିଂ ବେଳେ ଧରାପଡିଲେ ଗଞ୍ଜେଇ ଚୋରା ଚାଲଣକାରୀ

ଗଜପତି(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ଆର.ଉଦୟଗିରି ପୋଲିସ ପେଟ୍ରୋଲିଂ କଲାବେଳେ ଧରାପଡିଲେ ଗଞ୍ଜେଇ ଚାଲଣକାରୀ। ପାରିବେଟା ଗ୍ରାମ ନିକଟରୁ ଏକ ନମ୍ବର ବିହୀନ କମାଣ୍ଡର ରୁ ୪କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଆର.ଉଦୟଗିରି ପୋଲିସ  । ଗିରଫ ଅଭିଯୁକ୍ତ ମାନେ…