Browsing Tag

ganja seized

୮୨.୪ କେଜି ଗଂଜେଇ ଜବତ , ଜଣେ ଗିରଫ

ବ୍ରହ୍ମପୁର : ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି 82 କେଜି 400 ଗ୍ରାମ ଗଞ୍ଜେଇ | ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ରାସ୍ତାରେ ପୋଲିସର ଚେକିଂ ସମୟରେ ଏକ ଡାଲା ଅଟୋକୁ ଯାଞ୍ଚ କରାଯାଇଥିବା ବେଳେ ଏହି ଗଂଜେଇ ଜବତ ହୋଇଛି | ଏକ ଡାଲା ଅଟୋରେ ଗଞ୍ଜେଇ ଚାଲାଣ ନେଇ ପୋଲିସ ପୂର୍ବରୁ ସୂଚନା…

ମହିଳା ଏଏସଆଇଙ୍କ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର(କେନ୍ୟୁଜ୍): ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ । ମହିଳା ଏଏସଆଇଙ୍କ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଜଣେ ମହିଳା ଏଏସଆଇଙ୍କ ସ୍କୁଟିରୁ ୧୨ କେଜି ୬୦୦ ଗ୍ରାମର ଗଞ୍ଜେଇ ଠାବ ହୋଇଛି। ପୋଲିସର ସ୍ବତନ୍ତ୍ର ଟିମ ପାଟ୍ରୋଲିଂ କରୁଥିବାବେଳେ ବୁଢାରଜା…

ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଗିରଫ, ଲକ୍ଷେ ୫ ହଜାର ନଗଦ ଟଙ୍କା ଜବତ

ମୋହନା : ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଗିରଫ। କାରରୁ କଣ୍ଟେନରକୁ ଗଞ୍ଜେଇ ସ୍ଥାନାନ୍ତର କରୁଥିବା ବେଳେ ଧରିଲା ପୋଲିସ। ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଗିରଫ କଲା ଗଜପତି ଜିଲ୍ଲା ମୋହନା ଥାନା ପୋଲିସ। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ମୋହନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ…

ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ପୁଳା ପୁଳା ଗଞ୍ଜେଇ ସିଗାରେଟ ଜବତ

ଭୁବନେଶ୍ୱର(କେନ୍ୟୁଜ୍‌) : ପୁଳା ପୁଳା ଗଞ୍ଜେଇ ସିଗାରେଟ ଜବତ । ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆପୋଲୋ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢ଼ାଉ କରାଯାଇଛି । ଚଢଉରେ ୫ ହଜାର ସିଗାରେଟ, ୨୪ କିଲୋ ଗଞ୍ଜେଇ ଜବତ ହୋଇଛି । ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଗଞ୍ଜେଇ କାରବାର ନେଇ…

ରମେଶ-ଟିକିଲିମା ରାସ୍ତାରୁ ପାଞ୍ଚ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ମୋହନା : ରମେଶ-ଟିକିଲିମା ରାସ୍ତାରୁ ପାଞ୍ଚ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଗଜପତି ଜିଲ୍ଲା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଧେଶରେ ଏସ ଆଇ ଭାଗ୍ଯଲତା ଦାଶ ଓ ଟିମ୍‌ ପେଟ୍ରୋଲିଁ କରିବା ସମୟରେ ରମେଶ ଟିକିଲିମା ଗ୍ରାମ ରାସ୍ତାରେ ୧୮ଟି ପ୍ଲାଷ୍ଟିକ ଅଖା…

ସିଗାରେଟରେ ଗଞ୍ଜେଇ ଭର୍ତ୍ତି କରି ଧୂମ୍ ବେପାର କରୁଥିଲା ଯୁବକ, ବାନ୍ଧିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):  ପାନ ଦୋକାନରେ ଗଞ୍ଜେଇ ସିଗାରେଟ ବେପାର । ଖଣ୍ଡଗିରି ଥାନା ପୋଲିସ ହାତରେ ଧରାପଡ଼ିଛି ଗଞ୍ଜେଇ ବେପାରୀ । ପଞ୍ଚଶଖା ନଗରରୁ ମାନସ କୁମାର ସାହୁ ଗିରଫ ସମେତ ୨୧ କେଜି ଗଞ୍ଜେଇ ଏବଂ ଏକ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ପୋଲିସ । ୫ ମାସ ହେବ ସେ ଏକ ଘରୋଇ ଇଞ୍ଜନିୟରିଂ…

ଭୁବନେଶ୍ବର : ଟ୍ରକ୍ରୁ ୨୭୩ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ବରରୁ 273କେଜି ଗଞ୍ଜେଇ ଜବତ କରିଛି NCB। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଟାଟା ଟ୍ରକ୍ ରେ ଡ୍ରାଇଭର ସିଟ ପଛରେ ଥିବ କ୍ୟାବିନ୍ ରେ ପ୍ୟାକେଟ ରେ ରଖା ଯାଇଥିଲା ଗଞ୍ଜେଇ। ପୁଷ୍ପା ଫିଲ୍ମ ଷ୍ଟାଇଲ ରେ ଗଞ୍ଜେଇ ଚୋରା ଚାଲାଣ ହେଇଥିଲା। NCB ଟିମ୍…

ପ୍ଲାନ୍‌ ଫେଲ୍‌: ସିମେଣ୍ଟ ବୋଝେଇ ଟ୍ରକରୁ ୫୦ ଲକ୍ଷର ଗଂଜେଇ ଜବତ କଲା ପୋଲିସ

ଲମତାପୁଟ (କେନ୍ୟୁଜ): ସିମେଣ୍ଟ ବୋଝେଇ ଟ୍ରକରୁ ୫୦ ଲକ୍ଷ ଟଙ୍କାର ଗଂଜେଇ ଜବତ। ବାହାର ରାଜ୍ୟକୁ ଚାଲାଣ ବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । ଅନ୍ଧାରର ସୁଯୋଗ ନେଇ ଘଟଣା ସ୍ଥଳରୁ ଖସି ପଳାଇଥିବା ଗଂଜେଇ ମାଫିଆ, ଗାଡି ଚାଳକ ଓ ମାଲିକଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ନନ୍ଦପୁର ଏସଡିପିଓ…

ଗଜପତି: ପିକ୍ ଅପ୍ ଭ୍ୟାନ୍ ସହ ୬ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ନଳାଘାଟ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ମହିନ୍ଦ୍ରା ପିକ୍ ଅପ୍ ନଂ OD 07 s 9311 କୁ ଯାଞ୍ଚ କରିଥିଲା। ଯାଞ୍ଚବେଳେ ସେଥିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା।  ଥାନାରେ ଜବତ ଗଞ୍ଜେଇକୁ ଓଜନ କଲାବେଳେ…

ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ, ୧୧୫ କେ.ଜି ଗଞ୍ଜେଇ ଜବତ

ମୋହନା(କେନ୍ୟୁଜ): କାରରେ ନକଲି ନମ୍ବର ଲଗାଇ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ଅଡବା ଥାନା ଅଞ୍ଚଳରେ । ମଙ୍ଗଳବାର ସକାଳ ସମୟରେ ଅଡବା ଥାନା ଏସ୍. ଆଇ ଭାଗ୍ୟଲତା ଦାସ୍ ଙ୍କ ନେତୃତ୍ୱ ରେ ପୋଲିସ ଟିମ୍ନ, ଳାଘାଟ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା…

ବଡ଼ଚଣା : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଜଣ ଗିରଫ

ଯାଜପୁର(କେନ୍ୟୁଜ): ଜିଲା ସ୍ପେଶାଲ ସ୍କ୍ୱାର୍ଡ ଓ ବଡ଼ଚଣା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଜଣ ଗିରଫ। ବଡ଼ଚଣା ଥାନା କୋଲ ସାହି କାଜୁ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ଓଜନ ୮୪କେଜି ହେବ ବୋଲି ଯାଜପୁରରୋଡ଼ ଏସଡ଼ିପିଓ ସଂଜୟ ପଟ୍ଟନାୟକଙ୍କ ସୂଚନା।

ରାଜଧାନୀ ହାଇ ଟେକ ଛକରୁ ଜବତ ହେଲା ୭୦ କେଜି ଗଞ୍ଜେଇ,ମହିଳା ସମେତ ୩ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନ ଓ କ୍ରାଇମ…

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ହାଇ ଟେକ ଛକରୁ ଜବତ ହେଲା ୭୦ କେଜି ଗଞ୍ଜେଇ। ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନ ଓ କ୍ରାଇମ ୟୁନିଟ। କନ୍ଧମାଳ ରୁ ଭୁବନେଶ୍ୱର ଦେଇ ପାଣି କୋଇଲି ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା।  ୪ଟି ମୋବାଇଲ,…