Browsing Tag

ganja sezied

ଗଞ୍ଜେଇ ଚୋରାଚାଲାଣ ନୂଆ ତରିକା ଆପଣାଇଛନ୍ତି ମାଫିଆ: ଆମ୍ବୁଲାନ୍ସରେ ନେଉଥିବା ସମୟରେ ଡ୍ରାଇଭର ଓ ସହଯୋଗୀ ସହ ରୋଗୀ…

ମୋହନା(କେନ୍ୟୁଜ୍):ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ। ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ ବେଳେ ତାକୁ କାବୁ କରିଛି ପୋଲିସ। ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅଞ୍ଚଳ ରେ ଚନ୍ଦ୍ରଗିରି ଡାହାଣୀନାଳ ନିକଟରେ । ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ…

ଭଞ୍ଜନଗର: ଦାମୀ ଗାଡ଼ିରେ ଜାଲ୍ ନମ୍ବର ଲଗାଇ ଗଞ୍ଜେଇ ଚାଲାଣ, ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ 

ଭଂଜନଗର(କେନ୍ୟୁଜ୍): ଗାଡ଼ି ଥିଲା ଚକାଚକ୍ । ଜଣାପଡ଼ୁଥିଲା ସତେ ଯେମିତି, କୈାଣସି ବଡ଼ବଡ଼ିଆ ବାବୁ ଯାଉଛନ୍ତି । ହେଲେ ରାସ୍ତାରେ ଛକି ରହିଥିଲା ଅବକାରୀ ବିଭାଗର ଗୁଇନ୍ଦା ଟିମ୍ । ସଂପୃକ୍ତ କାରକୁ ଦେଖିବା ମାତ୍ରେ ଅଟକାଇବାକୁ ଚେଷ୍ଟା କରିଥିଲେ ଅବକାରୀ ଟିମ୍ । କିନ୍ତୁ ଗାଡ଼ି ଛାଡି ଘଟଣା…

ଗଜପତି: ଗ୍ରାନାଇଟ ବୋଝେଇ ଟ୍ରକରୁ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ  

ମୋହନା(କେନ୍ୟୁଜ୍): ଗଜପତି  ଜିଲ୍ଲା ଅଡବା ପୋଲିସକୁ ମିଳିଛି ବଡ଼ ସଫଳତା । ଅଡବା ପୋଲିସର ପେଟ୍ରୋଲିଙ୍ଗ ବେଳେ ମାନ୍ଦ୍ରାବାଜୁ ଛକ ନିକଟରେ ଏକ ଉତ୍ତରପ୍ରଦେଶ ରେଜିଷ୍ଟେସନ ଟ୍ରକଙ୍କୁ ସନ୍ଦେହ କରି ଅଟକାଇଥିଲା । ପୋଲିସ ଟ୍ରକଟିକୁ ଯାଞ୍ଚ କରିବାବେଳେ ସେଥିରୁ ୭୦ଟି ବସ୍ତାରେ ଗଞ୍ଜେଇ ଜରି…

ଗଜପତି: ଅଟୋରେ ଚାଳଣ ହେଉଥିଲା ଗଞ୍ଜେଇ, ପୋଲିସ ପିଚ୍ଛା କରିବାରୁ ଗାଡ଼ି ଛାଡ଼ି ଫେରାର ହୋଇଗଲା ଚାଳକ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ବୁଧୁବାର ରାଇପଙ୍କା ଅଞ୍ଚଳରେ ପାଟ୍ରୋଲିଂ କଲା ବେଳେ ଏକ ଅଟୋ ନଂ- AP -୩୫ X - ୧୫୦୭ ସହ ୬୬କେଜି ୭୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଗଜପତି - ରାୟଗଡା ସୀମାନ୍ତ ରେ ପୋଲିସ ର ପାଟ୍ରୋଲିଂ ଚାଲିଥିବା ବେଳେ ଅଟୋଟି ଦ୍ରୁତ ଗତିରେ ପଦ୍ମପୁର ଆଡକୁ…

ଗଜପତି: ଟ୍ରକ ସହ ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କଲା ମୋହନା ପୋଲିସ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ପୋଲିସ ସୋମବାର କମଳାପୁର ନାକା ଗେଟ ଠାରେ ଯାନବାହନ ଯାଞ୍ଚ କରୁଥିବା ବେଳେ ଏକ ମିନିଟ୍ରକରୁ ୧୦ ଟି ବ୍ୟାଗରେ ଭର୍ତ୍ତି ହୋଇଥିବା ତିନି କୁଇଣ୍ଟାଲ ୫୦ କେ. ଜି ଗଞ୍ଜେଇ ଜବତ କରିଛି। ଉକ୍ତ ଗଞ୍ଜେଇ ରାୟଗଡା ଜ଼ିଲ୍ଲା ବିଷମକଟକରୁ ହରିୟାଣା ଚାଲାଣ…

କଟକ: ଘରୋଇ ବସରୁ ୮୦ କେଜି ଗଂଜେଇ ଜବତ, କଣ୍ଡକ୍ଟର ସମେତ ୪ ଗିରଫ

କଟକ(କେନ୍ୟୁଜ୍):  ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ । ଏକ ଘରୋଇ ବସରୁ ୮୦ କେଜି ଗଂଜେଇ  ଜବତ ହୋଇଛି । ଶାନ୍ତିଲତା ବସର କଣ୍ଡକ୍ଟର ସମେତ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ସ୍କ୍ଵାଡ । ବସଟି ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ବାଲିକୁଦା ଛକରୁ ପିଛା କରିଥିଲା ସ୍କ୍ଵାଡ । କଟକ…