Browsing Tag

ganja smuggler

ଗଂଜେଇ ଚୋରା ଚାଲାଣ କରି ୫ କଲେଜ ଛାତ୍ର ଗିରଫ

କୋରାପୁଟ(କେନ୍ୟୁଜ୍‌) : ଗଂଜେଇ ମାଫିଆଙ୍କ ଟାର୍ଗେଟରେ ଏବେ କଲେଜ ଛାତ୍ର । ସ୍ଥାନୀୟ ଛାତ୍ରଙ୍କୁ ଆୟୁଧ କରି ଗଂଜେଇ ଚୋରା ଚାଲାଣ କରିବାକୁ ଗଂଜେଇ ମାଫିଆଙ୍କ ଚାଲ । ଅର୍ଥ ଲୋଭରେ ପଥ ଭ୍ରଷ୍ଟ ହେଉଛନ୍ତି ଛାତ୍ର ଓ ଯୁବ ସମାଜ । ଆଜି ଗଂଜେଇ ଚୋରା ଚାଲାଣରେ ଗିରଫ ହୋଇଛନ୍ତି ୫ କଲେଜ ଛାତ୍ର ।…

STF କବ୍‌ଜାରେ ଗଞ୍ଜେଇ ମାଫିଆ ଶିବନାଥ ସିଂହ, କୋରାପୁଟ ପୋଲିସ୍ ସହାୟତାରେ ଆଗ୍ରା ନିକଟରୁ ଗିରଫ

ଭୁବନେଶ୍ବର(କେନ୍ୟୁଜ୍‌): STF କବ୍‌ଜାରେ ଗଞ୍ଜେଇ ମାଫିଆ ଶିବନାଥ ସିଂହ । କୋରାପୁଟ ପୋଲିସ ସହାୟତାରେ ଉତ୍ତରପ୍ରଦେଶର ଆଗ୍ରା ନିକଟରୁ ଶିବନାଥ ସିଂହକୁ ଗିରଫ କରିଛି STF। ଶିବନାଥ ଜଣେ ଅନ୍ତଃରାଜ୍ୟ ଚୋରା ନିଶା ବେପାରୀ । ୨୦୨୧ ଅଗଷ୍ଟ ୭ତାରିଖରେ ମାଛକୁଣ୍ଡ ପୋଲିସ ୨ଜଣ ଗଞ୍ଜେଇ…

ଗଂଜେଇ ବେପାରୀକୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ, ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ

ବ୍ରହ୍ମପୁର ( କେନ୍ଯୁଜ୍):  ଛତ୍ରପୁର ଷ୍ଟେସନ ନିକଟରୁ ୪୦କେଜି ଗଂଜେଇ ସହ ଜଣେ ବ୍ୟକ୍ତିଙ୍କୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଉକ୍ତ ବ୍ୟକ୍ତି ଜଣକହେଲେ ବ୍ରହ୍ମପୁର ଅଂଚଳର ଶୁଭମ ପଟ୍ଟନାୟକ । ସେ ଦୁଇଟି ବ୍ୟାଗରେ ଗଞ୍ଜେଇ ଧରି ଟ୍ରେନ ଯୋଗେ ସୁରାଟ ଅଭିମୁଖେ ଯାଉଥିବା…

ଗଜପତିର କୁଖ୍ୟାତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକର ସମ୍ପତ୍ତି ବାଜ୍ୟାପ୍ତି କଲା ପୋଲିସ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମର କୁଖ୍ୟାତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକର ଏକ କୋଟି ୧୭ ଲକ୍ଷ ୫୭ହଜାର ୬୯୪ ଟଙ୍କା ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ଗଜପତି ପୋଲିସ । ରାଇପଙ୍କା ଗ୍ରାମ ସ୍ଥିତ ସରକାରୀ ଜମିରେ ଥିବା ବାସଗୃହ ସମେତ ବ୍ରହ୍ମପୁର…