ସିଙ୍ଗାପୁରରେ ଫାଶୀରେ ଝୁଲିଲେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି, ୨୦୧୩ରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ହୋଇଥିଲେ ଦୋଷୀ…
ଗଞ୍ଜେଇ ଚୋରା ଚାଲାଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବୁଧବାର ସିଙ୍ଗାପୁରରେ ଫାଶୀଦଣ୍ଡ ମିଳିଛି। ଏହି ବ୍ୟକ୍ତିଙ୍କ ନାମ ତଙ୍ଗରାଜୁ ସୁପୈୟା ଏବଂ ସେ ଭାରତୀୟ ମୂଳର ବ୍ୟକ୍ତି ଥିଲେ। କିନ୍ତୁ ସୁପୈୟା ସିଙ୍ଗାପୁରର ନାଗରିକତା ପାଇଥିଲେ। ସୁପୈୟାଙ୍କ ପରିବାର ସିଙ୍ଗାପୁର ସରକାରଙ୍କ…