ଟ୍ରଲି ବ୍ୟାଗରେ ଚାଲାଣ କରୁଥିଲେ ଗଞ୍ଜେଇ, ଜଣେ ଗିରଫ
କଟକ(କେନ୍ୟୁଜ୍) : ଟ୍ରଲି ବ୍ୟାଗରେ ଗଞ୍ଜେଇ । ୨୧ କେଜି ଗଞ୍ଜେଇ ଜବତ କଲା ଚାଉଳିଆଗଞ୍ଜ ଥାନା ପୋଲିସ। କଟକ ରେଳ ଷ୍ଟେସନରୁ ଓ ଏମ୍ ପି ଛକ ଆଡକୁ ଯାଉଥିବା ବେଳେ ଧରିଲା ପୋଲିସ। ଗଞ୍ଜାମ ଜିଲ୍ଲା ବିଦ୍ୟାଧରପୁର ଥାନା ଅଞ୍ଚଳର ଶରତ ଦାସ ଗିରଫ କରିଛି ପୋଲିସ। ନଗଦ ୯ ଶହ ଟଙ୍କା ଜବତ କରାଯାଇଛି…