Browsing Tag

ganja

ଆମାଜନରେ ବିକ୍ରି ହେଉଛି ଗଞ୍ଜେଇ, NCB ତଦନ୍ତ ଦାବି କଲା CAIT

ଇ-କମର୍ସ ସାଇଟ୍ ଆମାଜନରେ ବିକ୍ରି ହେଉଛି ଗଞ୍ଜେଇ। ଆମାଜନ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛି କ୍ଷୁଦ୍ର ବ୍ୟବସାୟୀ ସଂଗଠନ କନଫଡରେସନ୍ ଅଫ ଇଣ୍ଡିଆ ଟ୍ରେଡର୍ସ (CAIT)। CAIT ପକ୍ଷରୁ କୁହାଯାଇଛି ଯେ ଆମାଜନରେ ଗଞ୍ଜେଇ ବା ମ୍ୟାରିଜୁଆନା ବିକ୍ରି କରାଯାଉଛି। ଏଣୁ ନାର୍କୋଟିକ୍ସ କଣ୍ଟ୍ରୋଲ…

ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଡ୍ରାଇଭର ସମେତ ଆଉ ଜଣେ ଅଟକ

ଭଦ୍ରକ(କେନ୍ଯୁଜ୍) : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଧରିଛି ପୋଲିସ୍ । ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ! ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗାଡ଼ିକୁ ଜବତ କଲା ଭଦ୍ରକ ଟାଉନ ପୋଲିସ । କୌଣସି ସୁତ୍ରରୁ ଖବରପାଇ ବନ୍ତ ଛକ ନିକଟରେ ପୋଲିସ ଜଗି ରହିଥିଲା ।…

ଜଳେଶ୍ୱର ଅଞ୍ଚଳରୁ ୧ କ୍ବିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ବାପ-ପୁଅ ଗିରଫ

ଜଳେଶ୍ୱର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ବ୍ରାଉନସୁଗାର ପରେ ଜଳେଶ୍ୱର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଜମାଲପୁର ଗାଁରୁ ଓଡ଼ିଶା ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶ୍ବସ୍ତ ସୂତ୍ରରୁ ଖବର…

ରିମାଣ୍ଡରେ ସତ ଉଗାଳୁଛି କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ, ବୟାନକୁ ଆଧାରରେ କିଛି ଲୋକଙ୍କୁ ଉଠାଇ ଆଣିଛି ପୋଲିସ୍

ବ୍ରହ୍ମପୁର(କେନ୍ଯୁଜ୍): ଖଲ୍ଲିକୋଟ ଅଞ୍ଚଳରୁ ଗିରଫ କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକକୁ ୨ ଦିନିଆ ରିମାଣ୍ଡରେ ଆଣି ଗୁଡେଇ ତୁଡେଇ ଜେରା କରୁଛି ଗଞ୍ଜାମ ପୋଲିସ । କେତେଦିନ ଧରି ସେ ଏହିି ବେପାର ଚଳାଇଥିଲା ? ଆଉ କିଏ ସବୁ ସହଯୋଗୀ ଅଛନ୍ତି ? ଏତେ ଟଙ୍କା ଓ ସୁନା କେଉଁଠୁ ଆଣିଲା…

କୋରାପୁଟ: ଜଲାପୁଟ ଜଳଭଣ୍ଡାର ନିକଟରୁ ୮୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): କୋରାପୁଟ ପୋଲିସକୁ ସଫଳତା। ଜଲାପୁଟ ଜଳଭଣ୍ଡାର ନିକଟରୁ ୮ କ୍ଵିଣ୍ଟାଲରୁ ଅଧିକ ଗଂଜେଇ ଜବତ । ଦିଲ୍ଲୀକୁ ଚାଲାଣ ହେଉଥିବାବେଳେ ପ୍ରାୟ ୮୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ପାଡୁଆ ପୋଲିସ। ଆନ୍ଧ୍ର ସୀମାନ୍ତ  ଜଲାପୁଟ ଜଳଭଣ୍ଡାର ନିଜଟରେ ମହଜୁଦ …

ଚୋରାଚାଲାଣ ବେଳେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଅଟୋ ଜବତ, ୭ ମାଫିଆ ଗିରଫ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଚିତ୍ରକୋଣ୍ଡାରୁ ଡାଇକ-୩ରୁ ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ବେଳେ ଗଞ୍ଜେଇ ବୋଝେଇ ଅଟୋ ଜବତ । ଏହାସହ ୩ଟି ମୋଟର ସାଇକେଲ ସହ ୭ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ୍ । ତେବେ ଯାହା ଜଣାପଡିଛି , ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ…

ଲମତାପୁଟ ନିକଟ ସଗର ଛକରୁ ୨୨ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଜଣ ଗିରଫ

କୋରାପୁଟ(କେନ୍ଯୁଜ୍): ଲମତାପୁଟ ନିକଟ ସଗର ଛକରୁ ବିପୁଳ ପରିମାଣର ଗଂଜେଇ ଜବତ। ଆନ୍ଧ୍ର ସୀମାନ୍ତ ପାଡେର ଅଂଚଳରୁ ମଧ୍ୟପ୍ରଦେଶକୁ ଚୋରା ଚାଲାଣବେଳେ ସଗର ଛକରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ । ୨ଟି ଗାଡିରୁ ୨କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇର ଆନୁମୂନିକ ମୂଲ୍ୟ…

ପାଟ୍ରୋଲିଂ ବେଳେ ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

ଭଞ୍ଜନଗର(କେନ୍ଯୁଜ୍): ଗଂଜାମ ଜିଲ୍ଲା ଆସିକା ଥାନା ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ଜବତ। ସୂଚନା ଅନୁଯାୟୀ, ଖଣ୍ଡଦେଉଳି ଗାଁ ନିକଟ ରାସ୍ତାରେ ଚଢାଉ କରି, ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫୩ କିଲୋ ୭୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହା ସହ ଗୋଟିଏ…

କଦଳୀ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ, ୨ ଅଟକ

ଜୟପୁର(କେନ୍ଯୁଜ୍): ବାହାରେ କଦଳୀ, ଭିତରେ ଗଞ୍ଜେଇ। କଦଳୀ ବୋଝେଇ ଟ୍ରକରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ। ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଜୟପୁର ସଦର ଥାନା ପୋଲିସ। କଦଳୀ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। କୋରାପୁଟ ଘାଟିରେ ଏକ ଟ୍ରକକୁ…

ମୋହନା: ପୁଣି ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ, ୫ଗିରଫ

ମୋହନା(କେନ୍ଯୁଜ୍): ବର୍ତ୍ତମାନ ଗଞ୍ଜେଇ ହବ୍ ପାଲଟିଛି ଗଜପତି ଜିଲ୍ଲାର ମୋହନା ଅଞ୍ଚଳ। ତେବେ ସୋମବାର ଆର. ଉଦୟଗିରି ପୋଲିସ ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ କରିବା ସହ ୨୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଗତକାଲି ପୁଣି ମୋହନା ଏବଂ ଅଡବା ପୋଲିସ୍ ପକ୍ଷରୁ ପୃଥକ ପୃଥକ ସ୍ଥାନରୁ ଏକ…

ପଇଡ ବୋଝେଇ ଗାଡିରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ,୨ ଗିରଫ

କୋରାପୁଟ(କେନ୍ଯୁଜ୍): କୋରାପୁଟ ପୋଲିସକୁ ବଡ ସଫଳତା । ମାଛକୁଣ୍ଡ ପୋଲିସ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ । ପୋଲିସକୁ ଚକମାଦେବା ପାଇଁ ପଇଡ ବୋଝେଇ ଗାଡିରେ ଗଞ୍ଜେଇ ଭର୍ତି କରି ଚୋରା ଚାଲାଣ କରୁଥିବାବେଳେ ଧରାପଡିଛନ୍ତି ଚାଲଣକାରୀ  । ସେମାନଙ୍କ ନିକଟରୁ ୭ କ୍ବିଣ୍ଟାଲ ୪୦୦ ଗ୍ରାମ…

କାର୍ ସହ ମାଛକୁଣ୍ଡ ପୋଲିସ ଦ୍ବାରା ୧୦୮ କେଜି ଗଂଜେଇ ଜବତ, ରାଜସ୍ଥାନର ୩ ଗିରଫ

କୋରାପୁଟ(କେନ୍ଯୁଜ୍): କାର୍ ସହ ମାଛକୁଣ୍ଡ ପୋଲିସ ଦ୍ବାରା ୧୦୮ କେଜି ଗଂଜେଇ ଜବତ। ରାଜସ୍ଥାନକୁ କାର୍ ଯୋଗେ ଗଂଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଟିକାପୁଟ ଛକ ଠାରେ ମାଛକୁଣ୍ଡ ପୋଲିସ ହାତରେ ଧରାପଡିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଏକ ଡଷ୍ଟର କାର ମଧ୍ୟରେ ଗଂଜେଇ ଚାଲାଣ…