Browsing Tag

ganja

୧ କୋଟି ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ପାଡୁଆ ପୋଲିସ୍ , ୨ ଗିରଫ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପୋଲିସକୁ ସଫଳତା । ପାଡୁଆ ପୋଲିସ୍ ଦ୍ବାରା ୧ କୋଟି ଟଙ୍କାର ଗଞ୍ଜେଇ ଜବତ । ଗୋଟାଏ ବାଇକ ସହ ଗଞ୍ଜେଇ ବୋଝେଇ ପିକଅପ ଗାଡି ମଧ୍ଯ ଜବତ କରାଯାଇଛି। ଘଟଣାରେ ୨ ଜଣ କୁ ଗିରଫ କରିବା ସହ ମୋବାଇଲ ଫୋନ୍ ଜବତ କରିଛି ପୋଲିସ୍ । ଚାଟୁଆ ଅଂଚଳରୁ…

ଶାଢୀ ଭିତରେ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ଯର ଗଞ୍ଜେଇ ଚାଲାଣ: ମହିଳାଙ୍କ ସହ ୨ ଅଭିଯୁକ୍ତ ଗିରଫ

କଳାହାଣ୍ଡି(କେନ୍ଯୁଜ୍): ଶାଢୀ ଭିତରେ ଚାଲିଥିଲା ଗଞ୍ଜେଇ ଚାଲାଣ । ପୋଲିସ ହାବୁଡରେ ପଡିଗଲେ ମହିଳାଙ୍କ ସହ ୨ଅଭିଯୁକ୍ତ । ଶାଢୀ ନେଇ ଯାଉଥିବା ଏକ ବୋଲେରୋ ଭିତରୁ ୧୬୬ କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତ ଗିରଫ କରିଛି କଳାହାଣ୍ଡି କେସିଙ୍ଗା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୁରୁଷ…

କାର୍ ଡିକିରୁ ଜବତ ହେଲା ୫ଲକ୍ଷ ଟଙ୍କାର ନୀଳ ଜହର, ୩ ବେପାରୀଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ୱର(କେନ୍ଯୁଜ୍): କାର୍ ଡିକିରୁ ଜବତ ହେଲା ନୀଳ ଜହର। ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା କମିଶନରେଟ୍‌ ପୋଲିସ। ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ। ଗଞ୍ଜେଇ ଜବତ ସହ ୩ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଫୁଲବାଣୀରୁ ଭୁବନେଶ୍ୱର ସାଲିଆସାହିକୁ ଚୋରା ଚାଲାଣ…

ରାଜଧାନୀରୁ କୋଟିଏ ଟଙ୍କା ଗଞ୍ଜେଇ ଜବତ କଲା ଏସଟିଏଫ୍‌, ୩ ବେପାରୀ ଗିରଫ

ଭୁବନେଶ୍ବର: ରାଜଧାନୀରୁ କୋଟିଏ ଟଙ୍କା ଗଞ୍ଜେଇ ଜବତ । କମିଶନରେଟ ପୋଲିସର ସହାୟତାରେ ୩ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍‌ । ସେମାନଙ୍କ ନିକଟରୁ ୧ କୁଇଣ୍ଟାଲ ୩୩ କେଜି ଗଞ୍ଜେଇ ସହ ଏକ କାର ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ହେବ ।…

କୋରାପୁଟର ଦୁର୍ଗମ ଅଂଚଳ ହାତିବାରିରୁ ୭୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ଯର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପାଡୁଆ ପୋଲିସକୁ ସଫଳତା । ଦୁର୍ଗମ ଅଂଚଳ ହାତିବାରିରୁ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ । ହାତୀବାରିରୁ ଆନ୍ଧ୍ରକୁ ଚାଲାଣ ହେଉଥିବାବେଳେ ଚଢାଉ କରିଥିଲା ପୋଲିସ । ଗଞ୍ଜେଇ ବୋଝେଇ ୨ଟି…

ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ବନ୍ଧା ହେଲେ ୨ କିନ୍ନର

ଭୁବନେଶ୍ୱର(କେନ୍ଯୁଜ୍): ଗଞ୍ଜେଇ ଚାଲାଣ ଅଭିଯୋଗରେ ବନ୍ଧା ହେଲେ କିନ୍ନର। ଭୁବନେଶ୍ୱର ରେଳ ଷ୍ଟେସନରୁ ୨ ଜଣ କିନ୍ନରଙ୍କୁ ଗିରଫ କରିଛି RPF। ସେମାନଙ୍କ ଠାରୁ ୧୫କେଜି ନୀଳ ଜହର ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ। ସନ୍ଦେହରେ ସେମାନଙ୍କ ନିକଟରେ…

କୋରାପୁଟ: ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡ଼ି ଚାଳକ ଓ ଚାଲାଣକାରୀ ଫେରାର୍

କୋରାପୁଟ: ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ସହ ୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ନନ୍ଦପୁର ଓ ପାଡ଼ୁଆ ପୋଲିସ । ଆନ୍ଧ୍ର ସୀମାନ୍ତରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଚନ୍ଦକା ନିକଟରେ ଗାଡ଼ିକୁ ଜବତ କରିଛି ପୋଲିସ। ତେବେ ଗାଡ଼ି ଚାଳକ ଓ ଚାଲାଣକାରୀ ଘଟଣାସ୍ଥଳରୁ…

ଲମତାପୁଟ ଓ ମାଛକୁଣ୍ଡ ପୋଲିସକୁ ବଡ ସଫଳତା: ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ : ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଲମତାପୁଟ ମାଛକୁଣ୍ଡ ପୋଲିସ ଦ୍ବାରା ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ପଣସ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ବାଡେଲ ଛକ ନିକଟରେ ପୋଲିସ ଦ୍ବାରା ଧରାପଡିଛି। ପାଖାପାଖି ୪୨୦ କେଜିର ଗଞ୍ଜେଇ ଜବତ କରିଛି ପୋଲିସ । ଗଞ୍ଜେଇ…

ପଣସ ବୋଝେଇ ଟ୍ରକ ମଧ୍ୟରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ଗିରଫ

କୋରାପୁଟ: ଗଞ୍ଜେଇ ଚାଲାଣର ନୂଆ ତରିକା। ପଣସ ବୋଝେଇ ଟ୍ରକ ମଧ୍ୟରୁ ୧୦ କ୍ୱିଣ୍ଟାଲ ୮କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୧କୋଟି ଟଙ୍କା ହେବ । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିବା ସହ ୪ଟି ମୋବାଇଲ ସହ ୩ହଜାର ୫ଶହ ଟଙ୍କା ଜବତ କରିଛି କୋରାପୁଟ ମାଛକୁଣ୍ଡ ପୋଲିସ୍‌ ।…

ଗଞ୍ଜେଇ ଚୋରା ଚାଲାଣରେ ମହିଳାଙ୍କୁ ସାମିଲ କରି ନେଲେଣି ମାଫିଆ, ଘରୋଇ ବସ୍‌ରୁ ମାଲ ସହ ୩ ଜଣ ଗିରଫ

ନବରଙ୍ଗପୁର: ଗଞ୍ଜେଇ କାରବାରରେ ମହିଳାଙ୍କ ସମ୍ପୃକ୍ତି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଅର୍ଥ ଉପାର୍ଜନର ସହଜ ଉପାୟ ପାଲଟିଛି ଗଞ୍ଜେଇ ବେପାର । ବ୍ରହ୍ମପୁରରୁ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀକୁ ଯାଉଥିବା ଏକ ଘରୋଇ ବସରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲା…

ରାଜଧାନୀରୁ ପୁଣି ୫୦ କେଜି ଗଞ୍ଜେଇ ଜବତ: ୨ ମହିଳା ଏବଂ ଜଣେ ପୁରୁଷକୁ ବାନ୍ଧିଲା ଅବକାରୀ ବିଭାଗ

ଭୁବନେଶ୍ବର: ରାଜଧାନୀରୁ ପୁଣି ମହିଳା ଗଞ୍ଜେଇ ବେପାରୀ ଗିରଫ । ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷକୁ ବାନ୍ଧିଲା ଅବକାରୀ ବିଭାଗ । ଏମାନଙ୍କଠାରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଭୋରରୁ ଅବକାରୀ ବିଭାଗ ତମାଣ୍ଡୋ ଏନଏଚ ପାଖରେ ପାଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ବୋଝେଇ ଟାଟା ଏସି ପିକଅପକୁ…

ଲମତାପୁଟ-ମାଛକୁଣ୍ଡ ପୋଲିସକୁ ସଫଳତା: ବାଙ୍ଗୁରଗୁଡ଼ା ଘାଟି ନିକଟରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡ଼ି ଜବତ

କେରାପୁଟ: ଲମତାପୁଟ -ମାଛକୁଣ୍ଡ ପୋଲିସକୁ ସଫଳତା । ସଗର ଛକ ନିକଟ ବାଙ୍ଗୁରଗୁଡ଼ା ଘାଟି ନିକଟରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡ଼ି ଜବତ ହୋଇଛି। ଟ୍ରାକ୍ଟରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। ୩ କ୍ୱିଣ୍ଟାଲ ୯୦ କେଜି ଗଞ୍ଜେଇ ସହ ଟ୍ରାକ୍ଟରକୁ ଜବତ କରାଯାଇଛି।…