Browsing Tag

ganja

ପୁଣି ୨୫ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଜବତ କଲା ମୋହନା ପୋଲିସ୍, ୨ ଗିରଫ

ମୋହନା: ଗଜପତି ଜ଼ିଲ୍ଲା ଚାନ୍ଦିପୁଟ ଏବଂ ଲୁହାଗୁଡ଼ି ରାସ୍ତାରେ ପେଟ୍ରୋଲିଙ୍ଗ ବେଳେ କଳାମେରି ଗ୍ରାମ ନିକଟରୁ ଏକ ଟାଟା ଡାୟକର ଗାଡିରେ ୧୩ଟି ପ୍ଲାଷ୍ଟିକ ବ୍ୟାଗରେ ଚାଲାଣ ହେଉଥିବା ୩ କୁଇଣ୍ଟାଲ ୯୧କେଜିର ଗଞ୍ଜେଇ ଜବତ କରିଛି ମୋହନା ପୋଲିସ୍  l ଏହି ଗଞ୍ଜେଇ ଗଜପତି ଜ଼ିଲ୍ଲା ରଣାଲଇ…

ଗଜପତି ପରେ ଏବେ କନ୍ଧମାଳ ଜିଲ୍ଲାରେ ବ୍ୟାପିଲାଣି ଗଞ୍ଜେଇ ଚୋରାଚାଲଣ, ୮ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ

କନ୍ଧମାଳ(କେନ୍ୟୁଜ୍):  କରୋନା ସମୟରେ ବେଶ୍ ସକ୍ରିୟ ହୋଇ ପଡିଛନ୍ତି ଚୋରା ଗଞ୍ଜେଇ ବେପାରୀ। ଗଜପତି ଠାରୁ ଆରମ୍ଭ କରି କନ୍ଧମାଳ ପର୍ଯ୍ୟନ୍ତ ସବୁଠି ସକ୍ରିୟ ଚୋରା ଗଞ୍ଜେଇ ଚାଲାଣକାରୀ। ଜଣକ ପରେ ଜଣେ ଧରା ପଡି ଜେଲର ହାୱା ଖାଉଥିଲେ ମଧ୍ୟ ଏଥିପ୍ରତି ଭୟ ରହୁନାହିଁ  କିଛି ଅଭ୍ୟାସଗତ ଚୋରା…

ପେଟ୍ରୋଲିଂ ବେଳେ ପିଆଜ ଟ୍ରକ୍‌ରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ମୋହନା ପୋଲିସ୍, ୨ ଚାଲାଣକାରୀ ଗିରଫ

ମୋହନା: ପିଆଜ ଟ୍ରକ୍‌ରୁ ଗଞ୍ଜେଇ ଜବତ । ପେଟ୍ରୋଲିଂ ବେଳେ ୧୦ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା । ଲୁହଗୁଡି ନିକଟରେ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ଗଞ୍ଜେଇ ଜବତ ହୋଇଛି । ୩୮ଟି ପ୍ଳାଷ୍ଟିକ ବ୍ୟାଗ୍‌ରେ ବନାରସ ଚାଲାଣ ହେଉଥିଲା…

ଆଳୁ ବୋଝେଇ ଗାଡିରେ ଗଞ୍ଜେଇ ଚୋରା ଚାଲାଣ, ୨ଅଭିଯୁକ୍ତ ଗିରଫ

ବାଲିଗୁଡା(କେନ୍ଯୁଜ୍): ଆଳୁ ବୋଝେଇ ଗାଡିରେ ଗଂଜେଇ ଚୋରା ଚାଲାଣ ନେଇ ନୂଆଗାଁ ପୋଲିସର ଚଢାଉ। ନୂଆଗାଁ ଥାନା ଶୀର୍ତ୍ତିଗୁଡା ନିକଟରେ ଏକ ବୋଲେରୋ ମାକ୍ସ ପିକଅପ୍ ଗାଡି ସହ ୧୩୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ପଶ୍ଚିମବଙ୍ଗର ଦୁଇ ଜଣକୁ ଗିରଫ…

ଭୁବନେଶ୍ୱରରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ୱର: କିଛି ଦିନର ବିରତି ପରେ ପୁଣି ରାଜଧାନୀରେ ମାତିଲେ ଗଞ୍ଜେଇ ବେପାରୀ । ଭୁବନେଶ୍ୱରରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଗିରଫ ହୋଇଥିବା ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ତେବେ ଲକ୍‌ଡାଉନ୍‌ ନିୟମ କୋହଳ…

ମାଲକାନଗିରି ପୋଲିସ ଦ୍ବାରା ଏକ କୋଟି ୨୦ହଜାର ଟଙ୍କାର ଗଞ୍ଜେଇ ଜବତ, ୪ଗିରଫ

ମାଲକାନଗିରି : ଏକ କୋଟି ୨୦ହଜାର ଟଙ୍କାର ଗଞ୍ଜେଇ ଜବତ। ମାଲକାନଗିରି ପୋଲିସ ଦ୍ବାରା ଏହି ଗଞ୍ଜେଇ ଜବତ ହୋଇଥିବା ସହ ୪ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପାଟ୍ରୋଲିଂ ବେଳେ ଅର୍କେଲ ପୋଲିସ ଚଢଉ କରି ୨ହଜାର କିଲୋ ଗଞ୍ଜେଇ ଜବତ କରିବା ସହିତ ଚାଲାଣକାରୀଙ୍କୁ ଗିରଫ କରିଛି।…

ଯାଜପୁର: ଗଞ୍ଜେଇ ଚୋରା ବ୍ୟବସାୟଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ସଜା ଶୁଣାଇଲେ ଜିଲ୍ଲା ଦୌରାଜଜ

ଯାଜପୁର ଟାଉନ(କେନ୍ୟୁଜ୍): ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ଦୁଇ ବ୍ୟବସାୟୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଜିଲା ଦୌରାଜଜ । ଗତ ୨୦୧୭ ମସିହା ଡିସେମ୍ବର ୬ ତାରିଖରେ ଯାଜପୁର କୁଆଖିଆ ଥାନା କଲଣ ଗାଁରେ ଧର୍ମଶାଳା ଅବକାରୀ ବିଭାଗ ଚଢ଼ାଉ କରି ଟିମସେନ ସାହୁ ଏବଂ…

ଗଜପତି: ମୋହନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ଗଞ୍ଜେଇ ଗଛ ସଫା ଅଭିଯାନ, ୧୮ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା(କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ଗଞ୍ଜେଇ ଗଛ ସଫା ଅଭିଯାନ ଜାରି ରହିଛି l ଶନିବାର ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ପୁଣି ୧୮ କୋଟିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି l ଉକ୍ତ ଜଙ୍ଗଲ ରେ…

ଭୁବନେଶ୍ବର: ଯୁବକଙ୍କୁ ଅପହରଣ କଲେ ଗଞ୍ଜେଇ ବେପାରୀ, ଇନଫୋସିଟି  ପୋଲିସ କଲା ଗିରଫ

ଭୁବାନେଶ୍ବର(କେନ୍ୟୁଜ୍):  ଗତ ବୁଧବାର  ଦିନ ସୁନିଲ ମହାନ୍ତି ନାମକ ଜଣେ  ଯୁବକ ନିଜ ସ୍କର୍ପିଓ ଗାଡିରେ ନିଜ ଘର ନୟାଗଡ଼କୁ ଫେରୁଥିବା ବେଳେ ଇନଫୋସିଟି ଅଞ୍ଚଳରୁ ଅପହରଣ କରିନେଲେ କିଛି ଦୁର୍ବୃତ୍ତ । ଆଉ ସୁନିଲଙ୍କ ବାପାଙ୍କୁ ଫୋନ ଯୋଗେ ସୁନିଲଙ୍କ ମୁକ୍ତିପାଇଁ ୩ଲକ୍ଷ ଟଙ୍କା ଦାବି କରିଥିଲେ।…

ଗଞ୍ଜେଇ ଚାଲାଣକାରୀଙ୍କୁ ସୁରକ୍ଷା ଦେଉଛନ୍ତି ପୋଲିସ କର୍ମଚାରୀ

ସୁବର୍ଣ୍ଣପୁର(କେନ୍ଯୁଜ୍) : ପୋଲିସର ସୁରକ୍ଷା ବଳୟ ଭିତରେ ଗଞ୍ଜେଇ ଚାଲାଣ ଅଭିଯୋଗ। ଆଉ ନାଟକୀୟ ଭାବେ ଗାଁ ଲୋକଙ୍କ ହାତରେ ଧରାପଡ଼ିଲେ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀ। ଗଂଜେଇ ବୋଝେଇ ଏକ ଅଲ୍‌ଟୋକୁ ଏସକର୍ଟ କରିବା ବେଳେ ଗାଁ ଲୋକ ୩ ପୋଲିସ କର୍ମଚାରୀଙ୍କୁ ଧରି ରାତି ତମାମ ଅଟକ ରଖିଥିଲେ…