ଗଞ୍ଜାମ: ସୋରଡାରେ ଭୟଙ୍କର ବୋମା ବିସ୍ଫୋରଣ, ଜଣେ ମୃତ ଓ ଦୁଇ ଗୁରୁତର
ଗଞ୍ଜାମ (କେ ନ୍ୟୁଜ): ଗଞ୍ଜାମ ଜିଲ୍ଲା ସୋରଡା ବଡ଼ଗଡ଼ ଥାନା ଭିମପୁର ଗାଁରେ ଏହି ଭୟଙ୍କର ଅଘଟଣ ଘଟିଛି । ବାଣ ଭିଡୁଥିବାବେଳେ ହଠାତ ଘଟିଲା ବିସ୍ପୋରଣ। ଏହି ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ମୃତକ ଜଣଙ୍କ ବୁଲୁ ମଲ୍ଲିକ ବୋଲି ପରିଚୟ ମିଳିଛି ।…