Browsing Tag

ganjam corona positive

ଦୋକାନୀମାନଙ୍କ ପାଇଁ ୫ ସୂତ୍ରୀ ଗାଇଡ୍‌ଲାଇନ୍‌ ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ, ଏହି ସବୁ ନିୟମ ନମାନିଲେ ହେବ କଡା…

ଗଞ୍ଜାମ : ଗଞ୍ଜାମରେ କରୋନା ମୁକାବିଲା ପାଇଁ ଜିଲ୍ଲାର ଦୋକାନୀମାନଙ୍କ ପାଇଁ ୫ ସୂତ୍ରୀ ଗାଇଡ୍‌ଲାଇନ୍‌ ଜାରି କରିଛି ଜିଲ୍ଲା ପ୍ରଶାସନ । ଉକ୍ତ ଗାଇଡ୍‌ଲାଇନ୍ ଗୁଡିକ ହେଲା: -ଦୋକାନୀମାନେ ନିଜ ଦୋକାନ ସମ୍ମୁଖରେ ଡବଲ ବ୍ୟାରିକେଡ୍‌ ଲଗାଇବେ । -ଦୋକାନୀ ମାସ୍କ ପିନ୍ଧିବେ ଏବଂ ଦୋକାନା…

ଗଞ୍ଜାମରେ ସ୍ଥିତି ଗମ୍ଭୀର: ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ଟି ସହରାଞ୍ଚଳକୁ ୫ ଦିନ ପାଇଁ ସଟ୍‌ଡାଉନ୍‌

ଗଞ୍ଜାମ: ଗଞ୍ଜାମରେ ବଢୁଛି କରୋନା । ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ସର୍ବାଧିକ ପଜିଟିଭ୍‌ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଯାଉଛି ଜୀବନ । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ…

କୋଭିଡ଼ ପରିଚାଳନା ଦାୟିତ୍ୱ ପାଇଁ ଗଞ୍ଜାମ ଜିଲ୍ଲାକୁ ଗଲେ ଦୁଇ ଜଣ IAS ଅଫିସର

ଗଞ୍ଜାମ: ଗଞ୍ଜାମରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାକୁ ନଜରରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଗଞ୍ଜାମ ଜିଲ୍ଲାକୁ ପଠାଗଲା ୨ IAS ଅଫିସର । ପାରୁଲ ପଟଓ୍ଵାରୀଙ୍କୁ ସ୍ପେଶାଲ ADM ଗଞ୍ଜାମ ନିଯୁକ୍ତ କରାଯାଇଛି । ସେ ଛତ୍ରପୁର ଉପଖଣ୍ଡର କୋଭିଡ଼ ପରିଚାଳନା ଦାୟିତ୍ୱରେ ରହିବେ । ସେହିପରି…

ଦିନକୁ ଦିନ ବଢିବାରେ ଲାଗିଛି ସମସ୍ୟା: ଗଞ୍ଜାମ ପୋଲିସର ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମ : ଗଞ୍ଜାମ ପୋଲିସର ୫ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଗଞ୍ଜାମ୍‌ ଏସ୍‌ପି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । କରୋନା ଯୋଦ୍ଧାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସମସ୍ୟା ବଢିବାରେ ଲାଗିଛି । ପୋଲିସ କର୍ମଚାରୀଙ୍କ ସହ ଘରୋଇ ହସ୍ପିଟାଲର କର୍ମଚାରୀ ଓ ଡାକ୍ତରମାନେ ପଜିଟିଭ୍‌…

ଗଞ୍ଜାମରେ ଆଉ ନୂଆ ୫୦ ପଜିଟିଭ୍‌ ଚିହ୍ନଟ, ଏମାନଙ୍କ ଭିତରୁ ୧୩ଜଣ କୋଭିଡ୍‌ ଯୋଦ୍ଧା ସାମିଲ୍

ଗଞ୍ଜାମ: ଗଞ୍ଜାମରେ ପୁଣି ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତେବେ ଏହି ଚିହ୍ନଟଙ୍କ ମଧ୍ୟରେ ୧୩ଜଣ କୋଭିଡ୍‌ ଯୋଦ୍ଧା ଥିବା ଜଣାପଡିଛି। ସମୁଦାୟ ୫୦ ନୂଆ ପଜିଟିଭଙ୍କ ଭିତରୁ ଆସ୍କାରୁ ୮ଜଣ, ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରସେନରୁ ୩ଜଣ ,…

କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ…

ଗଞ୍ଜାମ: ପ୍ରବାସୀଙ୍କୁ କୋଭିଡ୍‌-୧୯ ପାଠ। କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶସାନ ପକ୍ଷରୁ ନୂଆ ନିୟମାବଳି ଜାରି ହୋଇଛି। କ୍ୱାରେଣ୍ଟାଇନ୍‌ରେ ରହୁଥିବା ପ୍ରବାସୀ ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ…

ଅଚାନକ ବଦଳି ଯାଇଛି ଓଡିଶାର ରଙ୍ଗ: ୭ ଦିନରେ ୮୩ ନୂଆ ଆକ୍ରାନ୍ତ, କେବଳ ୫ ଜିଲ୍ଲାରେ ୨୪୦ ପଜିଟିଭ୍ ଚିହ୍ନଟ

ଗଞ୍ଜାମ: ଚିନ୍ତା ବଢାଉଛି ଗଞ୍ଜାମ । ଗତ ସାତ ଦିନ ମଧ୍ୟରେ ୮୩ ଟି ମାମଲା ଆସିଛି । ମୋଟ ସଂକ୍ରମିତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ପ୍ରତିଶତ । ଏପଟେ ଅଚାନକ ବଦଳି ଯାଇଛି ଚିତ୍ର ଓ ରଙ୍ଗ । ଗତ ୧୦ ଦିନ ଅର୍ଥାତ ଏପ୍ରିଲ ୨୯ ତାରିଖରେ ୯ଟି ଜିଲ୍ଳା ଅର୍ଥାତ୍ ଗଞ୍ଜାମ,…

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର, ସଂକ୍ରମିତ ଜଣଙ୍କ ୧୮ ବର୍ଷୀୟ ଯୁବକ

ଗଞ୍ଜାମ: ଗଞ୍ଜାମରେ ଚିନ୍ତା ବଢାଉଛନ୍ତି ସୁରତ ଫେରନ୍ତା । ଆଜି ଚିହ୍ନଟ ହୋଇଥିବା ଆଉ ଜଣେ ଆକ୍ରାନ୍ତ ସୁରତ ଫେରନ୍ତା । ଆକ୍ରାନ୍ତ ଜଣଙ୍କ ୧୮ ବର୍ଷୀୟ ଯୁବକ । ସେ ସୁରତରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ । ତାଙ୍କ ନମୁନା ପଜିଟିଭ୍‌ ବାହାରିଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ତିନି ଜଣ ଯାକ…

ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଆଉ ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏହାର ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାର ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ। ଏହି ଆକ୍ରାନ୍ତଙ୍କୁ ମିଶାଇ…

ଗଞ୍ଜାମରେ ପହଁଚିଲା କରୋନା, ଆଜି ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ଥମିବାରେ ନାଁ ଧରୁନି କିଲର ଭାଇରସ କରୋନା। ଆଜି ଆଉ ଦୁଇ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ଜିଲ୍ଲାରେ ଆଜି ପ୍ରଥମ ଥର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର…