Browsing Tag

ganjam corona

ଆସନ୍ତାକାଲିଠୁ ୭ ଦିନ ପାଇଁ ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ୭ ଦିନ ପାଇଁ ବନ୍ଦ। ଆସନ୍ତାକାଲିଠୁ ୨୧ ତାରିଖ ଯାଏଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ଧାର୍ମିକ ଅନୁଷ୍ଠାନ ଗୁଡିକୁ ସାନିଟାଇଜ୍‌ କରାଯିବ। ତେବେ ଧର୍ମାନୁଷ୍ଠାନରେ ରୀତିନୀତି ଅନୁଯାୟୀ ପୂଜାପାଠ ଜାରି ରହିବ। ମେରୁ ଯାତ୍ରା ଓ ପଣା…

ଗଞ୍ଜାମ: ଐତିହାସିକ ପୀଠ ମା ବୁଢାକେନ୍ଦୁଙ୍କ ଶକ୍ତି ପୀଠରେ ବନ୍ଦ ରହିଲା ବୁଢାକେନ୍ଦୁ ଯାତ୍ରା, କରୋନା କଟକଣା ପାଇଁ…

ଗଞ୍ଜାମ : କରୋନା କଟକଣା ପାଇଁ ବନ୍ଦ ରହିଛି ପରମ୍ପରା । ଗଞ୍ଜାମ ବେଲଗୁଣ୍ଠା ବ୍ଳକର ଐତିହାସିକ ପୀଠ ମା ବୁଢାକେନ୍ଦୁଙ୍କ ଶକ୍ତି ପୀଠରେ ବନ୍ଦ ରହିଛି ବୁଢାକେନ୍ଦୁ ଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଳ୍ପ କିଛି ଭକ୍ତଙ୍କୁ ଛାଡ଼ିଦେଲେ ମନ୍ଦିର ପରିବେଶ ସମ୍ପୂର୍ଣ୍ଣ ଖାଁଖାଁ ଥିଲା ।…

ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ଲକ୍‌ଡାଉନ୍‌

ଗଞ୍ଜାମ : ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ ଗଞ୍ଜାମ ଜିଲ୍ଲା । ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସକାଳ ୫ଟାରୁ ଦିନ ୪ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଦୋକାନୀ ଓ ଗରାଖ ଉଭୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯେଉଁ ଦୋକାନୀମାନେ…

ଦୋକାନ ସିଲ୍‌ ବେଳେ କୋଙ୍କରଡ଼ାରେ ଉତ୍ତେଜନା, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକଙ୍କ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କୋଙ୍କରଡ଼ାରେ ଉତ୍ତେଜନା । ଦୋକାନ ସିଲ୍‌ ବେଳେ ତହସିଲଦାର, ସରପଞ୍ଚଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକ । ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ହୋହଲ୍ଲା କରିବା ସହ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ପାଟପୁର ଥାନା…

ଗଞ୍ଜାମ ଜିଲ୍ଲାରେ ଏମିତି ଚାଲିଛି କରୋନା ସଚେତନତା, ଛାତି ଥରାଇଦେବ ଏହି ଦୃଶ୍ୟ

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଦୁଇଟି ପିକ୍ଅପ ଭ୍ୟାନ୍ ରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ କାହା ମୁହଁ ରେ ବି' ମାସ୍କ ନାହିଁ କିମ୍ବା ସାମାଜିକ ଦୂରତା କୁ ଗୁରୁତ୍ୱ ଦିଆଯାଇ ନାହିଁ । ଗଞ୍ଜାମ ଜିଲ୍ଲାରେ କରୋନା…

ସୁସ୍ଥ ହୋଇ ଫେରିଲେ ଆସିକା ପୋଲିସ ଉପଖଣ୍ଡର ୧୨ ଜଣ କରୋନା ଯୋଦ୍ଧା

ଗଞ୍ଜାମ:ସୁସ୍ଥ ହୋଇ ଫେରିଲେ ଆସିକା ପୋଲିସ ଉପଖଣ୍ଡର ୧୨ ଜଣ କରୋନା ଯୋଦ୍ଧା। ସୁସ୍ଥ ହୋଇ .ଫେରିବା ପରେ ସେମାନେ ଏବେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସମ୍ପୃକ୍ତ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଗଞ୍ଜାମ ଏସ୍‌ପି .ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏ ନେଇ ଆସିକା ଥାନା…

ଜୁଲାଇ ୩୧ ଯାଏ ଗଞ୍ଜାମ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧକ, ଟ୍ବିଟ୍ କରି ଜଣାଇଲେ ଜିଲ୍ଲାପାଳ

ବ୍ରହ୍ମପୁର: କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଓଡିଶା ମଧ୍ଯ ବେଶ୍ ପ୍ରଭାବିତ ହୋଇଛି । ଖାସ୍ କରି ଗଞ୍ଜାମ ଜିଲ୍ଲାରେ ଏହି ମହାମାରୀ ନିଜର ଉଗ୍ର ରୂପ ଦେଖାଇଛି । ଏଠାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ଯା ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ଜୁଲାଇ ୩୧…

ଦିନକୁ ଦିନ ବଢିବାରେ ଲାଗିଛି ସମସ୍ୟା: ଗଞ୍ଜାମ ପୋଲିସର ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମ : ଗଞ୍ଜାମ ପୋଲିସର ୫ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଗଞ୍ଜାମ୍‌ ଏସ୍‌ପି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । କରୋନା ଯୋଦ୍ଧାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସମସ୍ୟା ବଢିବାରେ ଲାଗିଛି । ପୋଲିସ କର୍ମଚାରୀଙ୍କ ସହ ଘରୋଇ ହସ୍ପିଟାଲର କର୍ମଚାରୀ ଓ ଡାକ୍ତରମାନେ ପଜିଟିଭ୍‌…

ଗଞ୍ଜାମରେ ଆଉ ନୂଆ ୫୦ ପଜିଟିଭ୍‌ ଚିହ୍ନଟ, ଏମାନଙ୍କ ଭିତରୁ ୧୩ଜଣ କୋଭିଡ୍‌ ଯୋଦ୍ଧା ସାମିଲ୍

ଗଞ୍ଜାମ: ଗଞ୍ଜାମରେ ପୁଣି ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତେବେ ଏହି ଚିହ୍ନଟଙ୍କ ମଧ୍ୟରେ ୧୩ଜଣ କୋଭିଡ୍‌ ଯୋଦ୍ଧା ଥିବା ଜଣାପଡିଛି। ସମୁଦାୟ ୫୦ ନୂଆ ପଜିଟିଭଙ୍କ ଭିତରୁ ଆସ୍କାରୁ ୮ଜଣ, ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରସେନରୁ ୩ଜଣ ,…

କରୋନା ଆକ୍ରାନ୍ତରେ ସବୁ ଜିଲ୍ଲାକୁ ଟପି ଗଲା ଗଞ୍ଜାମ, ମୋଟ୍ ୭୧ ଜଣ ଚିହ୍ନଟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର (କେ ନ୍ୟୁଜ୍‌) : ରେକର୍ଡ଼ କଲା ଗଞ୍ଜାମ । ଗୋଟିଏ ଦିନରେ ୪୩ ପଜେଟିଭ୍ ଚିହ୍ନଟ । ଜିଲ୍ଲାରେ ଆଉ ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୨୦ରୁ ୨୫ ଜଣ ଆକ୍ରନ୍ତ ଚିହ୍ନଟ ହେଉଛନ୍ତି । ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଯାହା ରାଜ୍ୟରେ…