ଯୌତୁକ ନିଆଁରେ ଜଳିଲେ ଆରତୀ, ମେଡ଼ିକାଲରେ ତଦନ୍ତ କରୁଛି ପୋଲିସ
ଗଞ୍ଜାମ : ଯୌତୁକ ନିଆଁରେ ଜଳିଲେ ଆରତୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଅଭାବନୀୟ ଘଟଣା । ଗାଁର ଆକାଶ ପରିଡ଼ାଙ୍କ ପତ୍ନୀ ଆରତୀଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଆରତୀଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଆକାଶ…