Browsing Tag

ganjam district administration

ଗଞ୍ଜାମରେ ସ୍ଥିତି ଗମ୍ଭୀର: ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ଟି ସହରାଞ୍ଚଳକୁ ୫ ଦିନ ପାଇଁ ସଟ୍‌ଡାଉନ୍‌

ଗଞ୍ଜାମ: ଗଞ୍ଜାମରେ ବଢୁଛି କରୋନା । ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ସର୍ବାଧିକ ପଜିଟିଭ୍‌ । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଯାଉଛି ଜୀବନ । ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ…

ଗଞ୍ଜାମରେ ଆଉ ନୂଆ ୫୦ ପଜିଟିଭ୍‌ ଚିହ୍ନଟ, ଏମାନଙ୍କ ଭିତରୁ ୧୩ଜଣ କୋଭିଡ୍‌ ଯୋଦ୍ଧା ସାମିଲ୍

ଗଞ୍ଜାମ: ଗଞ୍ଜାମରେ ପୁଣି ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତେବେ ଏହି ଚିହ୍ନଟଙ୍କ ମଧ୍ୟରେ ୧୩ଜଣ କୋଭିଡ୍‌ ଯୋଦ୍ଧା ଥିବା ଜଣାପଡିଛି। ସମୁଦାୟ ୫୦ ନୂଆ ପଜିଟିଭଙ୍କ ଭିତରୁ ଆସ୍କାରୁ ୮ଜଣ, ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରସେନରୁ ୩ଜଣ ,…

ଆ…ହା..ଚିକେନ ସାଙ୍ଗକୁ, ବହଳିଆ ଡାଲି : ଜିଲ୍ଲା ପ୍ରଶାସନକୁ ପ୍ରଶଂସାରେ ପୋତି ପକାଇଲେ କ୍ୱାରେଣ୍ଟିନ…

ଗଞ୍ଜାମ: ଚିକେନ ସାଙ୍ଗକୁ,ବହଳିଆ ଡାଲି । ୨୧ ଦିନ କଣ ୩୦ ଦିନ କହିଲେ ବି ଆମେ ରହିବୁ। ଏକଥା କହିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ରେ ଏକ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ । ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ କରାଯାଇଥିବା…

କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ: ଗଞ୍ଜାମ ଜିଲ୍ଲା ପ୍ରଶାସନ…

ଗଞ୍ଜାମ: ପ୍ରବାସୀଙ୍କୁ କୋଭିଡ୍‌-୧୯ ପାଠ। କ୍ୱାରେଣ୍ଟାଇନ୍‌ ଅବଧି ଶେଷ ପରେ କୋଭିଡ୍‌ କମ୍ୟୁନିଟି ହେଲ୍‌ଥ ୱାର୍କର ଭାବେ କରିବେ କାମ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶସାନ ପକ୍ଷରୁ ନୂଆ ନିୟମାବଳି ଜାରି ହୋଇଛି। କ୍ୱାରେଣ୍ଟାଇନ୍‌ରେ ରହୁଥିବା ପ୍ରବାସୀ ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ…

ଗଞ୍ଜାମ ଜିଲ୍ଲା ପ୍ରଶାସନର ବଢ଼ିଆ ପଦକ୍ଷେପ : ଏସ୍‌ଏଚ୍‌ଜି ସଦସ୍ୟଙ୍କ ଜରିଆରେ ଟ୍ରଲିରେ ଆଳୁ ପିଆଜ ବୋହି ଘରେ ଘରେ…

ବ୍ରହ୍ମପୁର (କେନ୍ୟୁଜ୍): ଆଳୁ, ପିଆଜ ପାଇବାରେ ଅସୁବିଧା ହେଉଛି ନାଁ, ତେବେ ଆଉ ଚିନ୍ତା କରନ୍ତୁନି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ଭଲ ବ୍ୟବସ୍ଥା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଜରିଆରେ ଘରେ ଘରେ ଏହି ।ଦ୍ୟ ସାମଗ୍ରୀକୁ ଉଚିତ ମୂଲ୍ୟରେ ବିକ୍ରି କରିବାର ଉଦ୍ୟମ ଆରମ୍ଭ…

ମୋବାଇଲ୍‌ରେ ଏବେ ଲୋକଙ୍କ ଅଭିଯୋଗ ଶୁଣିବ ଗଞ୍ଜାମ ଜିଲ୍ଲା ପ୍ରାଶାସନ, ତୁରନ୍ତ ପଦକ୍ଷେପର ପ୍ରତିଶ୍ରୁତି

ଗଞ୍ଜାମ (କେନ୍ୟୁଜ୍): ରାଜ୍ୟ ସରକାରଙ୍କ ୫-ଟି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ । ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ତୁରନ୍ତ ସମାଧାନ ଓ ପଦକ୍ଷେପ ନେବା ଲାଗି ପ୍ରଶାସନ ପକ୍ଷରୁ ଏକ ୟୁନିକ୍ ଟେଲିଫୋନ ବା ମୋବାଇଲ ନମ୍ୱର ଜାରି…