Browsing Tag

ganjam district

ଦଶମ ରେଜଲ୍ଟ ବାହାରିବା ପୂର୍ବରୁ ଛାତ୍ରୀଙ୍କ ଆତ୍ମହତ୍ୟା, ଦେହରେ ଲଗାଇ ଦେଲେ ନିଆଁ

ବ୍ରହ୍ମପୁର (କେନ୍ୟୁଜ): ଦିଗପହଣ୍ଡି ରାଣୀ ସାହିରେ ମାଟ୍ରିକ ରିଜଲ୍ଟ ବାହାରିବା ପୂର୍ବରୁ ଜଳିଗଲେ ଛାତ୍ରୀ । ଛାତ୍ରୀଙ୍କ ନା କଳ୍ପନା ଜେନା । ନିଜ ଦେହରେ କିରୋସିନି ଢାଳି ଲଗାଇଦେଲେ ନିଆଁ । ହେଲେ ସେ କାହିଁକି ଏପରି କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପଦ୍ମନାଭପୁର ଏକ ଘରୋଇ…

ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ରାଜା ଡ଼ଃ ଉଦୟ ନାରାୟଣ ଦେବଙ୍କ ଭୁବନେଶ୍ୱର ବାସ ଭବନରେ ପରଲୋକ

ବ୍ରହ୍ମପୁର (କେନ୍ୟୁଜ): ବିଶିଷ୍ଟ ପକ୍ଷୀ ବିଶାରଦ ତଥା ଗଞ୍ଜାମ ଜ଼ିଲ୍ଲା ସାନ ଖେମୁଣ୍ଡି ରାଜା ଡ଼ଃ ଉଦୟ ନାରାୟଣ ଦେବଙ୍କ ୮୬ ବର୍ଷ ବୟସ ରେ ଭୁବନେଶ୍ୱର ବାସ ଭବନ ରେ ପରଲୋକ ହୋଇଯାଇଛି। ମର ଶରୀର ଆମ୍ବୁଲାନ୍ସ ଯୋଗେ ପୋଡାମାରି କୁ ଆସିବାର କାର୍ଯ୍ୟକ୍ରମ ରହିଛି । ରାଜା ଙ୍କ ଜନ୍ମ ୧୯୩୫…

ଆଜିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ବନ୍ଦ: ସମୁଦ୍ର କୂଳ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କଲା ଜିଲ୍ଲାପ୍ରଶାସନ

ଗଞ୍ଜାମ(କେନ୍ୟୁଜ୍):  ଆଜିଠୁ ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି । ସମୁଦ୍ର କୂଳ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରିଛି ଜିଲ୍ଲାପ୍ରଶାସନ। ଆଗକୁ ଆସୁଥିବା ଉତ୍ସବରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବେଳାଭୂମିକୁ ବନ୍ଦ…

ବନ୍ଦ ହେବ ଗଞ୍ଜାମ ଜିଲ୍ଲାର ଦୁଇଟି କୋଭିଡ ହସ୍ପିଟାଲ, ଡିସେମ୍ବର ୨୧ରୁ ବନ୍ଦ ହେବ ଆଡମିଶନ୍

ଗଞ୍ଜାମ(କେନ୍ୟୁଜ୍): ବନ୍ଦ ହେବ ଗଞ୍ଜାମ ଜିଲ୍ଲାରେ ଚାଲିଥିବା  ଦୁଇଟି କୋଭିଡ ସେଣ୍ଟର। କରୋନା ଆକ୍ଟିଭ କେସ ହ୍ରାସ ପାଉଥିବାରୁ  ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ଦୁଇଟି ହସ୍ପିଟାଲ ହେଉଛି ଶୀତଳପଲ୍ଲୀସ୍ଥିତ ଟାଟା…

କୁନି କାନ୍ଧରେ ପରିବାର ବୋଝ, ତିନି ପ୍ରାଣୀ ପେଟ ପୋଷିବା ପାଇଁ ଚାହା ଦୋକାନ ଦେଇ ରୋଜଗାର କରୁଛି ବାପ ଛେଉଣ୍ଡ ଝିଅ

ଗଞ୍ଜାମ(କେ ନ୍ୟୁଜ): ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ସୁରୁଖୁରୁରେ ଚାଲିଥିଲା ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର କାଳିଆ ମହାକୁଡ଼ଙ୍କ ସଂସାର ।ସୁରଟରେ ମୂଲ ଲାଗି ପରିବାରର ଗୁଜୁରାଣ ମେଣ୍ଟାଈ ଆସୁଥିଲେ କାଳିଆ । କିନ୍ତୁ ଦଇବ ବୋଧେ ଏହା ସହିଲା ନାହିଁ,…

କରୋନା କଟକଣାକୁ ମାନୁନି ଚାଷୀ ମନ, ସାର ଟିକେ ପାଇବା ପାଇଁ ଲାଗୁଛି ନାହିଁ ନଥିବା ଭିଡ

ଗଞ୍ଜାମ(କେ ନ୍ୟୁଜ): କରୋନା ଚିନ୍ତା, ପରେ ମୌସୁମୀ ବର୍ଷା ଚିନ୍ତା ଏବେ ଚାଷୀଙ୍କ ପାଇଁ ଚିନ୍ତା ପାଲଟିଛି ଜମିରେ ସାର ପକାଇବା । କିନ୍ତୁ ଦରକାର ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ମିଳିପାରୁ ନଥିବାରୁ ଚାଷୀଙ୍କ ବ୍ୟାକୁଳତା ବଢ଼ିବାରେ ଲାଗିଛି । ଯେଉଁଥି ସାର ଟିକେ ମିଳୁଛି ବୋଲି…

ଗଞ୍ଜାମରେ ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି, ପରିସ୍ଥିତି ହେଉଛି ଅସମ୍ଭାଳ

ରାଜ୍ୟର କୋଣ ଅନୁକୋଣକୁ କରୋନା ନିଜ କବଳକୁ ନେବାରେ ଲାଗିଛି । ଏହାସହ ଦିନ କୁ ଦିନ ବଢ଼ିବାରେ ଲାଗିଛି ଦୈନନ୍ଦିନ ଆକ୍ରାନ୍ତ ସଂଖ୍ୟା । କରୋନାର ଏହି କରାଳ ଛାୟାରେ ସର୍ବାଧିକ ଆକ୍ରାନ୍ତ ହୋଇଛି ଦକ୍ଷିଣ ଓଡିଶା ଜିଲ୍ଲା ଗଞ୍ଜାମ । ଏଯାବତ ରାଜ୍ୟରେ ସମୁଦାୟ ୨୧୬୯୩ ଟି ପଜିଟିଭ କେସ ଚିହ୍ନଟ…

ଗଞ୍ଜାମ: ହିଞ୍ଜିଳିକାଟୁ ମ୍ୟୁନିସିପାଲିଟିର ୪ଟି ଓ୍ଵାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗଞ୍ଜାମ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସାଧାରଣ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟ ବଢ଼ାଯାଇଛି । ହିଞ୍ଜିଳିକାଟୁ ମ୍ୟୁନିସିପାଲିଟିର ୪ଟି ଓ୍ଵାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ସୁଚନା ମୁତାବକ ଓ୍ଵାର୍ଡ ନମ୍ବର ୬, ୧୦, ୧୨ ଓ ୧୬କୁ…

ଗଞ୍ଜାମରେ ଆଉ ନୂଆ ୫୦ ପଜିଟିଭ୍‌ ଚିହ୍ନଟ, ଏମାନଙ୍କ ଭିତରୁ ୧୩ଜଣ କୋଭିଡ୍‌ ଯୋଦ୍ଧା ସାମିଲ୍

ଗଞ୍ଜାମ: ଗଞ୍ଜାମରେ ପୁଣି ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତେବେ ଏହି ଚିହ୍ନଟଙ୍କ ମଧ୍ୟରେ ୧୩ଜଣ କୋଭିଡ୍‌ ଯୋଦ୍ଧା ଥିବା ଜଣାପଡିଛି। ସମୁଦାୟ ୫୦ ନୂଆ ପଜିଟିଭଙ୍କ ଭିତରୁ ଆସ୍କାରୁ ୮ଜଣ, ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରସେନରୁ ୩ଜଣ ,…

ଆଜିଠୁ ୧୦ଦିନ ଯାଏ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ

ଗଞ୍ଜାମ: ଆଜିଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଟ୍ବିଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର…

ଏକୋଇଶି ଦିନର ଏକାନ୍ତବାସ ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଫେରିଲେ ପ୍ରବାସୀ ଓଡ଼ିଆ, ଗଞ୍ଜାମ ଜିଲ୍ଲାପାଳ ଜଣାଇଲେ…

ବ୍ରହ୍ମପୁର ( କେ ନ୍ୟୁଜ୍) : ୨୧ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଘରକୁ ବାହାରିଲେ ପ୍ରବାସୀ ଓଡିଆ । ଏହି ଅବସରରେ ଗଂଜାମ ଜିଲ୍ଲା ଶେରଗଡ ଆଦର୍ଶ ବିଦ୍ୟାଳୟ ରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏମାନେ ବିଦାୟ ନେଇଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ…

ଗଞ୍ଜାମ ଜିଲ୍ଲା କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଭିଡିଓ କନଫରେନ୍ସିଂ ଜରିଆରେ…

ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଭିଡିଓ କନଫରେନ୍ସିଂରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମାନ୍ୟବର ବାଚସ୍ପତି । ଜିଲ୍ଲାରେ ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଉ ଗୋଟିଏ କୋଭିଡ୍‌ ହସ୍ପିଟାଲ…