Browsing Tag

ganjam news

ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁ ଚିରା ଶଙ୍ଖ ନିକଟ ଏକ ଚାଷ ଜମିରୁ ଠାବ ହୋଇଥିଲା ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ । ମୃତ ବ୍ୟକ୍ତି ହେଉଛନ୍ତି ଦେଓଗାଁ ଗାଁର ରମାକାନ୍ତ ପ୍ରଧାନ । ତାଙ୍କୁ ହତ୍ୟାକରି ଚାଷ ଜମିରେ ଫିଙ୍ଗି ଦିଆଯାଇଥିବା ଭଳି ଅଭିଯୋଗ କରିଛନ୍ତି…

ପୁଅର ଦୁଃଖ ଆଉ ସହି ପାରୁନି ବୁଢ଼ୀ ମା, ସହାୟତାକୁ ଅନେଇ ବସିଛି

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗାଁ ର କୁମାରୀ ଦାସ । ସବୁ କିଛି ଠିକ ଠାକ ଚାଲିଥିଲା ତାଙ୍କ ଜୀବନରେ । ପାଠ ପଢ଼ିସାରିବା ପରେ ପେଟ ପୋଷିବା ପାଇଁ ପୁଅ ବାସୁଦେବ ଗୁଜରାଟର ସୁରତକୁ ଯାଇଥିଲେ । ତେବେ ସେଠାରେ ହଠାତ୍ ଦେହ ଖରାପ ହେବାରୁ ତିନି ବର୍ଷ ତଳେ…

ବାଇକରେ ଆସି କାନ୍ଧରେ ସାଇକେଲ ଧରି ଛୁ, ସିସିଟିଭିରେ କଏଦ ହେଲା ଚୋରଙ୍କ କାରନାମା

ବ୍ରହ୍ମପୁର(କେନ୍ଯୁଜ୍): ବାଇକରେ ଆସି ସାଇକେଲ ଚୋରି। ଫିଲ୍ମି ଷ୍ଟାଇଲରେ ସାଇକେଲକୁ କାନ୍ଧରେ ଧରି ଚମ୍ପଟ ମାରିଲେ ଲୁଟେରା। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପୁରା ଚୋରି ଘଟଣା କଏଦ ହୋଇଛି ସିସିଟିଭିରେ। ବିଳମ୍ବିତ ରାତିରେ ୩ ଜଣ ଯୁବକ ପ୍ରଥମେ…

ସମ୍ପତ୍ତି ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ: ସାନ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇର ମୃତ୍ୟୁ

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆ ଫାଣ୍ଡି ଜଗତା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ସମ୍ପତ୍ତି ପାଇଁ ସାନ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇର ମୃତ୍ୟୁ । ସାନ ଭାଇ ରାଧା ପାଣିଗ୍ରାହୀ ଆଜି ହଠାତ୍ ବଡ଼ ଭାଇ କିଶୋର ପାଣିଗ୍ରାହୀଙ୍କ ଉପରକୁ…

ପ୍ରେମିକାଙ୍କୁ ପୋଡି ମାରିଦେବା ଘଟଣାର ତଦନ୍ତ ପାଇଁ ୨ଟି ଟିମ୍‌ ଗଠନ, ସିସିଟିଭି ଫୁଟେଜ ଓ ମୋବାଇଲ ଲୋକେସନ୍‌ ଉପରେ…

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମରେ ପ୍ରେମିକାକୁ ଜିଅନ୍ତା ଜାଳିଦେବା ଘଟଣାରେ ବଢି ବଢି ଚାଲିଛି ସନ୍ଦେହ। ତଦନ୍ତ ପାଇଁ ଗଠନ କରାଯାଇଛି ଦୁଇଟି ଟିମ୍‌ । ଗୋଟିଏ ଟିମ ମୁଜାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ତଦନ୍ତ ଚଳାଇଛି। ଅନ୍ୟ ଟିମ୍‌ ଅଭିଯୁକ୍ତ କୃଷ୍ଣଙ୍କ ପ୍ରତାପୁର ଘରକୁ ଯାଇ…

କାହିଁକି ଗଂଜାମ ଜିଲ୍ଲାରେ ଦେଖାଯାଆନ୍ତି ବିରଳ କୃଷ୍ଣସାର ମୃଗ ? ଜାଣନ୍ତୁ ଏହା ପଛର ରହସ୍ଯ

ଭଞ୍ଜନଗର(କେନ୍ଯୁଜ୍): ଦଳ ଦଳ ହୋଇ ମୁକ୍ତ ଏବଂ ଅବାଧରେ ବିଚରଣ କରୁଛନ୍ତି କୃଷ୍ଣସାର ମୃଗ । ପାଖ ପଡ଼ିଆରୁ ଆରମ୍ଭ କରି , ଗାଁ ଓ ରାସ୍ତାକଡ଼ରେ ଘୁରି ବୁଲୁଛନ୍ତି ଏହି ବିରଳବନ୍ଯପ୍ରାଣୀ । କେଉଁଠି ଯୋଡିହୋଇ ଲଢେଇ କରୁଛନ୍ତି ତ , କେଉଁଠି କୁଦାମାରି ଦଉଡୁଛନ୍ତି । କିଏ ଘାସ ଚରୁଛି ତ’ ଆଉ କିଏ…

କଙ୍ଗାରୁ କୋର୍ଟରେ ଜଣେ ଯୁବକ ଓ ଯୁବତୀଙ୍କୁ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇବା ପଡିଲା ମହଙ୍ଗା, ୫ ଗିରଫ

ଗଞ୍ଜାମ: କଙ୍ଗାରୁ କୋର୍ଟରେ ଜଣେ ଯୁବତୀ ଓ ଯୁବକଙ୍କୁ ଚପଲ ମାଳା ପିନ୍ଧାଇ ଗାଁ ବୁଲାଇବା ଘଟଣାରେ ୫ ଗିରଫ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଶରାବାଡି ପଞ୍ଚାୟତ କାଳିଆପଲ୍ଲୀ ଗାଁର ଘଟଣା । ଗତ ମହିଳା ଦିବସରେ ଗାଁର ଜଣେ ବିବାହିତ ଯୁବକଙ୍କ ସେହି ଗାଁର ଅନ୍ୟଜଣେ ମହିଳାଙ୍କ ସହ ସମ୍ପର୍କ ଥିବା…

ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ହେଲା ଧୁଆଁ ମୁକ୍ତ: ହଟିଲା କାଠ ଚୁଲି, ବଣ୍ଟନ ହେଲା ଗ୍ୟାସ ଚୁଲା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ହେଲା ଧୁଆଁ ମୁକ୍ତ । ଅଙ୍ଗନବାଡି କେନ୍ଦ୍ରରୁ ହଟିଲା କାଠ ଚୁଲି । ଏବେ ଗ୍ୟାସ ଯୋଗେ ଅତି ସୁରୁଖୁରୁରେ ରୋଷେଇ କାର୍ଯ୍ୟ ସମ୍ପନ୍ନ କରିବେ ଅଙ୍ଗନବାଡି କେନ୍ଦ୍ରର ରୋଷେୟା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।…

ଆଜିବି ବ୍ଯବହାର ହେଉଛି ଅଢା,ଗଉଣୀ,ସୋଲା: ଜାଣନ୍ତୁ ଏହି ତୁମ୍ବ କାରିଗରଙ୍କ ଜୀବିକା ଏବଂ ଏହାର ଚାହିଦା ବିଷୟରେ

ଗଞ୍ଜାମ: ବଦଳୁଛୁ ଯୁଗ ତା ସାଙ୍ଗକୁ ବଦଳିବାରେ ଲାଗିଛି ଆମ ଚାଲି ଚଳଣି । ସମୟ ସହିତ ତାଳ ଦେଇ ଆଧୁନିକତାକୁ ଗ୍ରହଣ କରିଛନ୍ତି ଆମେ। ତଥାପି ଆଜି ବି ପୂର୍ବ କାଳର ଏମିତି କିଛି ସାମଗ୍ରୀକୁ ବ୍ଯବହାର କରୁଛନ୍ତି ଲୋକେ। ତାଭିତରେ ଅଢା,ଗଉଣୀ,ସୋଲା ଅନ୍ଯତମ । ଏହାର ଚାହିଦା କେଉଁ ପୂର୍ବ ପୁରୁଷରୁ…

ମନେପଡ଼ିଯାଏ ଆଜି ସେହି ପିଲାଦିନ କାହାଣୀ, ଅତୀତର ସ୍ମୃତିକୁ ଜୀବିତ କରୁଛି ଗଂଜାମ ଜିଲ୍ଲାର ଏହି ଦୃଶ୍ଯ

ଭଞ୍ଜନଗର: ଜୀବନ ଓ ଜୀବିକା ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନଚର୍ଯ୍ଯାକୁ ପ୍ରଭାବିତ କରିଛି ମହାମାରୀ କରୋନା । ଜୀବନ , ଜୀବିକାଠାରୁ ଆରମ୍ଭ କରି ପରମ୍ପରା ଯାଏ ସବୁଠି ସୃଷ୍ଟି ହୋଇଛି ସମସ୍ଯା । ସମସ୍ତେ ଉଣା-ଅଧିକେ କ୍ଷତିଗ୍ରସ୍ତ ହୋଇଛନ୍ତି । ବଦଳିଛି ଲାଇଫ୍‌ ଷ୍ଟାଇଲ୍‌ । ଘର ପରିବାର…

ପୁଅ ଓ ଝିଅଙ୍କୁ ହରାଇ ନିଃସଙ୍ଗ ଜୀବନ ବିତାଉଛନ୍ତି ସ୍ବାମୀ-ସ୍ତ୍ରୀ, ଏବେ ଇଚ୍ଛା ମୃତ୍ୟୁ ଚାହୁଁଛନ୍ତି ଅନିତା

ଗଂଜାମ (କେନ୍ୟୁଜ) : ଯାହାଙ୍କ ପାଇଁ ସଂସାର କରିଥିଲେ ସେମାନେ ଚାଲିଗଲେ ଆରପାରିକୁ । ଅତିକ୍ରାନ୍ତ ବୟସରେ ନିଃସଙ୍ଗ ଜୀବନ ବିତାଇବାକୁ ପଡୁଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କୁ । ତଥାପି ସେତିକିରେ ଦୁଃଖ ସରିଲାନି ବରଂ ଦୁଇଗୁଣ ବଢ଼ିଗଲା । ସ୍ତ୍ରୀଙ୍କର ବାହାରିଲା ମାରାତ୍ମକ ପେଟ ରୋଗ । ଯାହା କିଛି…

ଘରୁ ଧାନ ନୁହେଁ ବାହାରୁଛି ବସ୍ତା ବସ୍ତା ଗଂଜେଇ, ୧୦୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ପରେ ଜନଶୂନ୍ୟ ପୂରା ଗାଁ 

ଗଂଜାମ : ଗଂଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଦସେଇପୁର ଗାଁ ନିକଟରେ ଥିବା କୃଷ୍ଣପୁର ଗାଁ । ଏହି ଗାଁ'କୁ ଲାଗିରହିଥିବା ପ୍ରାୟ କୋଡିଏ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଓ ପାଟପୁର ଥାନା ପୋଲିସ । ଗଞ୍ଜେଇ ବ୍ୟାପକ ପରିମାଣରେ…