Browsing Tag

ganjam

୩୫ ବର୍ଷ ପୁରୁଣା ମା’ ଶ୍ୟାମା କାଳୀ ମନ୍ଦିର

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ଡ଼ଭାର ଗାଁ ଶେଷ ମୁଣ୍ଡରେ ବାହୁଦା ନଦୀ ତଟରେ ରହିଛି ମା ‘ ଶ୍ୟାମା କାଳୀ ଙ୍କ ମନ୍ଦିର । ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ରେ ବହୁ ଭକ୍ତ ଏହି ମନ୍ଦିର କୁ ଆସିଥାନ୍ତି । ସୂଚନା ଅନୁସାରେ ମନ୍ଦିର ର ପୂଜାରୀଙ୍କୁ କାଳିସି ଲାଗେ । ଏହି ସମୟରେ ଭକ୍ତଙ୍କ ବିଭିନ୍ନ…

ଗଞ୍ଜାମ ପୁରୁଷୋତ୍ତମପୁରରେ ଯୁବକଙ୍କୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା ଘଟଣା: ୫ ଅଭିଯୁକ୍ତ ଗିରଫ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡିଘାଇରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ ଗିରଫ । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଗତକାଲି ଚିଙ୍ଗୁଡିଘାଇ ଗାଁରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ପୁରୀ ଜିଲ୍ଲାର ବାହୁଡା ସାହୁ…

ଦିନରାତି ଲାଗି ପଡ଼ିଥିଲେ ପାଠ ପଢାରେ, ଆଜି ମାଟ୍ରିକରେ ପାଇଲେ ୯୧ ପ୍ରତିଶତ ନମ୍ବର

ବ୍ରହ୍ମପୁର(କେନ୍ୟୁଜ୍‌): ଇଚ୍ଛାଶକ୍ତି, କୋଠର ପରିଶ୍ରମ ଓ ଗଭୀର ଅଧ୍ୟବସାୟ ବଳରେ ସଫଳତା ମିଳିଥାଏ । ପରିଶ୍ରମ ସାଜିଛି ସଫଳତା ପଛର ଚାବିକାଠି । ଖରା, ବର୍ଷା, ଶୀତ, କାକର ବାଧା ଦେଇ ପାରିନି ପାଠ ପଢିବାର ଇଚ୍ଛାକୁ । ପ୍ରତ୍ୟେକ ଦିନ ସାତରୁ ଆଠ କିଲୋମିଟର ସାଇକେଲରେ ଯାଉଥିଲେ ସ୍କୁଲ ଓ ଟିଉସନ…

ଜୀବନ ସହ ସଂଗ୍ରାମ କରି ଚାଲିଗଲେ ବାପ-ପୁଅ, ବିଶାଖାପାଟଣାରେ ବଞ୍ଚିବା ପାଇଁ ଲଢେଇ କରୁଛି ମାଆ

କେନ୍ୟୁଜ୍‌(ବ୍ୟୁରୋ): ମୃତ୍ୟୁ ଏମତି ବି ଆସେ । ଯାହା ଆପଣ କେବେ ଭାବି ନଥିବେ । ବାପା ଓ ପୁଅର ଗ୍ୟାସ ନିଆଁରେ ପୋଡ଼ି ମୃତ୍ୟୁ ହୋଇ ସାରିଥିବା ବେଳେ ହସପିଟାଲ ବେଡ୍‌ରେ  ଜୀବନ ସହ ସଂଗ୍ରାମ କରୁଛି ମାଆ । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଚିକିଟିଗଡ଼ରେ । ଗତ…

ଆରମ୍ଭ ହୋଇଛି ଭଞ୍ଜନଗରର ପ୍ରସିଦ୍ଧ ମା’ ଠାକୁରାଣୀ ଯାତ୍ରା, ଘଟବୋହି ସହର ପରିକ୍ରମା କରିଥାନ୍ତି ମହିଳା ମାନସିକଧାରୀ

କେନ୍ୟୁଜ୍‌(ବ୍ୟୁରୋ): ସରିଛି ରଙ୍ଗତୁଳୀର ଶେଷସ୍ପର୍ଶ । ସଜେଇ ହୋଇଛି ମାଆଙ୍କ ଘଟ । ଆକର୍ଷଣୀୟ ହୋଇଛି ମୁଖ୍ୟ ଓ ପାର୍ଶ୍ୱ ଦେବୀଙ୍କ ଘଟପ୍ରତିମା । ବିଭିନ୍ନ ଅଳଙ୍କାର ଓ ଫୁଲ ଧାରଣ କରି ମାନସିକ ଧାରୀ ମହିଳା ଭକ୍ତଙ୍କ ସହ ନଗର ଭ୍ରମଣରେ ବାହାରିବେ ମାଆ । ୨୧ଦିନ ବ୍ୟାପି ଚାଲିବ ମାଆଙ୍କ ଏହି…

ପ୍ରକୃତିର ସନ୍ତାନ ଖୋଜେ ପ୍ରକୃତ ଜୀବନ, ଜନଜାତି ଏବେବି ଭଲ ପାଏ ଜଙ୍ଗଲ ଜୀବନକୁ

ସୂର୍ଯ୍ୟ ଉଇଁଲେ ହସି ଉଠେ ଧରିତ୍ରୀ ରାଣୀ । ଚଳଚଞ୍ଚଳ ହୋଇ ଉଠେ ସବୁ କିଛି । ଠିକ୍ ସକାଳର ସ୍ୱଚ୍ଛତା ଓ ତାଜାପଣ ଭଳି ସେମାନେ ବି ସଦା ହସ ହସ । ପ୍ରକୃତିର ସନ୍ତାନ ସେମାନେ । ସେଇ ପ୍ରକୃତି କୋଳ ହିଁ ସେମାନଙ୍କ ପାଇଁ ମାତା ପିତା । ଜଙ୍ଗଗଲ, ପାହାଡ଼, ବୃକ୍ଷ ଓ ବନ୍ୟଜନ୍ତୁ ସେମାନଙ୍କ…

ବାହା ହୋଇ ଧରା ଛୁଆଁ ଦେଉନାହିଁ ଯୁବକ, ପ୍ରେମିକ ଘର ଆଗରେ ଧରଣା ଦେଲା ଆସାମରୁ ଆସିଥିବା ପ୍ରେମିକା

ବ୍ରହ୍ମପୁର(କେନ୍ୟୁଜ୍):ଦିଗପହଣ୍ଡି ଥାନା ଘୋଡାପଲାଣ ଗାଁରେ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣାରେ ବସିଲା ଆସାମରୁ ଆସିଥିବା ପ୍ରେମିକା।  ବିବାହ କରିଥିବା ନେଇ ଦାବୀ ଜଣାଇ ଈଗିନେସ ବାଘୱାର ନାମକ ମହିଳା ସଦାନନ୍ଦ ଗୌଡ଼ଙ୍କୁ ମୁମ୍ବାଇରେ ବିବାହ କରିଥିଲେ ମଧ୍ୟ ଆଉ ଧରାଛୁଆଁ ଦେଉନଥିବାରୁ…

ଗଞ୍ଜାମକୁ ମିଳିଲା ଦେଶର ଶ୍ରେଷ୍ଠ ‘ଜିଲ୍ଲା ପରିଷଦ’ ପୁରସ୍କାର, ଏହା ସହ ୫କୋଟି ଟଙ୍କାର ପୁରସ୍କାର ମିଳିଛି

କେନ୍ୟୁଜ୍(ବ୍ୟୁରୋ): ଛଅଟି ଜାତୀୟ ପୁରସ୍କାର ପାଇଲା ଗଞ୍ଜାମ ଜିଲ୍ଲା । ଗଞ୍ଜାମ ଜିଲ୍ଲା ପରିଷଦକୁ ଜାତୀୟ ପୁରସ୍କାର ମିଳିଛି । ଶ୍ରେଷ୍ଠ ଜିଲ୍ଲା ପରିଷଦ ଭାବେ ଗଞ୍ଜାମ ନ୍ୟାସନାଲ ପଞ୍ଚାୟତ ପୁରସ୍କୃତ ହୋଇଛି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ…

ସରିଲା ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା

ଶେଷହେଲା ଗଞ୍ଜାମର ପାରମ୍ପରିକ ଚୈତ୍ର ପର୍ବ ଦଣ୍ଡଯାତ୍ରା । ୧୩ ଦିନ ରୁ ଆରମ୍ଭ କରି ୨୧ ଦିନ ପର୍ଯ୍ଯନ୍ତ ଆୟୋଜିତ ଦଣ୍ଡଯାତ୍ରା , ଉଭୟ ମା'ସନ୍ତ ଓ ସଂକ୍ରାନ୍ତି ତିଥିରେ ଉଦଯାପିତ ହୋଇଯାଇଛି । ପ୍ରତି ଥର ଆୟୋଜିତ ଦଣ୍ଡଯାତ୍ରା ର ବିଧିବିଧାନ ସହ ଉଦଯାପନୀ ଯାତ୍ରା ତଥା ମେରୁଯାତ୍ରା କୁ ଭକ୍ତି…

ପାଳିତ ହୋଇଛି ଗଞ୍ଜାମ ପ୍ରସିଦ୍ଧ ପଞ୍ଚୁ ଦଣ୍ଡ ମେଳା

ଚଳିତ ଥର ଅନୁଷ୍ଠିତ ହୋଇଛି ଗଞ୍ଜାମ ର ପ୍ରସିଦ୍ଧ ଚୈତ୍ର ପର୍ବ ଦଣ୍ଡଯାତ୍ରା । ମାନସିକଧାରୀ ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଏହି ଦଣ୍ଡଯାତ୍ରାରେ ସବୁଠୁ ଆକର୍ଷଣୀୟ ହେଉଛି ପଞ୍ଚୁଦଣ୍ଡ ମହାମିଳନ । ଏନେଇ ଭଂଜନଗରର ଭେଜିପୁଟ , ଜିଲୁଣ୍ଡି , ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ…

ଯାତ୍ରା ମଞ୍ଚରେ ବୁଲିଲା ସତସତିକା ଭୂଜାଲି ଓ ଠେଙ୍ଗା, ଦଣ୍ଡଯାତ୍ରାରେ ଅଶ୍ଳୀଳ ନାଚକୁ ନେଇ ତୁମୁଳକାଣ୍ଡ

ଭଞ୍ଜନଗର(କେନ୍ୟୁଜ୍): ଦଣ୍ଡଯାତ୍ରାରେ ଅଶ୍ଳୀଳ ନାଚକୁ ନେଇ ତୁମୁଳକାଣ୍ଡ । ଯାତ୍ରା ମଞ୍ଚରେ ବୁଲିଲା ସତସତିକା ଭୂଜାଲି ଓ ଠେଙ୍ଗା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ୫ ଆହତ । ଗଂଜାମ ଜିଲ୍ଲା ଭଂଜନଗର ଥାନା ନୂଆଁମହୁଲିଆ ଗାଁରେ ଘଟିଛି ଏହି ଘଟଣା । ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଗାଁର…

ଗାଁ ଦାଣ୍ଡରେ ନିଆରା ବାହାଘର: ପ୍ରେମିକର ଘର ଆଗରେ ଶଙ୍ଖା ସିନ୍ଦୁର ପିନ୍ଧିଲା ପ୍ରେମିକା

ଗଞ୍ଜାମ (କେନ୍ୟୁଜ): ପ୍ରତିଶ୍ରୁତି ଏବଂ ପ୍ରେମର ଅଧିକାର ମାଗିଲା କିନ୍ତୁ ମିଳିଲାନି । କିଛି ଉପାୟ ନପାଇ ଧାରଣାରେ ବସିଲା, ଅଡିବସିଲା ବିବାହ ପାଇଁ । ଶେଷରେ ପ୍ରେମିକର ଘର ଆଗରେ ଏବଂ ଗାଁ ଦାଣ୍ଡରେ ବାହା ମୁକୁଟ ବାନ୍ଧି ଶଙ୍ଖା ସିନ୍ଦୂର ପିନ୍ଧିଲା । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା…