Browsing Tag

ganjei

ଗଞ୍ଜେଇ, ଚରସ, ଅଫିମ କେମିତି ପ୍ରସ୍ତୁତ ହୋଇଥାଏ ଜାଣନ୍ତି କି ….

ନିଶା କାହିଁକି କରେ ମଣିଷ ? ଏହାର ଉତ୍ତର ଡାକ୍ତରୀ ପାଠରେ କି ମନୋବିଜ୍ଞାନୀଙ୍କ ପାଖରେ ଥାଇ ପାରେ ହେଲେ ଏକଥା ସ୍ପଷ୍ଟ ଯେ କିଛି ଲୋକ କେବଳ ସଉକରେ ନିଶା ଖାଇଥାନ୍ତି । ଆଉ କିଛି ଏହାର କବଳରେ ପଡ଼ି ଯାଆନ୍ତି । ତେବେ ଆଜି ଜାଣିବା ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଆସେ କେଉଁଠୁ । ସେ ଟେଲିଭିଜନ…

ବ୍ରହ୍ମପୁର: ରାସ୍ତର ଡିଭାଇଡରରେ ଲଗାଯାଇଥିଲା ଗଞ୍ଜେଇ ଗଛ, ଫଟୋ ଭାଇରାଲ ପରେ କାଟିଲା ଅବକାରୀ ବିଭାଗ

ବ୍ରହ୍ମପୁର(କେନ୍ୟୁଜ୍): କନ୍ଧମାଳ କିମ୍ବା ଗଜପତି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ନୁହେଁ । ବ୍ରହ୍ମପୁର ସହର ମଧ୍ୟରେ ଗଞ୍ଜେଇ ଗଛ ଥିବା ଜଣା ପଡିଛି । ସହରର ପୁରୁଣା ବସ୍ ଷ୍ଟାଣ୍ଡ ଅନ୍ତର୍ଗତ ଟ୍ରେକର ଷ୍ଟାଣ୍ଡ ପାଖରେ ଦୀର୍ଘ ଦିନ ଧରି ଏକ ଗଞ୍ଜେଇ ଗଛଟି ରହିଥିଲା । ଏହାର ଏକ ଫୋଟ ଦୁଇ ଦିନ ତଳେ…

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା, ୧୦ କ୍ୱିଣ୍ଟାଲ ୬୦କେଜି ଗଞ୍ଜେଇ ସହ ୪ ଗିରଫ

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା। ୧୦ କ୍ୱିଣ୍ଟାଲ ୬୦କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୪ଜଣ ଗିରଫ ହୋଇଛନ୍ତି। ଏକ କାର୍କୁ ଅବକାରୀ ବିଭାଗ ପିଛା କରିବା ପରେ, ଏହି ଗଞ୍ଜେଇକୁ ଟିଟିବୁରୀରୁ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।…

ରୋଗୀ ନୁହେଁ ଆମ୍ବୁଲାନ୍ସରେ ଚାଲିଛି ଗଞ୍ଜେଇ ଚାଲାଣ

ଭୁବନେଶ୍ବର (କେନ୍ୟୁଜ୍) : ଅଭିନବ ଉପାୟରେ ଗଞ୍ଜେଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଧରିଛି ଅବକାରୀ ବିଭାଗ। ଘଟଣାରେ ୨ଜଣ ଆନ୍ତରାଜ୍ୟ ବେପାରୀଙ୍କୁ ଗିରଫ କରାଯାଇଛି। ଆମ୍ବୁଲାନ୍ସ ଭିତରୁ ପ୍ରାୟ ୨୫କେଜି ଗଞ୍ଜେଇ ଜବତ କରାଯାଇଛି। ଆମ୍ବୁଲାନ୍ସଟି ସୋନପୁରରୁ ଛତିଶଗଡ଼ ଯାଉଥିବା ଖବର ପାଇ…

ଫୁଲପଦର ମାଓ ପ୍ରବଣ ଅଂଚଳରେ ଚଢାଉ, ୮କୋଟି ୨୫ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି (କେନ୍ଯୁଜ୍) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଫୁଲପଦର ମାଓ ପ୍ରବଣ ଅଂଚଳରେ ଚଢାଉ। ଆର୍‌ଏସ୍‌ସି-1  ଓ ଆର୍‌ଏସ୍‌ସି-2   ମାଓ ପ୍ରବଣ ଅଂଚଳରେ ବ୍ୟାପକ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ । ଗଞ୍ଜେଇ ଗଛକୁ କାଟି ତାକୁ ପୋଡ଼ି ଦିଆଯାଇଛି । ପ୍ରାୟ…

ଆମ୍ବୁଲାନସ ଗାଡିରେ ଗଞ୍ଜେଇ!

ମାଲକାନଗିରି : ଦିନିକୁ ଦିନ ରାଜ୍ୟରେ ଗଞ୍ଜେଇ ଚାଲଣା ବଢ଼ିବାରେ ଲାଗିଛି। ନିକଟରେ ନକଲି ଆମ୍ବୁଲାନ୍‌ସ ଗାଡିରେ ହେଉଛି ଗଞ୍ଜେଇ ଚାଲାଣ । ମୃତଦେହକୁ ଯେପରି ଆମ୍ବୁଲାନ୍ସରେ ଧଳା କପଡ଼ା ଘୋଡାଇ ରଖାଯାଇଥାଏ, ଠିକ୍‌ ସେହିପରି ଗଞ୍ଜେଇ ବସ୍ତାକୁ ଧଳା କପଡ଼ା ଘୋଡାଇ ଆମ୍ବୁଲାନ୍‌ସରେ ରଖାଯାଇଥିଲା ।…