Odisha News
Browsing Tag

ganjei

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା, ୧୦ କ୍ୱିଣ୍ଟାଲ ୬୦କେଜି ଗଞ୍ଜେଇ ସହ ୪ ଗିରଫ

ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା। ୧୦ କ୍ୱିଣ୍ଟାଲ ୬୦କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୪ଜଣ ଗିରଫ ହୋଇଛନ୍ତି। ଏକ କାର୍କୁ ଅବକାରୀ ବିଭାଗ ପିଛା କରିବା ପରେ, ଏହି ଗଞ୍ଜେଇକୁ ଟିଟିବୁରୀରୁ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।…

ରୋଗୀ ନୁହେଁ ଆମ୍ବୁଲାନ୍ସରେ ଚାଲିଛି ଗଞ୍ଜେଇ ଚାଲାଣ

ଭୁବନେଶ୍ବର (କେନ୍ୟୁଜ୍) : ଅଭିନବ ଉପାୟରେ ଗଞ୍ଜେଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ଧରିଛି ଅବକାରୀ ବିଭାଗ। ଘଟଣାରେ ୨ଜଣ ଆନ୍ତରାଜ୍ୟ ବେପାରୀଙ୍କୁ ଗିରଫ କରାଯାଇଛି। ଆମ୍ବୁଲାନ୍ସ ଭିତରୁ ପ୍ରାୟ ୨୫କେଜି ଗଞ୍ଜେଇ ଜବତ କରାଯାଇଛି। ଆମ୍ବୁଲାନ୍ସଟି ସୋନପୁରରୁ ଛତିଶଗଡ଼ ଯାଉଥିବା ଖବର ପାଇ…

ଫୁଲପଦର ମାଓ ପ୍ରବଣ ଅଂଚଳରେ ଚଢାଉ, ୮କୋଟି ୨୫ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି (କେନ୍ଯୁଜ୍) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଫୁଲପଦର ମାଓ ପ୍ରବଣ ଅଂଚଳରେ ଚଢାଉ। ଆର୍‌ଏସ୍‌ସି-1  ଓ ଆର୍‌ଏସ୍‌ସି-2   ମାଓ ପ୍ରବଣ ଅଂଚଳରେ ବ୍ୟାପକ ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ । ଗଞ୍ଜେଇ ଗଛକୁ କାଟି ତାକୁ ପୋଡ଼ି ଦିଆଯାଇଛି । ପ୍ରାୟ…

ଆମ୍ବୁଲାନସ ଗାଡିରେ ଗଞ୍ଜେଇ!

ମାଲକାନଗିରି : ଦିନିକୁ ଦିନ ରାଜ୍ୟରେ ଗଞ୍ଜେଇ ଚାଲଣା ବଢ଼ିବାରେ ଲାଗିଛି। ନିକଟରେ ନକଲି ଆମ୍ବୁଲାନ୍‌ସ ଗାଡିରେ ହେଉଛି ଗଞ୍ଜେଇ ଚାଲାଣ । ମୃତଦେହକୁ ଯେପରି ଆମ୍ବୁଲାନ୍ସରେ ଧଳା କପଡ଼ା ଘୋଡାଇ ରଖାଯାଇଥାଏ, ଠିକ୍‌ ସେହିପରି ଗଞ୍ଜେଇ ବସ୍ତାକୁ ଧଳା କପଡ଼ା ଘୋଡାଇ ଆମ୍ବୁଲାନ୍‌ସରେ ରଖାଯାଇଥିଲା ।…