Browsing Tag

ganza seized

ଦାମୀ ଗାଡ଼ିରେ ଚାଲାଣ କରୁଥିଲେ ପୁଳା ପୁଳା ଗଞ୍ଜେଇ, ଗୋଡ଼ାଇ ଗୋଡ଼ାଇ ଅଭିଯୁକ୍ତଙ୍କୁ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ

ରାସ୍ତାରେ ଖୁବ୍‌ ଜୋର୍‌ରେ ଯାଉଛି କାର୍‌ ଟି ତା ପିଛାରେ ଯାଉଛି ପୋଲିସ ଭ୍ୟାନ୍‌ । କେତେବେଳେ ନାଲି କାର୍‌ଟି ଆଗରେ ପୋଲିସ ଭ୍ୟାନ୍‌ ଯାଉଛି ତ ପୁଣି କେତେବେଳେ ପୋଲିସ ଭ୍ୟାନ୍‌ ଆଗରେ ନାଲି କାର୍‌ଟି ଯାଉଛି । ବେଶ୍‌ କିଛି ସମୟ ଧରି ଚାଲିଥିଲା ଏପରି ଛକା ପଞ୍ଝା ।କାରଣ ଏ ଦୃଶ୍ୟ ରାସ୍ତାରେ…

ଗଞ୍ଜେଇ ଚୋରା ଚାଲାଣବେଳେ ୩ ଗିରଫ, ୭୧ କିଲୋ ଗଞ୍ଜେଇ ଜବତ

ଗଜପତି(କେନ୍ୟୁଜ): ଗଞ୍ଜେଇ ଚାଲାଣ ବେଳେ ଆରପିଏଫର ୨ କନେଷ୍ଟେବଳଙ୍କ ସମେତ ୩ ଗିରଫ । ଆନ୍ଧ୍ରପ୍ରଦେଶର ଇଛାପୁରମ ପୋଲିସକୁ ବଡ଼ ସଫଳତା | ଇଛାପୁରମରରୁ ପୁନେକୁ ଗଞ୍ଜେଇ ଚାଲାଣ ବେଳେ ପାରଳାଖେମୁଣ୍ଡିର ୩ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୨ଜଣ ଆରପିଏଫ କନେଷ୍ଟେବଳ ଅଛନ୍ତି । ୭୧…

ଯାତ୍ରୀବାହି ବସ୍ ରୁ ଗଞ୍ଜେଇ ଜବତ, ଦୁଇ ଚାଲାଣକାରି ଗିରଫ 

ମୋହନା(କେନ୍ୟୁଜ):  ଗଜପତି ଜିଲ୍ଲା ଅଡବା ପୋଲିସ୍ ଶନିବାର ସକାଳ ସମୟରେ ପାଇ ଗୁଡ଼ାରୀରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାମଧେନୁ ନାମକ ଏକ ଘରୋଇ ଯାତ୍ରୀବାହି ବସ୍ରୁ ଗଞ୍ଜେଇ ଜବତ କରିବା ସହ ଦୁଇ ଚାଲାଣକାରିଙ୍କୁ ଗିରଫ କରିଛି l ପୋଲିସ ବିଶ୍ୱସ୍ତ ସୁତ୍ର ରୁ ଖବର ପାଇ ଅଡବା ରେ ବସ୍ ଟିକୁ…

ଟ୍ରକ ସହ ଗଞ୍ଜେଇ ଜବତ, ଦୁଇ ଅନ୍ତଃରାଜ୍ୟ ମାଫିଆ ଗିରଫ

ମୋହନା (କେନ୍ୟୁଜ) : ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ତରବାଙ୍ଗ ଛକ ନିକଟରେ ଗୁରୁବାର ପୋଲିସ ଯାନବାହନ ଯାଞ୍ଚ କଲାବେଳେ ଏକ ଟାଟା ୧୧୦୯ ଟ୍ରକ ନଂ BR ୧୯ F ୧୨୫୦ ରୁ ୧୦ ଟି ଜରି ବ୍ୟାଗ ରୁ ୩୩୨ କେ.ଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଏହାସହ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ବିହାରର…

ଘରୁ ଧାନ ନୁହେଁ ବାହାରୁଛି ବସ୍ତା ବସ୍ତା ଗଂଜେଇ, ୧୦୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ପରେ ଜନଶୂନ୍ୟ ପୂରା ଗାଁ 

ଗଂଜାମ : ଗଂଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଦସେଇପୁର ଗାଁ ନିକଟରେ ଥିବା କୃଷ୍ଣପୁର ଗାଁ । ଏହି ଗାଁ'କୁ ଲାଗିରହିଥିବା ପ୍ରାୟ କୋଡିଏ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଓ ପାଟପୁର ଥାନା ପୋଲିସ । ଗଞ୍ଜେଇ ବ୍ୟାପକ ପରିମାଣରେ…

ଏକ କୁଇଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କଲା ବାସୁଦେବପୁର ପୋଲିସ

ଭଦ୍ରକ : ବିପୁଳ ପରିମାଣର ଗଞ୍ଜେଇ ଜବତ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ପକ୍ଷରୁ ଏହା ଜବତ ହୋଇଛି। ସୁଦର୍ଶନପୁର ପଞ୍ଚାୟତ ସ୍ଥିତ ମିରିଗାଁ ଛକ ରାସ୍ତାରେ ଗାଡ଼ି ଚେକିଂ ଚାଲିଥିଲା। ଏକ ହୋଣ୍ଡାଇ ଏକସେଣ୍ଟ ଗାଡିକୁ ଚେକିଂ କରିବା ସମୟରେ ତା ମଧ୍ୟରୁ ଏକ କୁଇଣ୍ଟାଲରୁ ଅଧିକ ହେବ ଗଞ୍ଜେଇ…

ଟ୍ରକ ସହ ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା (କେନ୍ୟୁଜ ବ୍ୟୁରୋ): ଯେମିତି ଲାଗୁଛି ଗଜପତି ଜିଲ୍ଲା ପାଲଟିଛି ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ l ଗଜପତି ଏସପି ତପନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆର୍.ଉଦୟଗିରି ଏଡିପିଓଙ୍କ ତତ୍ଵାବଧାନରେ ମୋହନା ଥାନା ଅଧିକାରୀ ଏହି ଗଂଜେଇ ଜବତ କରିଥିଲେ l ସୂଚନା ଅନୁଯାୟୀ ଅଡବା ଠାରୁ ମୋହନା ମଝି…

ପରିବା ଟ୍ରକ ଭିତରୁ ଜବତ କରାଗଲା ୮୦ ଲକ୍ଷ ଟଙ୍କାର ଗଂଜେଇ

ଭୁବନେଶ୍ଵର : ରାଜ୍ୟ ଏକ୍ସାଇଜ୍ ବିଭାଗ ମଙ୍ଗଳବାର ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ୮୦ ଲକ୍ଷରୁ ଅଧିକ ମୂଲ୍ୟର ପାଞ୍ଚ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି । ଗଞ୍ଜେଇ ଚାଲାଣର ନୂଆ ତରିକା । ପରିବା ବୋଝେଇ ଟ୍ରକରେ ଗଂଜେଇ ଚୋରା ଚାଲାଣ । ଆନ୍ଧ୍ରପ୍ରଦେଶରୁ ବିହାର ଭାୟା ଭୁବନେଶ୍ୱର । ଚାଲାଣ ବେଳେ…

ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ, ଗାଡି ସହ ୧୫୩ କେଜି ଗଞ୍ଜେଇ ଜବତ ୬ ଗିରଫ 

ମୋହନା(କେନ୍ୟୁଜ ବ୍ୟୁରୋ): ଗଜପତି ଜ଼ିଲ୍ଲା ଅଡବା ଏବଂ ଆର. ଉଦୟଗିରି ପୋଲିସ ପକ୍ଷରୁ ପୃଥକ ପୃଥକ ଚଢ଼ାଉ କରି ଦୁଇଟି ଗାଡି ସହ ୧୫୩ କେଜି ଗଞ୍ଜେଇ ଜବତ କରାଯାଇଛି l ଅଡବା ପୋଲିସ ଝିଲିକି ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ହୁଣ୍ଡାଇ କାର ନଂ OD-02-BG-1397ରୁ 53 କେଜି ଗଞ୍ଜେଇ ଜବତ…

ଜବତ ହେଲା ୮୦୦ କିଲୋ ଗଞ୍ଜେଇ ଓ ୨୭ବସ୍ତା ଭାଙ୍ଗ, ପିକଅପ୍‌ ଭ୍ୟାନ୍‌ ସହ ୨ ଗିରଫ

ଗ଼ଞ୍ଜାମ (କେନ୍ୟୁଜ୍) : ଜବତ ହେଲା ୮୦୦ କିଲୋ ଗଞ୍ଜେଇ ଓ ୨୭ବସ୍ତା ଭାଙ୍ଗ । ପିକଅପ୍‌ ଭ୍ୟାନ୍‌ ସହ ୨ ଜଣଙ୍କୁ ଗିରଫ କରିଛି ଗ଼ଞ୍ଜାମ ଜିଲ୍ଲା ଆସିକା ପୋଲିସ । ଗିରଫ ଦୁଇ ଜଣ ଚନ୍ଦନପୁରର ଅନିଲ ଦାସ ଓ ନୟାଗଡ଼ ଓଡଗାଁର ଜ୍ୟୋତିପ୍ରକାଶ ମହାପାତ୍ର । ଭ୍ୟାନ୍‌ଟି ମୋହନାରୁ ପୁରୀ ଆସୁଥିବାବେଳେ…

ସିମେଣ୍ଟ ବୋଝେଇ ଟ୍ରକ୍‌ରେ ଚୋରା ଚାଲାଣ ବେଳେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ମାଲକାନଗିରି: ଫେଲ୍ ମାରିଛି ଗଞ୍ଜେଇ ମାଫିଆଙ୍କ ସବୁ ତରିକା । ସିମେଣ୍ଟ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ ହୋଇଛି କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ । ଆନ୍ଧ୍ରର ଦାରାକୋଣ୍ଡାରୁ ଅନୁଗୁଳକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଚିତ୍ରକୋଣ୍ଡା ପୋଲିସ ହାତରେ ଧରାପଡ଼ିଛନ୍ତି ଦୁଇ…

କଟକ : ଧଳା ଜହର ରାକେଟର ପର୍ଦ୍ଦାଫାସ, ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ (କେନ୍ୟୁଜ୍) : ବ୍ରାଉନସୁଗାର ରାକେଟର ପର୍ଦ୍ଦାଫାସ । ଗଡଗଡିଆଘାଟ ନିକଟରୁ ୯୨ଗ୍ରାମ ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ମାଛୁଆ ବଜାରର ବଳରାମ ବେହେରା…