Browsing Tag

garbhana sankranti

ଆଜି ଗର୍ଭଣା ସଂକ୍ରାନ୍ତି: ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ

ଓଡ଼ିଆ ପରମ୍ପରାରେ ପ୍ରଚଳିତ ବାର ମାସରେ ତେର ପର୍ବ ମଧ୍ୟରେ ଗର୍ଭଣା ସଂକ୍ରାନ୍ତି ଅନ୍ୟତମ । ଆମ ପର୍ବପର୍ବାଣି ଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ଅନେକ ପର୍ବ ଆମର କୃଷି ସମ୍ବନ୍ଧିୟ ଅଟେ। କାରଣ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଆଶ୍ଵିନ ମାସର ସଂକ୍ରାନ୍ତିରେ ପାଳିତ…